Daily news update , Real odisha local news

ଦେଖନ୍ତୁ Shocking ଭିଡିଓ : କୁକୁର କାମୁଡ଼ାରେ ମୋ ପୁଅ ପାଲଟିଗଲା ବୁଲା କୁକୁର , ଭୁକୁଛି ଚୋବାଇବାକୁ ଗୋଡଉଛି ଡାକ୍ତର ଵି ହେଲେ ଆଶ୍ଚର୍ଯ୍ୟ ଦେଖନ୍ତୁ ଏକ ସତ ଭିଡ଼ିଓ ୧ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି…

0 68

ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।

ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ସମସ୍ତ ଙ୍କୁ ଆବାକ କରେଇ ଦେଇଛି।ତେବେ ଏହି ଭିଡ଼ିଓ ଟିରେ ଯାଜ ଦେଖିବା କୁ ମିଳିଛି ତାହାକୁ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ।ତେବେ ବନ୍ଧୁଗଣ କଣ ଆପଣ କେବେ ବି କୌଣସି ମଣିଷ ଙ୍କୁ କୁକୁର ଭଳି ବ୍ୟବହାର କରିବା , କୁକୁର ଭଳି ଖାଇବା , ଭୋକିବା ରେ ଦେଖିଛନ୍ତି।ନିଶ୍ଚିତ ଭାବ ରେ ଆପଣ ଏପରି ଦେଖି ନଥିବେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି।

ତେବେ ଏହି ଭିଡ଼ିଓ ଟି ହେଉଛି ଆଠଗଡ଼ ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମ ର ଯେଉଁ ଠାରେ ଜଣେ ଯୁବକ ହଠାତ କୁକୁର ଭଳି ବ୍ୟବହାର କରୁଛନ୍ତି। ସେ କଥା ନକହି ଭୋକୁଛନ୍ତି , କୁକୁର ଭଳି ପାଟି ରୁ ଲାଲ ବାହାରୁଛି , ଏପରି କି ଶୋଷ ଲାଗିବା ବେଳେ ସେ ପାଣି ମଧ୍ୟ କୁକୁର ଭଳି ଚାଟି ଚାଟି ପିଇଛନ୍ତି। ତେବେ ନିଜ ଯୁବ ପୁଅ ର ଏହିପରି ଅବସ୍ଥା ଦେଖି ସମସ୍ତେ ଚକିତ ହୋଇଯାକଛନ୍ତି ଆଉ ପରିବାର ଲୋକେ ବହୁତ ଭାଙ୍ଗି ପଡିଛନ୍ତି। ତେବେ ସେମାନେ ସଂଗେ ସଂଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ଙ୍କ କହିବା ଅନୁସାରେ , ଯୁବକ ଙ୍କୁ କୁକୁର କାମୁଡିଛି ଆଉ କୁକୁର ବିଷ ତା ଦେହ ରେ ଚଢି ଯିବା ପରେ ସେ ଏହିପରି ବ୍ୟବହାର କରୁଛି। ମାତ୍ର ପରିବାର ଲୋକେ କହିଛନ୍ତି କି ତାଙ୍କ ପୁଅ ପୂର୍ବରୁ ଥରେ ନିଶା ସେବନ କରି ଏହିପରି ବ୍ୟବହାର କରିଥିଲେ ମାତ୍ର ପରେ ସେ ସମ୍ପୂର୍ଣ୍ଣ ଠିକ ହୋଇ ଯାଇଥିଲେ। ମାତ୍ର ଏଥର ସେ ଠିକ ହେଉ ନାହାନ୍ତି। ମାତ୍ର ଡାକ୍ତର ଠିକ ଭାବ ରେ କହି ପାରି ନାହାନ୍ତି କି କେଉଁ କାରଣ ରୁ ଯୁବକ ଜଣଙ୍କ ଏହିପରି କୁକୁର ଭଳି ବ୍ୟବହାର କରୁଛନ୍ତି। ତେବେ ସବୁ ଚିକିତ୍ସା ପରେ ଏହାର ପ୍ରକୃତ କାରଣ କଣ ବୋଲି ଜଣା ପଡିବ ବୋଲି କହିଛନ୍ତି ।ମାତ୍ର ଘଟଣା ଟି ଚାରିଆଡେ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.