ବନ୍ଧୁମାନେ ଆମକୁ ଜୀବନରେ ଭିତରେ ଅନେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ।ତେବେ ସେହି ନୀତିନିୟମ ଆମ ଜୀବନ କୁ ଠିକ ଭାବରେ ପରିଚାଳିତ କରିବା ସହିତ ଆମକୁ ଠିକ ଓ ଭୁଲ ମାର୍ଗ ବି ଦେଖାଇ ଦେଇଥାଏ ।ତେବେ ଆମେ ଆଜି ଆପଣଂକୁ କିଛି ସେମିତି ଏକ ନୀତିବାଣୀ ବିଷୟରେ କହିବୁ ଯାହା ମାନିଲେ ଆପଣ ନିଜ ଜୀବନକୁ ଆହୁରି ଭଲରେ ବିତେଇ ପାରିବେ ।ତେବେ ଆପଣ ସମସ୍ତେ ଜାଣିଛନ୍ତି ନାରୀ ମାନଙ୍କ ର ପିରିୟଡ଼ ସମୟରେ ତାଙ୍କୁ ପୂଜା କାମ ଓ ମନ୍ଦିର ଆଦି ଯିବା ମନାଥାଏ ତେବେ କାହିଁକି, ଏଥିରେ କୋଉ ଅଶୁଭ ହେଇଥାଏ !
ତେବେ ଆପଣ ସମସ୍ତେ ମନ୍ଦିର ଯାଆନ୍ତି କିନ୍ତୁ ମନ୍ଦିର ଗଲେ କୋଉ ସବୁ ଶୁଭ ହେଇଥାଏ ଆସନ୍ତୁ ସେ ବିଷୟରେ ଜାଣିବା ଆଉ ନାରୀ ଙ୍କର ପିରିୟଡ଼ ବେଳେ ମନ୍ଦିର ଗଲେ କଣ ଅଶୁଭ ହୁଏ ତାହା ବି ଜାଣିବା….
-ମନେ ରଖନ୍ତୁ ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକ ଦିନ ମନ୍ଦିର ଯାଆନ୍ତି ତେବେ ସେହି ବ୍ୟକ୍ତି ହତ୍ୟା,ଆତ୍ମହତ୍ୟା, ଦୁର୍ଘଟଣା ପରି ଆକସ୍ମିକ ବିପଦ ରୁ ଦୁରେଇ ରହିଥାନ୍ତି ।
-ନୀତିଦିନ ମନ୍ଦିର ଯାଉଥିବା ବ୍ୟକ୍ତି ମାନଙ୍କ ପାଖରେ ସବୁବେଳେ ଭଗବାନ ରହିଥାନ୍ତି ତେଣୁ ଏମବେ କେବେ ବହୁତ ପ୍ରେତ ଆଦି କୁ ଡରି ନଥାନ୍ତି ।
-ଏସବୁ ବ୍ୟତୀତ ଯେଉଁ ବ୍ୟକ୍ତି ମନ୍ଦିର ସବୁଦିନ ଯିବା ସହିତ ଭଗବାନ ଙ୍କୁ ମନରେ ଚିନ୍ତା କରିଥାନ୍ତି ସବୁବେଳେ ସେମାନଙ୍କ ଜୀବନରେ କେବେ ଋଣ କରଜ ଆଦିର ସମସ୍ୟା ରହିନଥାଏ ।ଆଉ ଯେଉଁ ମାନଙ୍କ ଜୀବନରେ ଅଭାବ ଥାଏ ସେମାନେ ପ୍ରତିଦିନ ମନ୍ଦିର ଗଲେ ତାଙ୍କର ଅଭାବ ଦୂର ହେଇଯିବ ।
-ଜୀବନରେ ବିନା କାରଣରେ ମାନସିକ ଚିନ୍ତା ଓ ଅଶାନ୍ତି ଲାଗି ରହୁଥିଲେ ମନ୍ଦିର ନୀତିଦିନ ଯାଆନ୍ତୁ ଦେଖିବେ ସବୁକିଛି ଦୂର ହେଇଯିବ ।ଆଉ ମନରେ ଅଯଥା ଅଧିକ କ୍ରୋଧ ଆସୁଥିଲେ ତାହା ମଧ୍ୟ ଦୁରେଇ ହେଇଯାଏ ।
-ଯଦି ଆପଣ କୌଣସି ପୁରୁଣା ମନ୍ଦିର କୁ ଯାଇ ପୂଜା କରୁଛନ୍ତି ତେବେ ଆପଣଙ୍କ ଶରୀରେ ଶକ୍ତି ଜାତ ହେଇଥାଏ ଓ ମନ୍ଦିରରେ ସାସ୍ତ୍ରାଙ୍ଗ ପନାମ ହେଲେ ପଞ୍ଚ ଭୁତ ଆପଣଙ୍କ ସପକ୍ଷରେ ରହିଥାନ୍ତି ।
-ମନ୍ଦିର ଯିବା ପୂର୍ବରୁ ଆପଣଙ୍କ ଠିକ ଭାବରେ ଶୁଦ୍ଧ ହେଇ ଯାଆନ୍ତୁ ଆଉ ମନ୍ଦିରରେ ପୂଜା କରି ତିଳକ ଲଗାନ୍ତୁ ଯାହା କଲେ ଆପଣଂକୁ ଶାନ୍ତି ଅନୁଭୂତି ହେଇଥାଏ ।
-ମନ୍ଦିରରେ ଘଂଟିର ଶବ୍ଦ ଶୁଣିବା ଦ୍ୱାରା ଆର୍ଥିକ ଶାନ୍ତି ମିଳିଥାଏ ଓ ମନ ପବିତ୍ର ରହିଥାଏ ।
-ତେବେ ମନେ ରଖନ୍ତୁ ମନ୍ଦିରର କେବେ ମୂର୍ତ୍ତି କୁ ଛୁଇଁବେ ନାହିଁ,ଆଉ ମନ୍ଦିରର କୁ ଦିନ 12ଟା ରୁ 4ଟା ଭିତରେ ଯିବା ଉଚିତ ନୁହେଁ ।
-ମନ୍ଦିର କୁ କେବେ ଅପବିତ୍ର ହେଇ ଜନ୍ତୁ ନାହିଁ ଆଉ ମନ୍ଦିର ଭିତରେ କେବେ ଖରାପ କଥା କୁହନ୍ତୁ ନାହିଁ ।
-ତେବେ ନାରୀ ମାନଙ୍କୁ ପିଡ଼ିୟଡ଼ ସମୟରେ ମନ୍ଦିର ଯିବାର ସୁଯୋଗ ମିଳୁଥିଲେ ତାହା ଭଗବାନ ଙ୍କ ସଙ୍କେତ ଅଟେ ତେଣୁ ଆପଣ ମନ୍ଦିର ଯାଇପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।