ଜଙ୍ଗଲ ରୁ ଖସି ଆସି ଗାଁ ଭତରେ ଥିବା ଗଛ ଉପରେ ଚଢିଗଲା ମହାବଳ “ଚିତାବାଘ” ତା’ପରେ ଗଛର କୋରଳ ରେ ଫସିଗଲା ମୁଣ୍ଡ ଗାଁଲୋକ ଉଦ୍ଧାର କରିବାରୁ… ଭାଇରଲ ହେଉଥିବା ଭିଡ଼ିଓ ଦେଖୁ ଦେଖୁ 23 କୋଟି ଲୋକ ଦେଖିସାରିଲେନି
ଅନେକ ସମୟରେ ବନ୍ୟ ଜୀବଜନ୍ତୁ ମନେ ଖାଦ୍ୟ ସଂଗ୍ରହ କରିବା ଆଶାରେ ଗାଁ ଓ ଶର ଭିତରକୁ ପଶି ଆସିଥାନ୍ତି ।ଆଉ ସେହି ବନ୍ୟ ଜୀବ ଙ୍କୁ ଦେଖି ଲୋକମାନେ ଖୁବ ଭୟଭୀତ ହେଇ ଯାଆନ୍ତି ।ତେବେ ନିକଟରେ ଗୋଟିଏ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ରେ ଚିତା ପରି ଏକ ହିଂସ୍ର ଜୀବ ଗାଁ ଭିରକୁ ପଶି ଆସିଥିବାର ଦେଖିବାକୁ ମିଳିଛି ।
ଆଉ ବଡ଼ କଥା ହେଉଛି ଏହି ଜୀବ ଟି ଗୋଟିଏ ଗଛ ଉପରେ ରହିଛି ଯାହାକୁ ଉଦ୍ଧାର କରିବାକୁ ଗଲାବେଳେ କିଛି ଏମିତି ଘଟୁଛି ଯାହା ଦେଖିଲେ ବିଶ୍ୱାସ ହେବ ନାହିଁ ।
ଆପଣ ଦେଖୁଥିବେ ଅନେକ ସମୟରେ ଜଙ୍ଗଲ ରାସ୍ତା ଦେଇ ବନ୍ୟ ଜୀବ ମନେ ରାସ୍ତା ପାର କରିଥାନ୍ତି ।ଏହାଛଡା ସାପ, ହାତୀ ପରି ଅନେକ ଜୀବ ଜନବସତି ଆଡ଼କି ମୁହାଇ ଆସିଥାନ୍ତି ଖାଦ୍ୟ ଅନୁସନ୍ଧାନ କରି ।ଆଉ ସେମାନେ ସହଜରେ ସେଠାରୁ ବାହାରି ଜଙ୍ଗଲ କୁ ଯାଇ ପାରନ୍ତି ନାହିଁ ତେଣୁ ସେହି ଯିବ ମାନଙ୍କ ପାଇଁ ସାଧାରଣ ଲୋକ ଖୁବ ହଇରାଣ ଓ ଡର ଭିତରେ ରହିଥାନ୍ତି।ତେବେ ନିକଟରେ ଗୋଟିଏ ଗାଁରେ ଚିତା ପରି ଦେଖା ଯାଉଥିବା ଗୋଟିଏ ଭୟଙ୍କର ଜୀବ ପଶି ଆସିବା ପରେ କଣ ହେଲା ଦେଖନ୍ତୁ ।
ତେବେ ସୂଚନା ଅନୁଯାୟୀ ଗୋଟିଏ ଗାଁର ଗଛ ଉପରେ ଚିତା ପ୍ରି ଦେଖା ଯାଉଥିବା ଜୀବ ଟିଏ ବସିଥିଲା ଯାହା ପାଖକୁ କେହି ଗଲେ ସେ ଆକ୍ରମଣ କରୁଥିଲା ।ତେଣୁ ଏନେଇ ଗ ଲୋକ ମାନେ ଖୁବ ଭୟରେ ରହିଥିଲେ ତେବେ ଏହି ଖବର ପାଇ ଘଟଣା ସ୍ଥାନରେ ପୋଲିସ ଓ ବନ୍ୟ ବିଭାଗ କର୍ମଚାରୀ ପହଁଚି ଥିଲେ ।ଆଉ ସେହି କର୍ମଚାରୀ ମାନେ ସିଡି ପକାଇ ଓ ଗଛର ପଛ ଦେଇ ଖୁବ କଷ୍ଟରେ ସେହି ଯିବ ଟିକୁ ଉଧାଇଁ କରିଥିଲେ ।ଆଉ ସେମାନେ ଜଣାଇ ଥିଲେ କି ସେହି ଜୀବ ଟି ଚିତା ନୁହେଁ କିନ୍ତୁ ଚିତା ର ସାନ ଭାଇ ପରି ହେବ ।
ତେବେ ଏହି ଜୀବ ଟି ମାଛ ଖାଇଥାଏ ଆଉ ମଣିଷ କୁ ଖାଇ ନଥାଏ କିନ୍ତୁ କାମୁଡି ଦିଏ ।ତେବେ କର୍ମଚାରୀ ମାନେ ସୁରକ୍ଷିତ ଭାବରେ ଜୀବ ଟିକୁ ଧରି ତାକୁ ଗୋଟିଏ ଅଖା ବୁରା ଭିତରେ ପୁରେଇ ଥିଲେ ଆଉ ସେହି ଗାଁରୁ ନେଇ ଯାଇଥିଲେ ।ଏହାପରେ ଗାଁ ଲୋକ ମାନଙ୍କର ଭୟ କମିଥିଲା କିନ୍ତୁ ଏମିତି ବହୁତ ସମୟରେ ଅନେକ ପଶୁପକ୍ଷୀ ମଣିଷ ଭିତରେ ଫସି ଯାଆନ୍ତି ।ତେଣୁ ଆପଣ ଏହି ବଣ୍ୟ ଜୀବ ମାନଙ୍କର କ୍ଷତି ନକରି ତାଙ୍କ ବଣ୍ୟ ବିଭାଗ କୁ ଡାକି ହସ୍ତାନ୍ତର କରିବା ଉଚିତ ।ତେବେ ଏହି ଜୀବ ମାନଙ୍କର ତାଙ୍କ ଜୀବନ ପ୍ରତି ଭୟ ଥାଏ ତେଣୁ ସେମାନେ ବି ହିଂସ୍ର ହେବ ସ୍ୱାଭାବିକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।