Exclusive:-ମହିଳା ଦେଲେ କଡା ମନ୍ତବ୍ୟ ! ପିରିୟଡ୍ କଥାକୁ ନେଇ ମୋତେ ରୋଷ୍ଟ କରୁଛ.. ନିଜ ମା’ ଭଉଣୀଙ୍କୁ ସେଇକଥା ପଚାରି ବୁଝ..ଦେଖନ୍ତୁ video
ବନ୍ଧୁମାନେ ବର୍ତ୍ତମାନ ସମୟରେ ସୋସିଆଲ ମେଡିଆରେ ବହୁତ ପ୍ରକାର ଭିଡ଼ିଓ ଦେଖିବାକୁ ମିଳୁଛି ।ବହୁତ ସମୟରେ ଲୋକମାନେ କିଛି ଏମିତି ଆପତ୍ତି ଜନକ ଘଟଣା କୁ ନେଇ ବି ଭିଡ଼ିଓ କରୁଛନ୍ତି, ଯେଉଁ ଭିଡ଼ିଓ ଦେଖି ଦର୍ଶକ ଖୁବ ଖରାପ କମେଣ୍ଟ ବି ଲେଖୁଛନ୍ତି ।ତେବେ ବର୍ତ୍ତମାନ ସମୟରେ ଶିକ୍ଷା ଓ ଶିକ୍ଷିତ ଲୋକ ଙ୍କର ଅଭାବ ନାହିଁ କିନ୍ତୁ ସେହି ଶିକ୍ଷିତ ଲୋକମାନେ ହିଁ ଅଶିକ୍ଷିତ ପରି କାମ କରୁଛନ୍ତି ।
ମହିଳା ମାନଙ୍କ ର ପିରିୟଡ଼ କୁ ନେଇ ମଜା କରିବା ଓ ଖରାପ କଥା କହୁଛନ୍ତି, ତେବେ ଏମିତି କିଛି କଥା କୁ ମହିଳା ଜଣକ ଖୁବ ତେଜି ଉଠିଛନ୍ତି ।ଆଉ ସେତିକି ନୁହେଁ ପୁରୁଷ ମାନଙ୍କ ର ଏହି ନୀଚ ଚିନ୍ତାଧାରା ପାଇଁ କିଛି ଏମିତି କଥା କହିଛନ୍ତି,ଯାହା ବିଷୟରେ ଆସନ୍ତୁ ଆଗକୁ ଜାଣିବା ।
ତେବେ ନାରୀ ଓ ପୁରୁଷ ଉଭୟ ଭିନ୍ନ ଅଟନ୍ତି ଶାରୀରିକ ଗଠନ ଅନୁସାରେ, ଆଉ ନାରୀ ମାନଙ୍କର ପିରିୟଡ଼ ହେବା ଏହା ଏକ ନେଚୁରାଲ ପ୍ରସେସ ।ଏହି ପିରିୟଡ଼ ନହେଲେ ନାରୀ ଟିଏ କେବେ ପ୍ରେଗନେଣ୍ଟ ହେଇ ପାରିବ ନାହିଁ ଓ ଜୀବନ ପ୍ରକ୍ରିୟା ଆଗକୁ ବଡିବ ନାହିଁ ।ହେଲେ ବର୍ତ୍ତମାନ ର ଏହି ପୁରୁଷ ସମାଜ ନାରୀଙ୍କ ପିରିୟଡ଼ କୁ ପ୍ରତିଟି ନାରୀ ଙ୍କୁ ଖୁବ ନୀଚ ଦୃଷ୍ଟି ରେ ଦେଖିଥାନ୍ତି ।ବହୁତ ସମୟରେ ଅନେକ ଲୋକମାନେ ଏହି ଆପତି ଜନକ କଥା କୁ ନେଇ ରୋଷ୍ଟ ଭିଡ଼ିଓ ବି କରୁଛନ୍ତି, ତେବେ ସୋସିଆଲ ମେଡିଆରେ ଏମିତି ଅନେକ ଭିଡ଼ିଓ ଦେଖିବାକୁ ମିଳୁଥିଲେ ଖୁବ କମ ପ୍ରତିବାଦ କରିଥାନ୍ତି ।ହେଲେ ଏହି ମହିଳା ଙ୍କୁ ଦେଖନ୍ତୁ ଏମିତି ଲୋକଙ୍କୁ ପିରିୟଡ଼ ର ଅର୍ଥ ବୁଝାଇ ନାହାନ୍ତି ବରଂ ତାଙ୍କୁ ଜେଲର ଦ୍ଵାର ଦେଖେଇ ଦେଇଛନ୍ତି ।
ମହିଳା ଜଣକ କହିବା ଅନୁସାରେ ଯେଉଁ ବି ଲୋକମାନେ ପିରିୟଡ଼ କୁ ନେଇ ରୋଷ୍ଟ କରୁଛନ୍ତି ସେମାନେ ପ୍ରଥମେ ଜାଣିବା ଉଚିତ କି କୋଉ ବିଷୟ କୁ ନେଇ ସେମାନେ ରୋଷ୍ଟ କରୁଛନ୍ତି ।ଆଉ ପିରିୟଡ଼ କୁ ନେଇ ରୋଷ୍ଟ କରିବା ଏହା ଆଦ୍ୟୁ ଉଚିତ ନୁହେଁ, ପ୍ରତ୍ୟେକ ମହିଳା ଙ୍କ ପାଇଁ ଏହାଏକ ବହୁତ ବଡ଼ ଅପମାନ ଅଟେ ।ଜଣେ ମହିଳା ଙ୍କୁ ନେଇ ବା ତାଙ୍କ ବିଷୟରେ କେହି ବି କିଛି କହିବାର ଅଧିକାର ରଖନ୍ତି ନାହିଁ ।ତେବେ ମହିଳା ଜଣକ ଏମିତି କିଛି କହିବା ସହିତ ଏମିତି ପିରିୟଡ଼ କୁ ନେଇ ରୋଷ୍ଟ କରୁଥିବା ଯୁବକ ନାଆରେ ଥାନାରେ ଏତଲା ଦେଇଛନ୍ତି ।
ତେବେ ଏତଲା ଅନୁସାରେ ପୋଲିସ ଯୁବକ ଜଣଙ୍କୁ ଆରେଷ୍ଟ କରିଥିଲେ କିନ୍ତୁ ଯୁବକ କହିଥିଲେ କି ଅଧିକ ଇନକମ କରିବା ପାଇଁ ସେ ରୋଷ୍ଟ କରିଥିଲେ ପିରିୟଡ଼ କୁ ନେଇ ।ଆଉ ଏହି କଥା ଶୁଣି ମହିଳା ଜଣକ ଖୁବ ରାଗିବା ସହିତ ଏମିତି ପ୍ରତିକ୍ରିୟା ରଖିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।