Daily news update , Real odisha local news

NEW TWIST –  ସାମନ୍ନାକୁ ଆସିଲା ସତ୍ୟତା ହ୍ୟୁମାନ  ସାଗର ଗାଇଥିବା ଗୀତ “ଜାନୁ ତୁମେ  ଚମକୁଛ” ଏହି  ଝିଅ ପାଇଁ ଗାଇଥିଲେ ଦେଖନ୍ତୁ VIDEO କେମିତି ଥିଲା

0 3,546

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଲିଉଡ ର ସୁପର ଷ୍ଟାର ଗାୟକ ହ୍ୟୁମାନ ସାଗର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି। ତେବେ , ହ୍ୟୁମାନ ସାଗର ପତ୍ନୀ ଓ ତାଙ୍କର କୁନି ଝିଅ ସହ କଟକ ରେ ରୁହନ୍ତି।

ତେବେ ପତ୍ନୀ କହିଛନ୍ତି କି ହ୍ୟୁମାନ ସାଗର ତାଙ୍କୁ ଓ ଝିଅ କୁ ଭଲ ପାଆନ୍ତି ନାହିଁ ଏବଂ ପ୍ରାୟ ଗୀତ ଗାଇ ଫେରିବା ପରେ ସେ ମଦ୍ୟପାନ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ତାଙ୍କୁ ସେ ବହୁତ ମାର ପିଟ କରନ୍ତି ଯାହାକୁ ନେଇ ବର୍ତ୍ତମାନ ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରୀୟା ଥାନା ରେ ଅଭିଯୋଗ କରିଛନ୍ତି।

ତେବେ ଏହାକୁ ନେଇ ବର୍ତ୍ତମାନ ଭୁବନେଶ୍ୱର ର ସମାଜସେବୀ ଦୀପ୍ତିରେଖା ନିଜର ମତ ଦେଇଛନ୍ତି , ତେବେ ସେ କହିଛନ୍ତି କି “ଆଜି କାଲି ଝିଅ ଙ୍କ ର ଗୋଟିଏ ଅଭ୍ୟାସ ହୋଇଗଲାଣି କି ଯଦି ସ୍ୱାମୀ କିମ୍ବା ବୟଫ୍ରେଣ୍ଡ ଟିକେ ସମୟ ନଦେଲେ ତାଙ୍କ ନାମ ରେ ଗୁଡାଏ ମିଛ କଥା କହି ତାଙ୍କ ନାମ ରେ ଥାନା ରେ ଅଭିଯୋଗ କରି ଡ୍ରାମା କରିବାର। ଶ୍ରୀୟା ନିଜେ ହ୍ୟୁମାନ ଙ୍କୁ ଭଲ ପାଇ ବିବାହ କରିଥିଲେ।ତେବେ ବିବାହ ପରେ ୮ ବର୍ଷ ହେଲା ସାଙ୍ଗ ରେ ରହୁଥିଲେ ଆଉ ତାଙ୍କର ଗୋଟିଏ ପୁଅ ଟିଏ ବି ଅଛି। ତେବେ ଏବେ କଣ ପାଇଁ ହ୍ୟୁମାନ ସେହିପରି କରିବେ।

ଶ୍ରୀୟା ର ବାପା କହିଛନ୍ତି କି ତାଙ୍କୁ ଅଧିକ ଯୌତୁକ କଥା ମାଗୁଛନ୍ତି , କିନ୍ତୁ ସମାଜ ସେବୀ କହିଛନ୍ତି କି ବିବାହ ବେଳେ ଆପଣ ତ ସବୁ କିଛି ତାଙ୍କୁ ଦେଇଥିଲେ ତେବେ ସେ କଣ ପାଇଁ ଏମିତି କରିବେ। ଆଉ ବର୍ତ୍ତମାନ ହ୍ୟୁମାନ ସାଗର ଜଣେ ଭଲ ସିଙ୍ଗର ଓ ତାଙ୍କର ଭଲ ଇନକମ ରହିଛି ସେ କାହିଁକି ଏହିପରି ଟଙ୍କା ପଇସା ମାଗିବେ। ତେବେ ସେ କହିଛନ୍ତି କି, ମୁଁ ଯାହା ସବୁ ନିୟୁଜ ରୁ ଦେଖିଲି ସେଇଥି ରେ ତାଙ୍କର ଶାଶୂ ଯେପରି କହିଛନ୍ତି ଆଉ କାନ୍ଦିଛନ୍ତି ତାଙ୍କୁ ଦେଖିଲେ ନିଶ୍ଚିତ ଜଣା ପଡୁଛି କି ସେ କିଛି ତ ସତ କହୁଛନ୍ତି।

ତେବେ ସମାଜ ସେବୀ କହିଛନ୍ତି କି , ଗୋଟିଏ ହାତ ରେ ତାଳି କେବେ ବି ବାଜେ ନାହିଁ ଦୁଇ ପକ୍ଷରୁ ନିଶ୍ଚିତ ଭୁଲ ଥିବ। ମାତ୍ର ଏବେ ବି ସମୟ ରହିଛି ଶ୍ରୀୟା ତୁମେ ହ୍ୟୁମାନ ଙ୍କୁ ଭଲ ପାଇ ବିବାହ କରିଥିଲ ତେଣୁ ତୁମେ ପୁଣି ଫେରି ଆସ ଏବଂ ସାଙ୍ଗ ରେ ବସି କଥା ହୁଅ ଆଉ ଏହି ଅସୁବିଧା ର ସମାଧାନ କରିନିଅ ।କାରଣ ଟିକିଏ ଭୁଲ ପାଇଁ ଦୁହିଁଙ୍କ ର ଜୀବନ ନଷ୍ଟ ହୋଇଯିବ ତେଣୁ ଏହିପରି କରନ୍ତୁ ନାହିଁ ସମସ୍ୟା ର ସମାଧାନ କରି ନେବା ଭଲ। ତେବେ ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.