“ଏବେ ଆଉ ଆପଣ ମାନେ କେବଳ ମି ପୁଚ ପୁଚ ଙ୍କୁ ଏକା ଦେଖିବେ ନାହିଁ, ତାଙ୍କ ସାଙ୍ଗରେ ମୋତେ, ମୋ ପୁଅ ଓ ସ୍ତ୍ରୀ କୁ ବି ଦେଖିବା କୁ ପାଇବେ। ମୁଁ ବହୁତ ଖୁସି କି ମି ପୁଚ ପୁଚ ମୋ ଘରର ବୋହୁ ହେବା କୁ ଯାଉଛି ବୋଲି, କେବଳ ଗୋଟିଏ ଇଣ୍ଟରଭିୟୁ ରେ ସେ ଆମ ସମସ୍ତ ଙ୍କୁ ନିଜର କରି ନେଇଥିଲା”।
ବନ୍ଧୁଗଣ ଏହା ଆମେ କହୁ ନାଁହୁ, ଏହା କହିଛନ୍ତି ଆମ ଓଲିଉଡ ର ବେଶ ପିରିଚିତ ଏବଂ ବରିଷ୍ଠ ହାସ୍ୟ ଅଭିନେତା ଅରିନ୍ଦମ ଷଡ଼ଙ୍ଗୀ।ତେବେ ଆସନ୍ତୁ ଜାଣିବା ନିଜ ପୁଅ ର ବାହାଘର ଓ ବୋହୁ କୁ ନେଇ କଣ ମତ ଦେଇଛନ୍ତି ସେ।
ତେବେ ଆପଣ ମାନେ ଅରିନ୍ଦମ ଷଡ଼ଙ୍ଗୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ,ଓଲିଉଡ ଇନ୍ଦ୍ରଷ୍ଟ୍ରି ର ହାସ୍ୟ ଅଭିନେତା କହିଲେ ଆଜି ବି ଆମ ସମସ୍ତ ଙ୍କ ଆଖି ଆଗକୁ ତାଙ୍କର ମୁଁହ ଆସିଯାଏ। ସେ ଏହିପରି କମେଡି କରନ୍ତି କି ଜଣେ କାନ୍ଦୁ ଥିବା ଲୋକ ମଧ୍ୟ ହା ହା କରି ହସିବ।ଆଉ ତାଙ୍କର ଅଭିନୟ ଯେତିକି ସୁନ୍ଦର ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ସେତିକି ଆକର୍ଷଣୀୟ ଅଟେ।ତେବେ ନିକଟ ରେ ଅରିନ୍ଦମ ଙ୍କ ପୁଅ ଙ୍କ ସହ ଆମ କଟକ ସୁନ୍ଦରୀ ତଥା ଆପଣ ଙ୍କ ର ପ୍ରିୟ ମି ପୁଚ ପୁଚ ଙ୍କ ସହ ନିର୍ବନ୍ଧ ଶେଷ ହୋଇ ସାରିଛି।
ସେ ନିଜ ବୋହୁ ମି ପୁଚ ପୁଚ କୁ ନେଇ ସେ କହିଛନ୍ତି କି, ଏବେ ଆଉ ଆପଣ ମାନେ କେବଳ ମି ପୁଚ ପୁଚ ଙ୍କୁ ଏକା ଦେଖିବେ ନାହିଁ, ତାଙ୍କ ସାଙ୍ଗରେ ମୋତେ, ମୋ ପୁଅ ଓ ସ୍ତ୍ରୀ କୁ ବି ଦେଖିବା କୁ ପାଇବେ। ମୁଁ ବହୁତ ଖୁସି କି ମି ପୁଚ ପୁଚ ମୋ ଘରର ବୋହୁ ହେବା କୁ ଯାଉଛି ବୋଲି, କେବଳ ଗୋଟିଏ ଇଣ୍ଟରଭିୟୁ ରେ ସେ ଆମ ସମସ୍ତ ଙ୍କୁ ନିଜର କରି ନେଇଥିଲା”।ତା ପରେ ସେ କହିଛନ୍ତି କି , ସେ ଯେବେ ଆମ ଘରକୁ ମୋର ସାକ୍ଷାତକାର ନେବା କୁ ଆସିଥିଲା ସେତେବେଳେ ମୋ ପତ୍ନୀ ଙ୍କୁ ସେ ବହୁତ ଭଲ ଲାଗିଥିଲା।
ଆଉ ଏହା ପରେ ସେ ଅରିନ୍ଦମ ଙ୍କୁ ପୁଅ ର ବାହାଘର ତାଙ୍କ ସହ କରିବା ନେଇ କହିଥିଲେ। ତେବେ ଏହା ପରେ ଅରିନ୍ଦମ ମଧ୍ୟ ତାଙ୍କୁ ପସନ୍ଦ କଲେ ପରେ ଜାତକ ଦେଖିବା ପରେ ପୁଣି ତାଙ୍କ ପୁଅ ର ପସନ୍ଦ ଆସିବା ପରେ ବିବାହ ର କଥା ଆଗକୁ ଆସିଲା। ତେବେ ଖୁବ ଶୀଘ୍ର ମି ପୁଚ ପୁଚ ତାଙ୍କ ଘରର ବୋହୁ ହେବାକୁ ମଧ୍ୟ ଯାଉଛନ୍ତି ।ତେବେ ଏହା ପରେ ସେ ତାଙ୍କର ଅଭିନୟ ସମୟ ର କିଛି କଥା କହିଛନ୍ତି ଏବଂ ତାଙ୍କର କେତେକ ଆୱାଡ଼ ବିଷୟ ରେ ମଧ୍ୟ କହିଛନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ତାଙ୍କ ବିଷୟରେ ଜାଣନ୍ତୁ ଅଜଣା କଥା ସବୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।