ବନ୍ଧୁମାନେ ପ୍ରତ୍ୟେକ ଦିନ ଆପଣ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଦେଖୁଛନ୍ତି ।ଆଉ ସେହି ଭିଡ଼ିଓ ଗୁଡିକ ଭିତରେ ଅନେକ ସେଲିବ୍ରେଟି ମାନଙ୍କୁ ନରି ବି ଭିଡ଼ିଓ ଗୁଡିକ ଭାଇରଲ ହେଇଥାଏ ।ତେବେ ଆଜି ଆମେ ସେମିତି ଗୋଟିଏ ଭିଡ଼ିଓ ବିଷୟରେ ବତାଇବୁ,ଆଉ ଏହି ଭିଡ଼ିଓରେ ଜଣେ ଅଲିଉଡ଼ ହିରୋଇନ ଙ୍କ ବିଷୟରେ କିଛି ଅଜଣା କଥା କୁହାଯାଇଛି ।
ତେବେ ସେହି ହିରୋଇନ ଆଉ କେହି ନୁହନ୍ତି ବରଂ ଅଲିଉଡ଼ ର ଖୁବ ପରିଚିତ ଚେହେରା ବିଦୁସ୍ମିତା ।ତେବେ ବିଦୁସ୍ମିତା କଣ ନେଇ ଭିଡ଼ିଓରେ କଣ ଦେଖିବାକୁ ମିଳିଛି ଆସନ୍ତୁ ଜାଣିବା ।
ତେବେ ବିଦୁସ୍ମିତା ଙ୍କୁ କିଏ ବା ନଜାଣିଛି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ସେ ଅନେକ କାମ କରିଛନ୍ତି ।ତେବେ ସେ ନିଜର କ୍ୟାରିଅର ଆଲବମ ରୁ ଆରମ୍ଭ କରିଥିବା ବେଳେ ଅନେକ ଫିଲ୍ମ ରେ ଅଭିନୟ ବି କରିଛନ୍ତି ।ଏହାଛଡ଼ା ସେ ବହୁତ ଗୁଡିଏ ସିରିରଲ ରେ ବି ନଜର ଆସିଛନ୍ତି କିନ୍ତୁ ସବୁ ପରେ ବି ତାଙ୍କୁ ବିଶେଷ ପରିଚୟ ତାଙ୍କର ଆଇଟମ ଡ୍ୟାନ୍ସ ରୁ ମିଳିଥିଲା ।ତେବେ ବିଦୁସ୍ମିତା ଅନେକ ଫିଲ୍ମ ରେ ଆଇଟମ ଡ୍ୟାନ୍ସ କରିଛନ୍ତି,ହେକେ ଚକଲେଟ ଓ ଦୋସ୍ତି ଫିଲ୍ମରେ ତାଙ୍କର ଆଇଟମ ଡ୍ୟାନ୍ସ ଓ ଅଭିନ5 ଦର୍ଶକ ଙ୍କ ମନ କିଣି ନେଇଥିଲା ।ଆଉ ଏଥିପାଇଁ ଆଜି ବି ଦର୍ଶକ ବିଦୁସ୍ମିତା ଙ୍କୁ ଦେଖିବା ପାଇଁ ଅନେଇ ରହିଥାନ୍ତି ।
ହେଲେ ଆଜି ଯେଉଁ ବିଦୁସ୍ମିତା ଙ୍କୁ ଆପଣ ପରଦା ଉପରେ ଦେଖୁଛନ୍ତି ତାଙ୍କର ବାସ୍ତବ ଜୀବନ ଓ ତାଙ୍କ ଜୀବନରେ ଅଭୁଲା ସଂଘର୍ଷ ଓ ଦୁଃଖ ବିଷୟରେ ହୁଏତ କେହି ଜାଣି ନଥିବେ ।ତେବେ ସୂଚନା ଅନୁସାରେ ବିଦୁସ୍ମିତା ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ ହେଲେ ତାଙ୍କ ଜୀବନରେ ସବୁଠୁ ବଡ଼ ଦୁଃଖ ଘଟିଲା ତାଙ୍କ ଜନ୍ମର 24 ଦିନ ପରେ ।ହଁ ଦର୍ଶକବନ୍ଧୁ ମାତ୍ର 24 ଦିନ ବିଦୁସ୍ମିତା ହେଇଥିବା ବେଳେ ତାଙ୍କ ବାପା ଙ୍କର ମୃତ୍ୟୁ ଘଟିଥିଲା ।ଆଉ ଏହାପରେ ତାଙ୍କର ଅଭିନୟ ଯାତ୍ରା ଓ ସଂଘର୍ଷ ଆରମ୍ଭ ହେଇଥିଲା ।
ତେବେ ବିଦୁସ୍ମିତା 2011 ମସିହା ରେ ଅନନ୍ତ ଦାସ ଙ୍କୁ ବିବାହ କରିଥିଲେ ଆଉ ଏହାପରେ ସେ ଅଭିନୟ ଦୁନିଆ ସହିତ ଯୋଡି ହେଇଥିଲେ ।ଆଉ ଏହାପରେ ଧୀରେ ଧୀରେ କାମ କରିବା ପରେ ଖୁବ କଷ୍ଟରେ ତାଙ୍କୁ ଆଜି ଏହି ସଫଳତା ହାସଲ ହେଉଛି ।ତେବେ ତାଙ୍କ ଜୀବନରେ ସଫଳ ହେବା ପଛରେ ତାଙ୍କ ସ୍ୱାମୀ ଙ୍କର ବହୁତ ବଡ଼ ହାତ ରହିଛି, ଯେଉଁଥି ପାଇଁ ସେ ଅନେକ ଅସୁବିଧା କୁ ଖୁବ ସହଜରେ ହେଣ୍ଡେଲ କରିପାରନ୍ତି ।ତେବେ ଆପଣ ବହୁତ ସମୟରେ ଅନେକ ସେଲିବ୍ରେଟି ମାନଙ୍କ ବିଷୟରେ ଶୁଣିଥିବେ ଆଉ ଆଜି ବିଦୁସ୍ମିତା ଙ୍କ ବିଷୟରେ ଜାଣି କେମିତି ଲାଗିଲା ନିଶ୍ଚିତ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।