ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କ ପାଟିରେ ବାଜୁଛି ଟ୍ରକ, ବସର ହର୍ଣ୍ଣ , ନ ଦେଖିଲେ ବିଶ୍ୱାସ କରିବେନି….80 କୋଟି ଲୋକ ଦେଖି ସାରିଲେଣି…
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।
କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି। ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ସୋସିଆଲ ମିଡ଼ିଆ ଏକ ବହୁତ ବଡ଼ ଭୂମିକା ପ୍ଲେ କରୁଛି।ତେବେ ଆମେ ଆଜି ଆପଣ ମାନ ଙ୍କୁ ଏହିପରି ଜଣେ ଭାଇରାଲ ଯୁବକ ଙ୍କ ବିଷୟ ରେ ଜଣେଇବୁ ଯାହାଙ୍କର ଟାଲେଣ୍ଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ବନ୍ଧୁଗଣ ଘଟଣା ଟି କିଛି ଏହିପରି ରହିଛି କି ଜଣେ ଯୁବକ ଙ୍କ ର ବିଚକ୍ଷଣ ଗୁଣ ଯୋଗୁଁ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତେବେ ସେହି ଯୁବକ ଜଣଙ୍କ ନିଜ ପାଟି ରେ ଟ୍ରକ ଓ ବସ ର ହ୍ରନ ର ଆବାଜ ବାହାର କରୁଛନ୍ତି। ତେବେ ସେହି ବ୍ୟକ୍ତି ଜଣଙ୍କ ନିଜ ପାଟି ରେ ବସ ଓ ଟ୍ରକ ର ହ୍ରନ ର ସାଉଣ୍ଡ କରି ପାରିଛନ୍ତି, ଏପରି କି ସେ ଭିନ୍ନ ଭିନ୍ନ ବସ ର ନାମ ନେଇ ତାର ହ୍ରନ ର ଆବାଜ ବାହାର କରି ପାରୁଛନ୍ତି।ତେବେ ତାଙ୍କର ଏହି ଭିଡ଼ିଓ ଟି ବିଷୟ ରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।
ତେବେ ଭିଡ଼ିଓ ଟି କୁ ଆନନ୍ଦ ମହୀନ୍ଦ୍ର ନିଜେ ତାଙ୍କର ଟୁଇଟର ଆକାଉଣ୍ଟ ରେ ପୋଷ୍ଟ କରି ଥିଲେ। ଆଉ ଏହି ଯୁବକ ଙ୍କ ର ଟେଲେଣ୍ଟ କୁ ସେ ପ୍ରଶଂସା କରି ଥିଲେ। ତେବେ ଏହି ଭିଡ଼ିଓ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରୀ ଭାଇରାଲ ହେଉଛି। ତେବେ ଆପଣ ମଧ୍ୟ ଏହି ଯୁବକ ଙ୍କ ର ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ରହିଯିବେ କି ଏହା କିପରି ସମ୍ଭବ ବୋଳି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।