Daily news update , Real odisha local news

Exclusive: ଶେଷରେ ଏହି ହିରୋ ଙ୍କୁ ବିବାହ ବନ୍ଧନ ରେ ବାନ୍ଧି ହେଲେ ପ୍ରକୃତି ମିଶ୍ର ? କନିଆ ବେଶରେ ଭାଇରାଲ ହେଲା ଫଟୋ, ଫ୍ୟାନ୍ସ ଜଣେଇଲେ ଶୁଭେଶ୍ଚା…

0 755

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି।

ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ଯାହା ସୂଚନା ରହିଛି କି, ବଲିଉଡ ର ଷ୍ଟାଇଲିସ୍ୱ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି, ଯେଉଁ ଥିରେ ପ୍ରକୃତି ଙ୍କୁ କନ୍ୟା ବେଶ ରେ ଦେଖିବା କୁ ମିଳିଛି ଏବଂ ବିବାହ କରୁଥିବା ର ଦେଖିବାକୁ ମିଳିଛି, ତଥା ସେ ବିବାହ ବନ୍ଧନ ରେ ବନ୍ଧି ହୋଇଛନ୍ତି ବୋଲି କୁହାଯାଇଛି। ତେବେ ଆପଣ ମାନେ ଜାଣିଥିବେ କି ପ୍ରକୃତି ମିଶ୍ର ଆମ ଓଲିଉଡ ର ଜଣେ ପରିଚିତ ଅଭିନେତ୍ରୀ ଅଟନ୍ତି ମାତ୍ର ସେ ମୁମ୍ବାଇ ରେ ରହୁନ୍ତି କିନ୍ତୁ ବର୍ତ୍ତମାନ ସେ ଓଡ଼ିଶା ରେ ଥିବା ସୂଚନା ରହିଛି। ତେବେ ବର୍ତ୍ତମାନ ତାଙ୍କର ଏକ ନୂଆ ସିନେମା ମଧ୍ୟ ଆସିବାକୁ ଯାଉଛି।

ତେବେ ଆପଣ ମାନେ ଜାଣିଛନ୍ତି ଯେ, ପ୍ରକୃତି ମିଶ୍ର ଆମ ସଙ୍ଗୀତକାର ମନ୍ମଥ ମିଶ୍ର ଙ୍କ ର ଗେହ୍ଲା କନ୍ୟା ଅଟନ୍ତି ଏବଂ ସେ ପ୍ରାୟ ୪ ବର୍ଷ ବୟସ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ସେ ପ୍ରଥମେ ଜଣେ କୁନି କଳାକାର ଭାବରେ ନଜର ରେ ଆସିଥିଲେ ଏବଂ ପରେ ଓଲିଉଡ ସିନେମା ଜଗତ କୁ ବେଶ ସୁପର ହିଟ ସିନେମା ସବୁ ଦେଇଛନ୍ତି। ତେବେ ଏହା ଛଡା ସେ ବଲିଉଡ ରେ ମଧ୍ୟ କେତେକ ସିରିଏଲ ଓ ସିନେମା ରେ କାମ କରିଥିବା ଆପଣ ମାନେ ଜାଣିଥିବେ। ତେବେ କିଛି ଦିନ ତଳେ ସେ ଅଭିନେତା ବାବୁସାନ ମହାନ୍ତି କୁ ନେଇ ବହୁତ ବିବାଦ ରେ ଥିଲେ ।

ତେବେ ବର୍ତ୍ତମାନ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି ସେ ଅଭିନେତ୍ରୀ ପ୍ରକୃତି ମିଶ୍ର କନ୍ୟା ବେଶ ରେ ସଜେଇ ହୋଇଛନ୍ତି। ଆଉ ସେ ଲାଲ ରଙ୍ଗ ର କନ୍ୟା ବେଶ ର ପୋଷାକ ପିନ୍ଧିଛନ୍ତି ଆଉ ବାହା ହେବାକୁ ଯାଉଛନ୍ତି ଏବଂ ପରେ ବିବାହ ମଣ୍ଡପ ରେ ବର ଙ୍କ ବସି ବିବାହ ମଧ୍ୟ କରୁଛନ୍ତି ଯାହା ଭିଡ଼ିଓ ରେ ଦେଖା ଯାଇଛି। ତେବେ କିନ୍ତୁ ଆମେ ଆପଣ ଙ୍କୁ ସ୍ପଷ୍ଟ କରି ଦେଉଛୁ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ପ୍ରକୃତି ଙ୍କ ର ବିବାହ ବେଶ ତାଙ୍କ ର ଗୋଟିଏ ସିରିଏଲ ର ସିନ ଅଟେ ।ସେ ବିବାହ କରି ନାହାନ୍ତି , ତେବେ କିନ୍ତୁ ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.