Daily news update , Real odisha local news

5000 ହଜାର ବର୍ଷ ପରେ ଦେଖନ୍ତୁ କିଭଳି ଅଣଗ ଭଗବାନ କୃଷ୍ଣଙ୍କ ଘର, ଯଶୋଦା ମାୟାଙ୍କ ରୋଷେଇ ଘର ଏହି ଘର କୁ ଦେଖିଲେ ଆଜି ବି ଚମତ୍କାର

0 1,787

Tବନ୍ଧୁଗଣ ଆମ ସମାଜ ରେ ଏହିପରି ଅନେକ ସ୍ଥାନ ରହିଛି ଯାହା ବିଷୟ ରେ ଜାଣିବା ପାଇଁ ତଥା ସେହି ସ୍ଥାନ କୁ ଯିବା କୁ ଆମକୁ ବହୁତ ଇଚ୍ଛା ଥାଏ। କିନ୍ତୁ ଅନେକ ଗୁଡିଏ କାରଣ ଥାନା ଯାହା ପାଇଁ ଆମେ ସେହି ସ୍ଥାନ କୁ ଯାଇ ପାରି ନଥାଉ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ର ଯୁଗ , ସବୁ ଅସମ୍ଭବ ସମ୍ଭବ ହୋଇ ପାରୁଛି।

କାରଣ ଅନେକ ୟୁ ଟ୍ୟୁବ ର ଏହିପରି ମଧ୍ୟ ରହିଛନ୍ତି ଯେଉଁ ମାନେ ସବୁ ପ୍ରସିଦ୍ଧ ତଥା ଐତିହାସିକ ସ୍ଥାନ କୁ ଯାଇଥାନ୍ତି ଆଉ ସେଠାରେ ସବୁକିଛି ନିଜ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି।

ଆଉ ଏହି ଭିଡ଼ିଓ ଗୁଡିକ ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ୟୁ ଟ୍ୟୁବ ରେ ଏହାକୁ ଦେଖି ସେହି ସ୍ଥାନ କୁ ଡିଜିଟାଲ ଭାବରେ ଭ୍ରମଣ କରି ପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଗୋକୁଳ ର ଭ୍ରମଣ କରେଇବୁ। ଏହା ମଧୁରା ର ସେହି ଗୋକୁଳ ଅଟେ, ଯେଉଁ ଠି ପ୍ରଭୁ ଶ୍ରୀ କୃଷ୍ଣ ତାଙ୍କର ବାଲ୍ୟ କାଳ ବିତାଇ ଥିଲେ। ତେବେ ସେହି ଦ୍ଵାପର ଯୁଗ କୁ ଆଜି ୫ ହଜାର ବର୍ଷ ହୋଇଗଲାଣି ତେବେ ଏହା ବର୍ତ୍ତମାନ କିପରି ରହିଛି ଆସନ୍ତୁ ଏହି ଭିଡ଼ିଓ ଟି ମାଧ୍ୟମ ରେ ବୁଲିଯିବା।

ତେବେ ବନ୍ଧୁଗଣ ଭିଡ଼ିଓ ଟି ରେ ଆପଣ ପ୍ରଥମେ ଦେଖିବା କୁ ପାଇବେ , ମଥୁରା ରୁ ଟିକିଏ ଆଗକୁ ଗଲେ ସେହି ଗୋକୁଳ ପଡିବ ଆଉ ଏହି ଗୋକୁଳ ରେ ସେହିପରି ସବୁ ଘର ରହିଛି ଆଉ ଘର ଘର ମଧ୍ୟରେ ସେହିପରି ସବୁ ଗଳି କନ୍ଦି ରହିଛି ଯେଉଁ ଠାରେ ଆମେ ଅନେକ ପୁରାଣ ରେ ଶୁଣି ଛୁ କୃଷ୍ଣ ବାଲ୍ୟଲୀଳା କରୁଥିବା ର। ଅବଶ୍ୟ ଏହି ଭିଡ଼ିଓ କୁ ଦେଖିଲେ ଆପଣ ମାନେ କିଛି ପରିବର୍ତ୍ତନ ନିଶ୍ଚିତ ଅନୁଭବ କରିବେ ,କିନ୍ତୁ ଭିତର କୁ ଗଲେ ଆପଣ ସେହି ଗୋକୁଳ କୁ ଦେଖୁବେ। ଏବଂ ଏହି ଗୋକୁଳ ର କାନ୍ଥ ରେ ଶ୍ରୀ କୃଷ୍ଣ ଙ୍କ ର ଭିନ୍ନ ଭିନ୍ନ ଫୋଟ ସବୁ ଦେଖିବା କୁ ପାଇବେ ।

ଏହା ପରେ ଯେତେବେଳେ ଆପଣ ଭିତର କୁ ଭିତର କୁ ଯିବେ ସେତେବେଳେ ଆପଣ ଶ୍ରୀ କୃଷ୍ଣ ଙ୍କ ର ଘର ଯାହାକୁ ଏବେ ମନ୍ଦିର ବୋଲି କୁହାଯାଇଛି ସେହି ମନ୍ଦିର କୁ ଦର୍ଶନ କରିବେ। ଏହା ଭିତର କୁ ଯିବା ବେଳେ ଆପଣ ଙ୍କୁ ଏହିପରି ଲାଗିବ ଯେପରି ଆପଣ କୃଷ୍ଣ ଙ୍କ ର ସାବୁ ବାଲ୍ୟ ସମୟ କୁ ପୁଣି ଥରେ ଦେଖି ଦେଖି ଯାଉଛନ୍ତି ବୋଲି। ନିଶ୍ଚିତ ଭାବରେ ଏଠାକୁ ଯିବା ପରେ ଆପଣ ଙ୍କୁ ଶାନ୍ତି ପ୍ରାପ୍ତ ହେବ, ତେବେ ନିଶ୍ଚିତ ଭାବରେ ଆପଣ ଏହି ଭାଇରାଲ ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ଗୋକୁଳ ଦର୍ଶନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.