Daily news update , Real odisha local news

Special Tips – ରସୁଣର ୧ ପାଖୁଡା ରାତିରେ ଚୁପଚାପ ଖାଇଦିଅନ୍ତୁ, ତା’ପରେ ଯାହାହେବ ଆପଣ କେବେ ଭାବିନଥିବେ…T

0 784

ବନ୍ଧୁମାନେ ବର୍ତ୍ତମାନ ଛୋଟ ବୟସରୁ ସମସ୍ତଙ୍କ ପାଖରେ ଅନେକ ରୋଗ ଦେଖା ଯାଉଛି ।ଆଉସେହି ସମୟରୁ ଆମେ ମେଡ଼ିସିନ ସହିତ ଯୋଡି ହେଇ ଯାଉଛୁ ।କିନ୍ତୁ ଧୀରେ ଧୀରେ ସେହି ମେଡ଼ିସିନ ଆଉ କାମ କରିବା ପରିବର୍ତେ ତାର ସାଇଡ଼ ଇଫେକ୍ଟ ଦେଖାଇବା ଆରମ୍ଭ କରିଦିଏ ।

ଏହା ବ୍ୟତୀତ ଆପଣ ଦେଖିଥିବେ ଆଜି ସମସ୍ତଙ୍କ ଶରୀରରେ ରୋଗ ଭର୍ତି ହେଇ ରହିଛି ।ତେବେ ଏମିତି କଣ ଯାହା ଖୁବ ସହଜରେ କିଛି ରୋଗ ଭଲ କରିବା ସହିତ କେମିତି କିଛି ସାଇଡ଼ ଇଫେକ୍ଟ ନରହିବ ।ତେବେ ଏହାର ସମାଧାନ ଆପଣଙ୍କ ରୋଷେଇ ଘରେ ଅଛି, ଆଉ ସେହି ରୋଷେଇ ଘରୁ ଆମେ ଆଜି ରସୁଣ ର ଚମତ୍କାର ଗୁଣ ବିଷୟରେ ଜଣାଇବୁ ।

ତେବେ ଆପଣ ସାଧାରଣ ରସୁଣ ତରକାରୀ ରେ ଖାଉଛନ୍ତି ତେବେ ଜାଣି ଆଶ୍ଚର୍ୟ୍ଯ ହେବେ କି ଗୋଟିଏ ପାଖୁଡା ରସୁଣ ଆପଣ ଯଦି ନୀତିଦିନ ରାତିରେ ଖାଉଛନ୍ତି ତେବେ ଏହା ଯେପରି ଯାଦୁ କରିବ ଆପଣ କେବେ କଳ୍ପନା କରି ନଥିବେ ।ତେବେ ଆସନ୍ତୁ ଜାଣିବା ରସୁଣ ର ଯାଦୁ ବିଷୟରେ ।

1.କଷ୍ଟ କାଠିନ୍ୟ ଦୂର କରିଥାଏ ।

-ତେବେ ଆପଣ ଯଦି କଷ୍ଟ କାଠିନ୍ୟ ସମସ୍ୟା ର ସମାଧାନ ଖୋଜୁଛନ୍ତି ତେବେ ଗୋଟିଏ ପାଖୁଡା ରସୁଣ ଆପଣ ରାତିରେ ଶୋଇବା ଆଗରୁ ଖାଇଦିଅନ୍ତୁ ।ଆଉ ସକାଳେ ଦେଖିବେ କେମିତି ଆପଣଙ୍କ ପେଟ ସଫା ହେଇଯିବା ସହିତ ଆପଣଙ୍କ କଷ୍ଟ କାଠିନ୍ୟ ଜନିତ ସମସ୍ୟା ବି ଦୂର ହେବ ।

2.ରକ୍ତ ସଂଚାଳନା କରିବାରେ ସାହାଯ୍ୟ କରିଥାଏ ।

-ରସୁଣ ସଂଚାଳନା କରିବାରେ ଏତେ ସାହାଯ୍ୟ କରିଥାଏ ଯାହା ବିଷୟରେ ଆପଣ କେବେ ଚିନ୍ତା କରି ନଥିବେ ।ତେବେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ ଯେଉଁଥିରେ ଅନେକ ଖରାପ ଜିନିଷ ବି ରହିଥାଏ ତେବେ ରସୁଣ ଖାଇକେ ସେହି ଖରାପ ଜିନିଷ ଖୁବ ସହଜରେ ବାହାର ହେଇଯାଏ ।ଆଉ ରକ୍ତ ସଞ୍ଚାଳନ କୁ ଠିକ କରିଥାଏ ।
3.ରସୁଣ ଖାଇଲେ ପରିସ୍ରା ରେ ଥିବା ସମସ୍ୟା ଦୂର ହେଇଥାଏ ଆଉ ସେତକି ନୁହେଁ ଅନେକ ଦ୍ୱାରା ସ୍ୱାସ୍ୟ ସମ୍ବନ୍ଧ୍ୟ ସମସ୍ୟା ଦୂର କରେ ।ତେବେ ରସୁଣ ଆପଣଙ୍କ ହାଡ଼ କୁ ମଜବୁତ କରିଥାଏ ।

4.ଆହୁରି ଯଦି ଆପଣଙ୍କ ଶୀର ଟାଣି ହୋଉଥାଏ ବା ଶରୀର କୌଣସି ଅଙ୍ଗ ରେ ଏହା ରେ କିଛି ଅସୁବିଧା ଦେଖା ଦେଉଛି ତାହାଲେ ଆପଣ ରସୁଣ ର ଗୋଟିଏ ପାଖୁଡା ନିହାନ୍ତି ବ୍ୟବହାର କରନ୍ତୁ ଦେଖିବେ ଏହି ସବୁ ସମସ୍ୟା ଦୂର ହେଇଯିବ ।ତେବେ ରସୁଣ ରେ ଅନେକ ପୋଷକ ତତ୍ୱ ରହିଛି ଯାହା ଶରୀରକୁ ସବୁବେଳେ ଏନେରଜେଟିକ ରହିଥାଏ ଆଉ ଦୁର୍ବଳ ହେବାକୁ ଦିଏ ନାହିଁ ।ତେବେ ଆପଣ ରଶୁଣ ଖାଉ ଣ୍ତଜିଓଏ ଏମିତି ଗୋଟିଏ ପାଖୁଡା ନିହାତି ଖାନ୍ତୁ ପ୍ରତିଦିନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.