Daily news update , Real odisha local news

ମାଆ ଠାରୁ ଜନ୍ମ ନିଏ କିନ୍ତୁ ମାଆ କୁ ଛୁଇଁଲେ ମରିଯାଏ… ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ,

0 344

ବନ୍ଧୁମାନେ ବହୁତ ସମୟରେ ଆପଣ ଙ୍କ ଘର ବାହାର ଲୋକ ମାନଙ୍କ ପାଖରୁ ଏମିତି କିଛି କଥା ଶୁଣିବାକୁ ପାଆନ୍ତି ଯାହାର ଉତ୍ତର ମିଳିବା ସହଜ ହେଇ ନଥାଏ ।ତେବେ ଏମିତି କଥା କୁ ଢଗ ଢମାଳି କୁହାଯାଏ, ଯାହାକୁ ଆମେ ନୀତିଦିନ ଅନେକ କଥାକୁ ବୁଝେଇବାକୁ ଯାଇ ବ୍ୟବହାର କରାଯାଏ ।ହେଲେ ଆଜିର ସମୟରେ ଏମିତି ଢଗ ଢମାଳି ଗୁଡିକୁ ଖୁବ କମ ବ୍ୟବହାର କରା ଯାଉଥିବାର ଦେଖିବାକୁ ମିଳୁଛି ।ସେଥିପାଇଁ ବର୍ତ୍ତମାନ ର ପିଲାମାନେ ଏମିତି ଢଗ ଢମାଳି ଗୁଡିକର ଉତ୍ତର ଦେବାକୁ ଯାଇ ହଇରାଣ ହେଉଛନ୍ତି ।

ତେବେ ଆମେ ଆଜି ଏମିତି କିଛି ଢଗ ଢମାଳି ଭରା ପ୍ରଶ୍ନ ଉତ୍ତର ବିଷୟରେ ଆପଣଂକୁ ଜଣାଇବୁ ଯାହାର ଉତ୍ତର ଖୁବ ସହଜ ।ହେଲେ ଆପଣ କେତେ ଜଲଦି ତାହାର ଉତ୍ତର ଜାଣି ପାରୁଛନ୍ତି ତାହା ଟେଷ୍ଟ କରିପାରିବେ ।ତେବେ ଆସନ୍ତୁ ସେହି ଢଗ ଢମାଳି ଗୁଡିକ ଜାଣିବା ।

1.ପ୍ରଶ୍ନ:-ତାହା କଣ ଯାହା ଗାଁ ରୁ ସହର ବୁଲୁଥାଏ, ହେଲେ ମନ୍ଦିର ଯିବାକୁ ଡରୁଥାଏ ।
ଉତ୍ତର:-ଚପଲ ।

2..ପ୍ରଶ୍ନ:-ମଣିଷ ସର୍ବ ପ୍ରଥମେ କେଉଁ ଫଳ ଖାଇଥିଲା ।
ଉତ୍ତର:-ଖଜୁରୀ ।

3.ପ୍ରଶ୍ନ:-ମଶା ର ଆୟୁଷ କେତେ ଦିନ ।
ଉତ୍ତର:-56 ଦିନ ।

4.ପ୍ରଶ୍ନ:-କେଉଁ ଦେଶରେ ଅଧିକ ଧନୀ ଲୋକ ଅଛନ୍ତି ।
ଉତ୍ତର:-ଲଣ୍ଡନ ।

5.ପ୍ରଶ୍ନ:-କେଉଁ ଫଳ ଖାଇଲେ ଦାନ୍ତ ପରିଷ୍କାର ହେଇଥାଏ ।
ଉତ୍ତର:-ଅମୃତଭଣ୍ଡା ।

6.ପ୍ରଶ୍ନ:-ଶରୀର ର କୋଉ ଅଙ୍ଗ ସବୁବେଳେ ଅଦା ହେଇ ରହେ ।
ଉତ୍ତର:-ଜିଭ ।

7.ପ୍ରଶ୍ନ:-ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ର ପିଛା ଛାଡ଼ି ନଥାଏ ।
ଉତ୍ତର:-ଆପଣଙ୍କ ର ଛାଇ ।

8.ପ୍ରଶ୍ନ:-ମୁଁ ସମୁଦ୍ର ରୁ ଜନ୍ମ ନିଏ ହେଲେ ଆପଣ ମାନଙ୍କ ଘରେ ରୁହେ, ମୁଁ କିଏ ।
ଉତ୍ତର:-ଲୁଣ ।

9.ପ୍ରଶ୍ନ:-କେଉଁ ରାଜ୍ୟରେ ଆଧା

ର କାର୍ଡ ବନା ଯାଏ ନାହିଁ ।
ଉତ୍ତର:-କାଶ୍ମୀର ।

10.ପ୍ରଶ୍ନ:-କେଉଁ ଦେଶର ଲୋକମାନେ ସାପ ଖାଇଥାନ୍ତି ।
ଉତ୍ତର:-ଚୀନ ।

11.ପ୍ରଶ୍ନ:-କେଉଁ ରାଜ୍ୟରେ କେବଳ ଦୁଇଟି ରାଜ୍ୟ ରହିଛି ।
ଉତ୍ତର:-ଗୋଆ ।

12.ପ୍ରଶ୍ନ:-ତାହା କଣ ଯିଏ ମାଆ ଠାରୁ ଜନ୍ମ ନିଏ କିନ୍ତୁ ମାଆ କୁ ଛୁଇଁଲେ ମରିଯାଏ ।
ଉତ୍ତର:- ଲୁଣ ।

ତେବେ ଆପଣ ମାନେ ଏହି ଢଗ ଢମାଳି ପ୍ରଶ୍ନ ଓ ଉତ୍ତର ଗୁଡିକ ଜାଣିବା ପରେ ଏବେ ବୁଝି ପାରୁଥିବେ କେତେ ସହଜ ଉତ୍ତର ଗୁଡିକର ପ୍ରଶ୍ନ କେତେ କଷ୍ଟ ହେଇଥାଏ ।ଆଉ ଏମିତି କିଛି ପ୍ରଶ୍ନ ଉତ୍ତର ଜାଣିବା ପରେ ଆପଣ ଆଗକୁ ଏମିତି ପ୍ରଶ୍ନ ଅର୍ଥ ଖୁବ ସହଜରେ ବୁଝି ତାହାର ଉତ୍ତର ଦେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.