Daily news update , Real odisha local news

ଭାଇରାଲ କିଚେନ ( KITCHEN ) ଗାର୍ଲ ଙ୍କ ଭିଡ଼ିଓ ନିଆଁ ଭଳି ହେଉଛି VIRAL

0 235

ବନ୍ଧୁମାନେ ବର୍ତ୍ତମାନ ସୋସିଆଲ ମେଡିଆ ସମସ୍ତଙ୍କୁ ଏକ ବଡ଼ ପ୍ଲାଟଫର୍ମ ଓଟଦାନ କରିଛି ।ଆଜି ଯିଏ ଚାହୁଁଚି ସେ ନିଜ ଭିତରେ ଥିବା ଟେଲେଣ୍ଟ କୁ ବାହାର କରି ଏହି ସୋସିଆଲ ମେଡିଆ ଦୁନିଆରେ ପପୁଲର ହେଉ ପାରୁଛି ।ଆପଣ ମାନେ ବି ଦେଖୁଥିବେ ଆଜିକାଲି ସୋସିଆଲ ମେଡିଆରେ କେତେ କେତେ ଭିଫିଓ ନୀତିଦିନ ଭାଇରଲ ହେଉଛି ।

ଆଉ ସେହି ଭିଡ଼ିଓ ଗୁଡିକ ଭିତରେ କିଛି ଏମିତି ଭିଡ଼ିଓ ଥାଏ ଯାହା ଖୁବ ଜଳଦି ଦୃଶ୍ଯକ ଙ୍କ ମନ ଜିତି ଯାଏ ।ତେବେ ବର୍ତ୍ତମାନ ସେମିତି ଏକ ଭିଡ଼ିଓ ସୋସିଆଲ ମେଡିଆରେ ଭାଇରଲ ହେବାରେ ଦେଖିବାକୁ ମିଳୁଛି ।ଭିଡ଼ିଓ ଟିରେ ଯେଉଁ ଯୁବତୀ ନଜର ଆସିଛନ୍ତି ତାଙ୍କୁ ବର୍ତ୍ତମାନ କିଚେନ ଗାର୍ଲ ବୋଲି କୁହା ଯାଉଛି ।ତେବେ ପୁରା ଘଟଣା କଣ ଆଉ ଭିଡ଼ିଓରେ କଣ ହେଉଛି ଆସନ୍ତୁ ଜାଣିବା ।

ତେବେ ପ୍ରତ୍ୟେକ ମଣିଷ ପାଖରେ କିଛି ନା କିଛି କଳା ଥାଏ ହେଲେ ସେହି ଭିତରୁ ଖୁବ କମ ଲୋକ ଥାଆନ୍ତି ଯିଏ ନିଜ କଳା କୁ ଗୋଟିଏ ସୁଯୋଗ ଦେଇଥାନ୍ତି ।ଆଉ ନହେଲେ ଅନେକ ବ୍ୟକ୍ତି ଙ୍କ ପାଖରେ କଳା ଥିଲେ ବି ସେମାନେ ବଣ ମଲ୍ଲି ପରି ବଣରେ ଝଡି ଯାଆନ୍ତି ।ହେଲେ ବର୍ତ୍ତମାନ ସୋସିଆଲ ମେଡିଆ ଯୋଗୁଁ ଅନେକ ଲୋକ ନିଜର ପ୍ରତିଭା କୁ ଆଗକୁ ଆଣି ପାରୁଛନ୍ତି ।ଆପଣ ମାନେ ବର୍ତ୍ତମାନ ଦେଖୁଥିବେ ଆଜିକାଲି ତ ଏମିତି ଅନେକ ବ୍ୟକ୍ତି ନିଜ ଟେଲେଣ୍ଟ କୁ ସୋସିଆଲ ମେଡିଆରେ ଦେଖାଇ ଫେମସ ହେବା ଗୋଟିଏ କମ୍ପିଟେସନ ପାଲଟି ଗଲାଣି ।ହେଲେ ସେହି ଭିତରେ ବି ଯିଏ ଟିକିଏ ହଟକେ କରିପାରିଲା ସିଏ ଜଳଦି ଆଲୋଚନା ର ବିଷୟ ପାଲଟିଗଲା ।ଯେମିତି ଏହି ଯୁବତୀ ଙ୍କୁ ଦେଖୁ ନାହାଁନ୍ତି କେମିତି ତାଙ୍କର କିଚେନ ଭିଡ଼ିଓ ଟି ପପୁଲାର ହେବାରେ ଲାଗିଛି ।

ଆପଣ ମାନେ ସନସ୍ତେ କିଛି କାମ କଲାବେଳେ ମନେ ମନେ ଅନେକ ଗୀତ ଗୁଣ ଗୁଣେଇ ଥାନ୍ତି ।ହେଲେ ଏହି ଯୁବତୀ ଙ୍କୁ ଦେଖନ୍ତୁ ରୋଷେଇ ଘରେ ଅଛନ୍ତି ରୋଷେଇ କାମ ଭିତରେ ସେ ଏକ ଗୀତ ଟି ଏତେ ସୁନ୍ଦର ଭାବରେ ଗୁଣ ଗୁଣେଇବାରେ ଲାଗୁଛନ୍ତି କି ଆଜି ତାଙ୍କର ଭିଡ଼ିଓ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।ତେବେ ଯୁବତୀ ଜଣକ ବଲିଉଡ ସିଙ୍ଗର ଅରିଜିତ ସିଂ ଙ୍କର ଏକ ଖୁବ ଲୋକପ୍ରିୟ ଗୀତ ଟିକୁ ଗାଉଛନ୍ତି ।ଗୀତ ଟି ହେଉଛି “ଖାମୋସିଆ” ତେବେ ଯୁବତୀ ଜଣକ ନିଜ କାମ ଭିତରେ ମଗ୍ନ ରହିବା ସହିତ ତାଙ୍କର ସୁମଧୁର ସ୍ୱର ରେ ଗୀତ ଟି ଖୁବ ସୁନ୍ଦର ଲାଗୁଛି ଶୁଣିବାକୁ ।

ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଯୁବତୀ ଙ୍କର ଏହି ଭିଡ଼ିଓ ଟି ଭାଇରଲ ହେବା ପରେ ଲୋକମାନେ ଯୁବତୀ ଙ୍କର ଗୀତ କୁ ଖୁବ ପଦଣ୍ଡ କରିବାର ଜଣା ପଡ଼ିଛି ।ତାଛଡା ଯୁବତୀ ଜଣକ ବର୍ତ୍ତମାନ କିଚେନ ଗାର୍ଲ ନାମରେ ଫେମସ ହେଇ ଚାଲିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.