Daily news update , Real odisha local news

Exclusive:- ଓଡିଶାବାସୀ ଙ୍କୁ ନିଜ ଜୀବନ ପାଇଁ ସାହାର୍ଯ୍ୟ ମାଗିଲେ olywod star ପିଣ୍ଟୁ ନନ୍ଦ, ଦୟା କରି ମତେ ସାହାଯ୍ୟ କରନ୍ତୁ ..ଭିଡ଼ିଓ ଦେଖିଲେ ଆପଣ କାନ୍ଦି ପକାଇବେ… ଭିଡ଼ିଓ ଟିକୁ ଅଧିକ ରୁ ଅଧିକ ସେୟାର କରନ୍ତୁ Please

0 341

“ମୋତେ ଆପଣ ମାନେ ବହୁତ ଭଲ ପାଇବା ଦେଇଛନ୍ତି , ଆପଣ ଙ୍କ ପାଇଁ ମୁଁ ଆଜି ଏହି ସ୍ଥାନ ରେ ପହଁଚି ପାରିଛି ।ମାତ୍ର ବର୍ତ୍ତମାନ ମୋର ଦେହ ବହୁତ ଅସୁସ୍ଥ ଅଛି ଆଉ ମୋ ଚିକିତ୍ସା ପାଇଁ ଟଙ୍କା ସାଜିଛି ବାଧକ ଆପଣ ମାନେ ମୋତେ ଟିକେ ସାହାଯ୍ୟ କଲେ ମୁଁ ନିଶ୍ଚିତ ବଂଚି ପାରିବି”।ତେବେ ବନ୍ଧୁଗଣ ଏହା ଆମେ କହୁ ନାଁହୁ ଏହା କହିଛନ୍ତି ନିଜେ ଅଭିନେତା ପିଣ୍ଟୁ ନନ୍ଦ।

ତେବେ ମିଟୁ ମିଥୁନ ଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ , ଅଭିନେତା ପିଣ୍ଟୁ ନନ୍ଦ ନିଜେ ଲାଇଭ ଆସି ଦର୍ଶକ ଙ୍କୁ ସାହାଯ୍ୟ ମାଗିଛନ୍ତି। ଆଉ ଆଶା କରିଛନ୍ତି କି ଆପଣ ମାନଙ୍କ ସାହାଯ୍ୟ ରେ ସେ ନୂଆ ଜୀବନ ପାଇ ପାରିବେ ବୋଲି।

ତେବେ ବନ୍ଧୁଗଣ ବର୍ତ୍ତମାନ ଓଲିଉଡ ଇନ୍ଦ୍ରଷ୍ଟ୍ରି କୁ ପୁଣି ମାଡି ଆସିଛି ଏକ ସଙ୍କଟ , ତେବେ ସୂଚନା ଅନୁସାରେ ଓଲିଉଡ ର ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ସ୍ୱାସ୍ଥ୍ୟ ଖରାପ ହୋଇଛି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା କି ପିଣ୍ଟୁ ନନ୍ଦ ଙ୍କ ର ସ୍ୱାସ୍ଥ୍ୟବସ୍ଥା କୁ ଦେଖି ଭୁବନେଶ୍ୱର ର ଡାକ୍ତର କହିଛନ୍ତି କି ତାଙ୍କୁ ଦିଲ୍ଲୀ କୁ ନେବା ପାଇଁ। ଆଉ ବର୍ତ୍ତମାନ ତାଙ୍କର ଚିକିତ୍ସା ପାଇଁ ବାଧକ ସାଜିଛି ଟଙ୍କା। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟ ରେ ଜଣେଇବା କୁ ଯାଉଛୁ।

ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ , ସେ ଜଣେ ବରିଷ୍ଠ ଏବଂ ଓଡ଼ିଶା ର ଘରେ ଘରେ ପରିଚିତ ଅଭିନେତା ଅଟନ୍ତି। ତେବେ ସେ ତାଙ୍କର ଜବରଦସ୍ତ ଅଭିନୟ ମାଧ୍ୟମ ରେ ସମସ୍ତ ଙ୍କୁ ନିଜର କରି ପାରିଛନ୍ତି ଏବଂ ସେ ମଧ୍ୟ ନିଜ ଦମଦାର ଅଭିନୟ ସହ କମେଡି ଏବଂ ତାଙ୍କର ବ୍ୟବହାର ପାଇଁ ଘରେ ଘରେ ପରିଚିତ ଅଟନ୍ତି। ତେବେ କିଛି ଦିନ ତଳେ ତାଙ୍କୁ ଝିଲିକ ବାନାର୍ଜୀ ଙ୍କ ସିନେମା ରୁଦ୍ରଣୀ ରେ ଦେଖିବା କୁ ମିଳିଥିଲା।

ମାତ୍ର ବର୍ତ୍ତମାନ ଯାହା ସୂଚନା ଆସିଛି କି , ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଗୁରୁତ୍ୱ ର ଅବସ୍ଥାରେ ଭୁବନେଶ୍ୱର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା। ତେବେ ଯାହା ଜଣା ପଡ଼ିଛି କି ଅଭିନେତା ପିଣ୍ଟୁ ନନ୍ଦ ଲିଭର ରୋଗ ରେ ପୀଡିତ ଅଟନ୍ତି ତେବେ ତାଙ୍କର ଲିଭର ଠିକ ଭାବରେ କାମ କରୁ ନାହିଁ ଏବଂ ତାଙ୍କର ଚିକିତ୍ସା ଭୁବନେଶ୍ୱର ରେ ହେବା ସମ୍ଭବ ନୁହେଁ। ତେଣୁ ଭୁବନେଶ୍ୱର ର ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ କୁ ପଠାଇବା କୁ ପରାମର୍ଶ ଦେଇଛନ୍ତି। ତେବେ ତାଙ୍କର ଚିକିତ୍ସା ରେ ଅଧା କୋଟି ଟଙ୍କା ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି।

ତେବେ ବର୍ତ୍ତମାନ ତାଙ୍କର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।ତେବେ ଏହାକୁ ନେଇ ପିଣ୍ଟୁ ନନ୍ଦ ନିଜେ ରେ ଲାଇଭ ଆସି ନିଜ ସ୍ୱାସ୍ଥ୍ୟବସ୍ଥା ବିଷୟ ରେ ଜଣେଇ ଥିଲେ ଏବଂ କିଛି ଟଙ୍କା ସାହାଯ୍ୟ ମାଗିଥିଲେ। ତେବେ ଏହା ପରେ ଲୋକେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ତେବେ ଆପଣ ମଧ୍ୟ ତାଙ୍କୁ ସାହାଯ୍ୟ ନିଶ୍ଚିତ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.