Exclusive:”ନବଦାସଙ୍କ ପାଖକୁ ଚାକିରୀ ପାଇଁ ଯାଉଥିଲା ଗୋପାଳଙ୍କ ଝିଆରୀ ..ଆଉ ଗୋପାଳକୁ ଚାପୁଡ଼ା ମାରିଥିଲେ ନବ “Gopal ଶେଷରେ
ଦେଖୁ ଦେଖୁ ଅନେକ ଦିନ ବିତିଗଲାଣି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ, କିନ୍ତୁ ଆଜି ଯାଏ ଜଣା ପଡିଲା ନାହିଁ କେଉଁ କାରଣ ରୁ ASI ଗୋପାଳ ଦାସ ମନ୍ତ୍ରୀ ଙ୍କୁ ହତ୍ୟା କରିଥିଲେ ବୋଲି। କିଏ କହୁଛି ଗୋପାଳ ପାଗଳ ଅଟନ୍ତି କିଏ କହୁଛି ବ୍ୟକ୍ତିଗତ ଶତ୍ରୁତା ନେଇ ହତ୍ୟା ହୋଇଛି ମାତ୍ର ବର୍ତ୍ତମାନ ଯାଏଁ କ୍ରାଇମବ୍ରାଞ୍ଚ ବି ହାତ କୁଣ୍ଢେଇକି ବସିଛି।
ତେବେ ଏହି ମଧ୍ୟରେ ଗୋପାଳ ଦାସ ଙ୍କ ର ଅତୀତ ଖୋଲିଛି ଗୁମର ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ମୃତ୍ୟୁ ବରଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ।ତେବେ ଏହି ଗୁଳି ମାଡ଼ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ର ମୃତ୍ୟୁ ହୋଇ ଥିଲା।ତେବେ ଏହା ପରେ ASI ଗୋପାଳ ଙ୍କୁ ଗିରଫ କରିଥିଲା ପୋଲିସ ଆଉ କଣ ରହିଛି ଏହା ପଛର କାରଣ ତାହା ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଥିଲା।
ତେବେ ଯାହା ଜଣାପଡିଛି କି, ପୂର୍ବରୁ ASI ଗୋପାଳ ନିଜ ଝିଆରୀ କୁ ଚାକିରୀ ଦେବା ପାଇଁ ମନ୍ତ୍ରୀ ନବ ଦାସ ଙ୍କ ପାଖକୁ ନେଇ ଯାଇଥିଲେ ଆଉ ତାଙ୍କୁ ଚାକିରୀ ଦେବା ପାଇଁ ଅନୁରୋଧ କରିଥିଲେ ।ମାତ୍ର ବାରମ୍ବାର ନେବା ସତ୍ତ୍ୱେ ବି ଗୋପାଳ ର ଝିଆରୀ କୁ ଚାକିରୀ ମିଳି ନଥିଲା, ଆଉ ଏହି ଘଟଣା କୁ ନେଇ ଗୋପାଳ ଙ୍କୁ ନବ ଦାସ ଚାପୁଡ଼ା ବି ମାରିଥିଲେ ।ତେବେ କୁହାଯାଉଛି କି ପୂର୍ବ ର ଏହି ରାଗ କୁ ଗୋପାଳ ମନରେ ରଖିଥିଲେ ଆଉ ସୁଯୋଗ ଦେଖି ସେ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରିଛନ୍ତି ।
ତେବେ ଏହି ଘଟଣା ବିଷୟରେ ବିରୋଧୀ ଦଳର ନେତା ନରସିଂହ କହିଥିବା ବେଳେ ମନ୍ତ୍ରୀ ନବ ଦାସ ଙ୍କ ଆଉ କିଛି ଗୁମର କଥା ଫିଟାଇ ଥିଲେ ।ଆଉ ଏହି କଥା ଗୁଡିକ ଶୁଣିବା ପରେ ବର୍ତ୍ତମାନ ପୁଣିଏକ ଆଶଙ୍କା ଘେର ରେ ପିଡ଼ି ଯାଇଛି ମନ୍ତ୍ରୀ ଙ୍କ ହତ୍ୟା ।ସବୁ ପରେ ବୁ ବର୍ତ୍ତମାନ ମୁଖ୍ୟ ଆଲୋଚନା ର ବିଷୟ ହେଉଛି କି କାହିଁକି ମନ୍ତ୍ରୀ ପାଖକୁ ଗୋପାଳ ର ଝିଆରୀ ବାରମ୍ବାର ଯାଉଥିଲେ ।ଚାକିରୀ କାରଣ ଥିଲା ନା ଏହା ପଛରେ ଆଉ କିଛି କଥା ଲୁଚି ରହିଛି ତାହା ଏବେ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।