Daily news update , Real odisha local news

ଇତିହାସ ରଚିଲେ ଅନୁଭବ, ଏଥର ବର୍ଷା ନୁହେଁ ନଜର ଆସିଲେ ସ୍ୱପ୍ନା ପ୍ରିୟଦର୍ଶିନୀ Share ହେଉଛି ଏହି ଭାଇରାଲ ଭିଡିଓ

0 4,250

ବନ୍ଧୁଗଣ ବର୍ତ୍ତମାନ ଓଡ଼ିଆ ସିନେମା ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କର ଫେନ ଓ ଦର୍ଶକ ମାନ ଙ୍କୁ ଦେଇଛନ୍ତି ଏକ ଖୁସି ଖବର। ତେବେ ଖୁବ ଶୀଘ୍ର ଅନୁଭବ ମହାନ୍ତି ଙ୍କ ର ଏକ ନୂଆ ଓଡ଼ିଆ ସିନେମା ଆସିବା କୁ ଯାଉଛି ଯାହାକୁ ନେଇ ଅନୁଭବ ନିଜେ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି।

ତେବେ ଆପଣ ମାନେ ଜାଣିଥିବେ କି ଅନୁଭବ ଙ୍କ ଜୀବନ ରେ ଅନେକ ଉଥାନ ପତନ ହୋଇଥିଲା ଏବଂ ତାଙ୍କର ବୈବାହିକ ଜୀବନ ର ସମସ୍ୟା କୁ ନେଇ ସେ ଖୁବ ଭାଙ୍ଗି ପଡ଼ିଥିଲେ ମଧ୍ୟ ।ମାତ୍ର ଏହିସବୁ ପରେ ପୁଣି ଥରେ ସେ ନିଜ ଦର୍ଶକ ମାନଙ୍କ ପାଖକୁ ଫେରି ଆସିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ନୂଆ ସିନେମା କୁ ନେଇ କଣ କହିଛନ୍ତି ସେ ।

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଲୋକପ୍ରିୟ ହିରୋ ଅନୁଭବ ମହାନ୍ତି ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଯାହାକି ତାଙ୍କର ନୂଆ ସିନେମା କୁ ନେଇ ସେ କହିଛନ୍ତି। ତେବେ ଏହି ଭିଡ଼ିଓ ରେ ଅନୁଭବ କହିଛନ୍ତି କି , ଏଥର ମୁଁ ପୁଣି ଥରେ ପ୍ରେମ କରୁଛି ଆଉ ମୋ ପ୍ରେମ ଏଠି ସେଠିର ନୁହେଁ ସିଧା ଯାଇ ପ୍ରେମ ହେଉଛି ଲଣ୍ଡନ ରେ। ତେବେ ଏହି ସିନେମା ଟି ଏକ ଭିନ୍ନ ପ୍ରେମ କାହାଣୀ କୁ ନେଇ ତିଆରି ହୋଇଛି ଏବଂ ଏହାର ତାପସ ସରଘରିଆ ଡାଇରେକ୍ଟ କରିଛନ୍ତି।

ତେବେ କିନ୍ତୁ ଏହି ସିନେମା ରେ ଆପଣ ମାନେ ଏକ ନୂଆ ଟୁଇଷ୍ଟ ଦେଖିବା ପାଇଁ ପାଇବେ ଯାହା କି ସିନେମା ଟିକୁ ଖୁବ ଆକର୍ଷିତ କରେଇଛି। ତେବେ କିନ୍ତୁ ଆମେ ଆପଣ ଙ୍କୁ କହି ଦେଉଛୁ କି ଏହି ସିନେମା ରେ ଆପଣ ଅନୁଭଵ ଙ୍କ ସହ ବର୍ଷା ଙ୍କୁ ନୁହେଁ ବରଂ ସ୍ୱପ୍ନା ପ୍ରିୟଦର୍ଶନୀ ଙ୍କୁ ହିରୋଇନ ଭାବ ରେ ଦେଖିବା କୁ ପାଇବେ। ତେବେ ଅନୁଭବ କହିଛନ୍ତି କି ସିନେମା ଟି ବିଷୟରେ ସେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଧୀରେ ଧୀରେ ସମସ୍ତ ଙ୍କୁ ଜଣେଇବେ ଆଉ ଆପଣ ମାନେ ମଧ୍ୟ ଅନୁଭବ ମହାନ୍ତି ଙ୍କ ର ଏହି ସିନେମା ଟିକୁ ଥରେ ନିଶ୍ଚିତ ଦେଖିବାକୁ ଯିବେ। ତେବେ ଅନୁଭବ ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.