Daily news update , Real odisha local news

ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବୁଢ଼ା ବରକୁ ନେଇ ମଜାକ ଉଡ଼େଇଲେ ରାଣୀ ପଣ୍ଡା! ତାପରେ ଶେଷରେ..

0 13,384

“ଝିଅ ର ତ ମୋଟା ଟଙ୍କା ଦରକାର, ରୂପ ଯୌବନ ରେ କଣ ଅଛି। ଟଙ୍କା ପାଇଁ ଝିଅ ବୁଢା ବର କୁ ବି ହସି ହସି ବାହା ହୋଇଯାଉଛନ୍ତି”।ବନ୍ଧୁଗଣ ଏହା ଆମେ କହୁ ନାହାନ୍ତି, ଏହା କହିଛନ୍ତି ଆମ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ତେବେ ରାଣୀ ପଣ୍ଡା ଏହା କେଉଁ ବିଷୟ କୁ ନେଇ କହିଛନ୍ତି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କାରଣ ଅଭିନେତ୍ରୀ ରାଣୀ ପଣ୍ଡା ଅଭିନେତ୍ରୀ ଲିପ୍ସା ଙ୍କ ର ବିବାହ କୁ ନେଇ ଏହିପରି କହିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି , କିଛି ଦିନ ତଳେ ଅଭିନେତ୍ରୀ ଲିପ୍ସା ତାଙ୍କର ବୟଫ୍ରେଣ୍ଡ ଆକାଶ ଙ୍କ ହାତ ଧରି ତାଙ୍କୁ ବିବାହ କରିଛନ୍ତି। ତେବେ ତାଙ୍କର ବିବାହ ବେଶ ଧୂମ ଧାମ ରେ ହୋଇଥିଲା ଯାହାର ଫୋଟ ଓ ଭିଡ଼ିଓ ମଧ୍ୟ ଆପଣ ମାନେ ଦେଖୀ ଥିବେ ନିଶ୍ଚିତ। ତେବେ କେହି କେହି ଲିପ୍ସା ଙ୍କ ର ବିବାହ କୁ ନେଇ ବେଶ ପ୍ରଶଂସା କରିଚନ୍ତି ତ କେହି କେହି ପୁଣି ତାଙ୍କ ବିବାହ କୁ ନେଇ ନିନ୍ଦା କରିଛନ୍ତି। ଆଉ ତା ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା।

ତେବେ ଆପଣ ମାନେ ଆମ ଅଭିନେତ୍ରୀ ତଥା ଚୁଲବୁଲି ସିରିଏଲ ଓ ଆଲବମ କୁଇନ ତଥା ସିନେମା ଅଭିନେତ୍ରୀ ଲିପ୍ସା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଜଣେ ପରିଚିତ ଓଡ଼ିଆ ଅଭିନେତ୍ରୀ ଅଟନ୍ତି ସେ ଉଭୟ ସିରିଏଲ, ସିନେମା ଏବଂ କେତେକ ଆଲବମ ରେ ଧମାକାଦାର ଅଭିନୟ କରି ଲୋକ ଙ୍କୁ ନିଜର କରିବାରେ ସଫଳ ହୋଇଛନ୍ତି। ତେବେ ବର୍ତ୍ତମାନ ର ଯାହା ସୂଚନା ରହିଛି କି ଲିପ୍ସା ଙ୍କ ର ବିବାହ ତାଙ୍କର ବୟଫ୍ରେଣ୍ଡ ଆକାଶ ଙ୍କ ସହିତ ହୋଇ ସାରିଛି। ତେବେ ଉଭୟ ପରସ୍ପର କୁ ବହୁତ ଦିନ ହେବ ପ୍ରେମ କରି ଅସୁଥିଲେ ଆଉ ବର୍ତ୍ତମାନ ବିବାହ କରିବା ପାଇଁ ଯାଉଛନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ବର୍ତ୍ତମାନ ଲୋକେ ତାଙ୍କୁ ତାଙ୍କର ଆଗାମୀ ବୌବହିକ ଜୀବନ ପାଇଁ ସୁବେଛା ଓ ଶୁଭ କାମାନା ଜଣେଇଛନ୍ତି।ତେବେ କେହି କେହି କିନ୍ତୁ ଲିପ୍ସା ଟଙ୍କା ପାଇଁ ବୁଢା ବର କୁ ବିବାହ କରିଛନ୍ତି ବୋଲି କହିଛନ୍ତି। ତେବେ ରାଣୀ ପଣ୍ଡା ମଧ୍ୟ କହିଛନ୍ତି କି, ଝିଅ ର କେବଳ ମୋଟା ଦରକାର ଆଉ ମୋଟା ଟଙ୍କା ଥିବା ଦରକାର। ଟଙ୍କା ଥିଲେ ବୁଢା କୁ ବି ଏମାନେ ବାହା ହୋଇଯିବେ। ତେବେ ରାଣୀ ପଣ୍ଡା ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି, କିନ୍ତୁ କଣ ସତରେ ଲିପ୍ସା ଟଙ୍କା ପାଇଁ ଆକାଶ ଙ୍କୁ ବିବାହ କୃଚ୍ଣ ସେ ନେଇ ପ୍ରଶ୍ନ ଉଠୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.