Daily news update , Real odisha local news

ପୁରୁଷଙ୍କ ସ୍ପର୍ମ କାଉଁଟ୍ ଓ ପ୍ରଜନନ ଶକ୍ତି ବଢେଇବାର ବେଷ୍ଟ ଘରୋଇ ଉପଚାର (ଗୋଟିଏ ମାସରେ ଠିକ୍ କରନ୍ତୁ) #spermcount

0 1,805

ବନ୍ଧୁମାନେ ପ୍ରେଗନେନ୍ସି କନସିଭ କରିବାରେ ଉଭୟ ମହିଳା ଓ ପୁରୁଷ ଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।କିନ୍ତୁ ଯେତେବେଳେ ପ୍ରେଗନେନ୍ସି କନସିଭ ରେ କିଛି ବି ଅସୁବିଧା ହୁଏ ସେତେବେଳେ ମହିଳା ଙ୍କୁ ଦୋଷୀ କରାଯାଏ ।ହେଲେ ଏଥିପାଇଁ ମହିଳା ଙ୍କ ପାଖରେ ଦୋଷ ନଥାଏ ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ ଠିକ ନଥିଲେ ଓ ଅନ୍ୟ କାରଣ ଗୁଡିକ ପାଇଁ ବି ମହିଳା ପ୍ରେଗନେଣ୍ଟ ହେଇ ପାରନ୍ତି ନାହିଁ ।

ତେବେ ଆଜିକାଲି ବହୁତ ପୁରୁଷ ଙ୍କ ପାଖରେ ସ୍ପର୍ମ କାଉଣ୍ଟ କମ ଥିବାର ଦେଖିବାକୁ ମିଳୁଛି, ଆଉ ଏଥିପାଇଁ ଅନେକ ଚିକିତ୍ସା ବି କରିବାକୁ ହେଉଛି ।କିନ୍ତୁ ଆମେ ଆଜି ଆପଣଂକୁ କିଛି ଖାଦ୍ୟ ବିଷୟରେ ବତାଇବୁ ଯାହାକୁ ଖାଇବା ଦ୍ଵାରା ପୁରୁଷ ଙ୍କର ସ୍ପର୍ମ କାଉଣ୍ଟ ଗୋଟିଏ ମାସରେ ବଡିଯିବ ।

-ଲବଙ୍ଗ, ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ରହିଛି ଯାହା ସ୍ପର୍ମ କାଉଣ୍ଟ ବଡେଇବାରେ ବହୁତ ସାହାଯ୍ୟ କରେ ।ତେଣୁ ସକାଳେ ପୁରୁଷ ମାନେ ଦୁଇଟି ଲବଙ୍ଗ କୁ ଖାଲି ପାଟିରେ ଚବାଇ ଖାଇ ପାରିବେ ନହେଲେ ଉଷୁମୁ କ୍ଷୀରରେ ମିଶାଇ ବି ଲବଙ୍ଗ କୁ ନେଇ ପାରିବେ ।ଆଉ ଲବଙ୍ଗ ଖାଇବାର 30 ମିନିଟ ପରେ ଯାଇ ଜଳଖିଆ ଖାଇବେ ତାହେଲେ ଯାଇ ଏହା ଠିକରେ କାମ କରିବ ।

-ସକାଳେ ଜଳଖିଆ ରେ ଆପଣ ନିହାତି ସିଝା ଅଣ୍ଡା ଓ ପନିର କୁ ନିଅନ୍ତୁ ଏଥିରେ ବହୁତ ପ୍ରୋଟିନ ରହିଛି ।ଏହା ବ୍ୟତୀତ ଆପଣ ଫଳରେ ଡାଲିମ୍ବ ଓ କଦଳୀ,ପରିବା ରେ ପାଳଙ୍ଗ ଓ ଟମାଟୋ ନେଇ ପାରିବେ ।ଟମାଟୋ ରେ ଥିବା ଆଣ୍ଟିଇଫ୍ଲାମେଣ୍ଟାରି ଗୁଣ ଖୁବ ଉପଦେୟ ଅଟେ ସ୍ପର୍ମ ବୃଦ୍ଧି କରିବା ପାଇଁ ।ଏହା ବ୍ୟତୀତ ଆପଣ ଡ୍ରାଏ ଫୁଡ଼ ରେ ଖଜୁରୀ ଓ ଅଖରୋତ କୁ ଖାଇପାରିବେ ।


-ମେଥି ଓ କଳା ଜିରା ,ଏହି ଦୁଇଟିକୁ ଆପଣ ଅଲଗା ଅଲଗା ଗୁଣ୍ଡ କରି ସକାଳେ ଓ ସନ୍ଧ୍ୟାରେ ଉଷୁମ ପାଣିରେ ମିଶାଇ ପିଇବେ ।ଏହି ଦୁଇଟି ବହୁତ ଭଲ କାମ କଟିଥାଏ ସ୍ପର୍ମ ବୃଦ୍ଧି ପାଇଁ, ଏହାଛଡା ଆପଣ ଅଶ୍ୱଗନ୍ଧା ଗୁଣ୍ଡ କୁ ବି ଏମିତି ନେଇ ପାରିବେ ।

-ରଶୁଣ ଖାଇବା ଖରାପ ଲାଗୁଥିଲେ ବି ଏହା ବହୁତ ଭଲ କାମ କରେ ପୁରୁଣା ଙ୍କର ଇଯାକୁଲାସେନ ଅସୁବିଧା ଦୂର କରିବାରେ ।ଡାର୍କ ଚକଲେଟ 60% କୋକୁଆ ଭାଗ ରହିଥାଏ,ତେଣୁ ଚେଷ୍ଟା କରିବେ ପ୍ରତ୍ୟେକ ଦିନ କିଛି ଡାର୍କ ଚକଲେଟ ଖାଇବାକୁ ।

-ଏସବୁ ବ୍ୟତୀତ ଆପଣ ନୀତିଦିନ 30 ମିନିଟ ନିହାତି ଏକ୍ସାସାଇଜ କରନ୍ତୁ ଆଉ ଏକ୍ସାସାଇଜ କରିବା ଦ୍ୱାରା ଝାଳ ବୋହିଥାଏ ଓ ମେଟାପୋଲିଯିମ ବଡ଼ିଥାଏ ଆଉ ଏହା ଭଲ ଅଟେ ପୁରୁଷ ଙ୍କର ସ୍ପର୍ମ କାଉଣ୍ଟ ବଡେଇବା ପାଇଁ ।ଏସବୁ ବ୍ୟତୀତ ଆପଣ ନିଜ ଜୀବନଶୈଳୀ ରେ କିଛି ପରିବର୍ତ୍ତନ ଆଣିଲେ ଖୁବ ଜଳଦି ପୁରୁଷ ଙ୍କର ବନ୍ଧ୍ୟା ଦୋଷ ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.