“ନାଟକ ଦେଖି ଭୋ ଭୋ ହୋଇ କାନ୍ଦିଲେ ଦର୍ଶକ” ଏମିତି Scene ଦେଖି ସହି ପାରିଲେନି ଦର୍ଶକ, ଆଉ ତା ପରେ କଣ ହେଲା… ଦେଖନ୍ତୁ Video
ବନ୍ଧୁଗଣ ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି।
ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ। ଏହା ସହ ଯାତ୍ରା କଳାକାର ମାନଙ୍କ ବିଷୟ ରେ ଜାଣିବାକୁ ମଧ୍ୟ ଭଲ ଲାଗେ।
ମାତ୍ର ଯାତ୍ରା କଳାକାର ମାନଙ୍କ ର ଅଭିନୟ ଏତେ ଜୀବନ୍ତ ଏବଂ ପ୍ରାକୃତିକ ହୋଇଥାଏ କି ଏହାକୁ ଦେଖିଲେ ଦର୍ଶକ ମାନେ ଭାବତ୍ମକ ହୋଇ ପଡ଼ନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସର୍ବ ପୁରାତନ ତଥା ଲୋକପ୍ରିୟ ଯାତ୍ରା ର ଏକ ସିନ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖି ଦର୍ଶକ ମାନଙ୍କ ଆଖିରେ ଲୁହ ଆସି ଯାଇଛି ଆଉ ସମସ୍ତେ କାନ୍ଦିଛନ୍ତି ।ଯାତ୍ରା ରେ ନିଜ ମା କୁ ଅନାଥ ଆଶ୍ରମ କୁ ଛାଡିବାକୁ ଆଣିଥିବା ପୁଅ ର ମନ କିଭଳି ପରିବର୍ତ୍ତନ ହୋଇ ଯାଇଛି ଆଉ ସେ ତାର ଭୁଲ ଭୁଝି ପାରିଛି ତାହା ବିଷୟ ରେ ଦେଖିବା କୁ ମିଳିଛି।
ତେବେ ଏହି ଯାତ୍ରା ର ନାମ ରହିଛି,”ଅଧା ରାତ୍ରି ର ସାଥି” ଯେଉଁ ଥିରେ ପୁଅ ଟିଏ ମା ର ଅଧା ରାତ୍ରି ର ସାଥି ହୋଇଛି। ତେବେ ଯାତ୍ରା ର ଏହି ସିନ ରେ ଦେଖା ଯାଇଛି କି, ଗୋଟିଏ ପୁଅ ତାର ମା ରୋଗୀନା ହୋଇଯିବା ପରେ ତାକୁ ସାଙ୍ଗ ରେ ଅଧା ରାତି ରେ ଘରୁ ନେଇକି ଆସିଛି ଏବଂ ତାକୁ ଏକ ଅନାଥ ଆଶ୍ରମ ରେ ଛାଡି ଦେବାକୁ ଆସିଛି। ମାତ୍ର ଅନାଥ ଆଶ୍ରମ ରେ ପହଁଚିବା ପରେ ସେହି ଅନାଥ ଆଶ୍ରମ ରେ ଥିବା ଲୋକ ଜଣଙ୍କ ସେହି ପୁଅ କୁ ବୁଝେଇଛନ୍ତି ମା କଣ ଓ ମା ର ମମତା କଣ ବୋଲି।
ତେବେ ମା ତାର ଦୁଖଃ କହିବା ପରେ ପୁଅ ଟି ମଧ୍ୟ ତାର ଭୁଲ ବୁଝି ପାରିଛି ଏବଂ ନିଜ ସହ ତାର ରୋଗୀନା ମା କୁ ନେଇଯିବା କୁ ମନସ୍ତ କରିଛି।ଆଉ ମା ର ଗୋଡ଼ ଧରି ତାକୁ କ୍ଷମା ମାଗୁଛି ଏବଂ କାନ୍ଦି କାନ୍ଦି କହିଛି ମା ମୁଁ ତ ଅଧା ରାତ୍ରି ର ସାଥି ହେବି। ଆଉ ତା ପରେ ମା କୁ କାନ୍ଧରେ ପକାଇ ନିଜ ସହ ନେଇ ଆସିଛି। ତେବେ ଏହି ସିନ ଟିକୁ ଦେଖିବା ପରେ ଲୋକେ ପ୍ରଥମେ ଭାବ ବିହ୍ଵଳ ହୋଇ କାନ୍ଦି ପକେଇ ଛନ୍ତି ମାତ୍ର ପରେ କର ତାଳି ଦେଇଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ସିନ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।