Daily news update , Real odisha local news

Exclusive: ହେ ପ୍ରଭୁ ! ଇଏ କି ଦୃଶ୍ୟ…ଯୁବକ ଜଣଙ୍କ “Swing Pool” ରେ ବାଘ କୁ କରୁଥିଲେ Lip Kiss ହଠାତ୍ ବାଘ ରାଗିଯାଇ ଯାହା କଲା

0 81

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।

ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବନ୍ଧୁଗଣ ଆପଣ ମାନେ ଲୋକଙ୍କୁ ନିଜ ଘରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ତଥା କୁକୁର ,ମାଙ୍କଡ , ଶୁଆ , ବିଲେଇ ଆଦି ଙ୍କୁ ପାଳିତ କରି ରଖିଥିବା ର ଦେଖିଥିବେ। କିନ୍ତୁ କଣ ଆପଣ କେବେ ବି କୌଣସି ବ୍ୟକ୍ତି ଙ୍କୁ ନିଜ ଘରେ ଗୋଟିଏ ବୃହତ ଚିତାବାଘ କୁ ପାଳି ରଖିଥିବା ର। ତେବେ ଏହି ଭିଡ଼ିଓ ରେ ଆମେ ଆପଣ ଙ୍କୁ କିଛି ଏହିପରି ଦୃଶ୍ୟ ଦେଖାଇବା କୁ ଯାଉଛନ୍ତି।

ତେବେ ଏହି ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି ଯେ, ଜଣେ ବ୍ୟକ୍ତି ତାଙ୍କ ଘରେ ଏକ ଚିତାବାଘ କୁ ରଖିଛନ୍ତି ।ଆଉ ସେ ଯେତେବେଳେ ଗାଧେଇବା ପାଇଁ ସୁଇମିଙ୍ଗ ପୋଲ କୁ ଯାଉଛନ୍ତି ସେତେବେଳେ ସାଙ୍ଗରେ ଚିତା କୁ ବି ନେଇକି ଯାଉଛନ୍ତି। ଏହା ପରେ ଦେଖା ଯାଇଛି ଯେ , ଚିତା ଟି ତା ମାଲିକ ଗାଧୋଉ ଥିବା ସୁଇମିଙ୍ଗ ପୋଲ ଚାରିପଟେ ଚାଲୁଛି। ଆଉ ମଝିରେ ମଝିରେ ସେ ତାର ମାଲିକ ପାଖକୁ ଯାଇ ତାକୁ କିସ କରିକି ଆସୁଛି ।ତେବେ ସେହି ଦମ୍ପତି ନିଜ ସହ ଏହି ଚିତା ବାଘ କୁ ପାଳି ରଖିଛନ୍ତି ।

ତେବେ ଏହା ପରେ ଦେଖା ଯାଇଛି ଯେ , ଚିତା ଟି ଘର ର ବଗିଚା ରେ ବୁଲାବୁଲି କରୁଛି ଆଉ ତାକୁ ଡାକିବା ମାତ୍ରେ ସେ ଆସି ତାର ମାଲିକ ପାଖରେ ପହଁଚି ଯାଉଛି ଆଉ ମାଲିକ କୁ ଗେଲହ କରୁଛି , ତାଙ୍କ ପାଖରେ ଶୋଇ ପଡୁଛି ଆଦି। ତେବେ କିନ୍ତୁ ଯେତେବେଳେ ସେହି ଘର ର ମାଲିକାଣି ଗାଧେଇବା କୁ ଯାଉଛନ୍ତି ସେ ମଧ୍ୟ ଚିତା କୁ ଡାକୁଛନ୍ତି ମାତ୍ର ଚିତା ତାଙ୍କ ପାଖକୁ ଯାଉ ନାହିଁ। ସେ ତାର ମାଲିକ ପାଖରେ ରହୁଛି ।ତେବେ ଭିଡ଼ିଇ ଟି ଖୁବ ଆଶ୍ଚର୍ଯ୍ୟ ଚକିତ ତଥା ଅନନ୍ଦିୟ ରହିଛି ଯାହା କି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.