Daily news update , Real odisha local news

IAS Interview :-ପୁଅକୁ ପଚରାଗଲା କେଉଁ ରାଜା ନିଜର ମା’ ଙ୍କୁ ହିଁ ବିବାହ କରିଥିଲେ ? ଉତ୍ତର ଯଦି ଜାଣିଛନ୍ତି କମେଣ୍ଟ କରି କୁହନ୍ତୁ…

0 553

ବନ୍ଧୁମାନେ ବର୍ତ୍ତମାନ ସମୟରେ ସରକାରୀ ହେଉ କି ବେସରକାରୀ ଚାକିରୀ ଖଣ୍ଡିଏ ମିଳିବା ଭାରି କଷ୍ଟ ।ଦିନକୁ ଦିନ ପିଲାଙ୍କ ଭିତରେ ପ୍ରତିଯୋଗିତା ବଡିବା ସହିତ ପରୀକ୍ଷା ର ପଦ୍ଧତି ବଦଳିବା ସହିତ ଓ ପ୍ରଶ୍ନ ର ଉତ୍ତର ଦେବା ଖୁବ କଷ୍ଟ ହେଇ ପଡୁଛି ।ଆଉ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ପୁଣି ଇଣ୍ଟରଭ୍ୟୁ ରାଉଣ୍ଡ ରହିଥାଏ, ଆଉ ଏହି ରାଉଣ୍ଡ ରେ ପ୍ରତିଯୋଗି ଙ୍କର ବ୍ୟକ୍ତିତ୍ୱ ଓ ଉପସ୍ଥିତ ବୁଦ୍ଧି କୁ ପରଖା ଯାଏ ।ତେବେ ଆମ ଦେଶର ବଡ଼ ପରୀକ୍ଷା IAS ପରୀକ୍ଷାରେ ବି ଏହି ଇଣ୍ଟରଭ୍ୟୁ ରାଉଣ୍ଡ ରହିଛି ।ତେବେ ନିକଟରେ ଏହି ଇଣ୍ଟରଭ୍ୟୁ ରାଉଣ୍ଡରେ ପ୍ରତିଯୋଗି ଙ୍କୁ କିଛି ଏମିତି ପ୍ରଶ୍ନ ପଚରା ଯାଇଥିଲା କି ଯାହାର ଉତ୍ତର ଦେବା ମୁସ୍କିଲ ହେଇ ଯାଇଥିଲା ।

ତେବେ ଏହି ଇଣ୍ଟରଭ୍ୟୁ ରାଉଣ୍ଡରେ ପ୍ରତିଯୋଗୀ କେତେ ମାତ୍ରାରେ ନିଜର ଉପସ୍ଥିତ ବୁଦ୍ଧି ର ବ୍ୟବହାର କରି ପାରୁଛନ୍ତି ସେହି ଅନୁସାରେ ପ୍ରଶ୍ନ ପଚରା ଯାଏ ।ଆଉ ଏହି ପ୍ରଶ୍ନ ଗୁଡିକ ଖୁବ ସହଜ ଲାଗୁଥିଲେ ବି ଉତ୍ତର କହିବା ଖୁବ କଷ୍ଟ ଅଟେ ।ତେବେ ଆମେ ଆଜି ଆପଣଙ୍କ ପାଇଁ କିଛି ସେମିତି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯେଉଁ ପ୍ରଶ୍ନ ଉତ୍ତର ଜାଣିବା ପରେ ଆପଣ ଜାଣି ପାରିବେ କି କେମିତି ପ୍ରଶ୍ନ ପଚରା ଯାଉଛି ଇଣ୍ଟରଭ୍ୟୁ ରେ ।

1.ପ୍ରଶ୍ନ:-ଚନ୍ଦ୍ର କୁ ପହଂଚିବାକୁ ହେଲେ କେତେ ଦିନ ସମୟ ଲାଗିଥାଏ ?
ଉତ୍ତର:-3 ଦିନ ।

2.ପ୍ରଶ୍ନ:-ବାବର ନିଜର ଆତ୍ମହତ୍ୟା କୋଉ ଭାଷାରେ ଲେଖିଥିଲେ ?
ଉତ୍ତର:-ତୁର୍କୀ ।

3.ପ୍ରଶ୍ନ:-ମୋବାଇଲ ଫୋନ ର ଆବିଷ୍କାର କିଏ କରିଥିଲେ ?
ଉତ୍ତର:-ମାର୍ଟିନ କୂପର ।

4.ପ୍ରଶ୍ନ:-କାରଗିଲ ଯୁଦ୍ଧ କୋଉ ମସିହାରେ ହେଇଥିଲା ?
ଉତ୍ତର:-1999 ।

5.ପ୍ରଶ୍ନ:-ତାଜମହଳ କୁ କିଏ ବିକ୍ରି କରିଥିଲେ ?
ଉତ୍ତର:-ନଟବର ଲାଲ ।

6.ପ୍ରଶ୍ନ:-କେଉଁ ସମୟରେ ଭାରତରେ ମୂର୍ତି ପୂଜାର ପ୍ରଥା ଆରମ୍ଭ ହେଇଥିଲା ?
ଉତ୍ତର:-ବୌଦ୍ଧ ଧର୍ମ ସମୟରେ ।

7.ପ୍ରଶ୍ନ:-କାହାଙ୍କ ସମୟରେ ନାଳନ୍ଦା ବିଶ୍ୱ ବିଦ୍ୟାଳୟ ର ପ୍ରତିଷ୍ଠା ହେଇଥିଲା ?
ଉତ୍ତର:-କୁମାର ଗୁପ୍ତ ।

8.ପ୍ରଶ୍ନ:-ପାକିସ୍ତାନ ର କେତୋଟି ରାଜ୍ୟ ରହିଛି ?
ଉତ୍ତର:-5ଟି ।

9.ପ୍ରଶ୍ନ:-ଭାରତ ଛାଡ଼ ଆନ୍ଦୋଳନ କୋଉ ଠାରୁ ଆରମ୍ଭ ହେଇଥିଲା ?
ଉତ୍ତର:-ବମ୍ବେ ।

10.ପ୍ରଶ୍ନ:-କୋଉ ରାଜା ନିଜ ପିତାଙ୍କୁ ହତ୍ୟା କରି ନିଜ ମାଆ ଙ୍କୁ ବିବାହ କରିଥିଲେ ?
ଉତ୍ତର:-ଅଡ଼ିପୁଷ

11.ପ୍ରଶ୍ନ:-ଭାରତରେ କେତେ ପ୍ରକାରର ମାଟି ଦେଖିବାକୁ ମିଳିଥାଏ ?
ଉତ୍ତର:-8 ପ୍ରକାର ।

12.ପ୍ରଶ୍ନ:-ବିଶ୍ୱରେ ସମୁଦାୟ କେତୋଟି ଦେଶ ରହିଛି ?
ଉତ୍ତର:-195 ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.