Daily news update , Real odisha local news

ଦେଖନ୍ତୁ ଭିଡ଼ିଓ : ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ସ୍କୁଲ ଦିଦି ଙ୍କ ଭିଡ଼ିଓ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

0 4,441

ବନ୍ଧୁମାନେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ ।ତେବେ ବହୁତ ସମୟରେ ଛୋଟ ପିଲାଙ୍କୁ ନେଇ ବି ଅନେକ କୌତୁହଳ ଭିଡ଼ିଓ ଖୁବ୍ବ ମାହଲ ଜମେଇ ଥାଏ ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଚମକ ସୃଷ୍ଟି କରିଛି ସ୍କୁଲ ଦିଦିଙ୍କ ର ଡ୍ୟାନ୍ସ ଭିଡ଼ିଓ ।ଆଉ ସେତିକି ନୁହେଁ କ୍ଳାସ ରୁମ ଭିତରେ ଛାତ୍ର ଛାତ୍ରୀ ଙ୍କ ଭିତରେ ଦିଦିଙ୍କ ଡ୍ୟାନ୍ସ ମାହଲ ଖୁବ ଭଲ ତିଆରି କରିଛି ।ତେବେ ଏହି ଭିଡ଼ିଓ ଟିକୁ ଯିଏ ଦେଖୁଛି ସେ ଆଉ ନଜର ଉଠେଇ ପାରୁ ନାହିଁ ।

ତେବେ ସୋସିଆଲ ମେଡିଆ ଆମ ସମସ୍ତଙ୍କ ପାଇଁ ସମସ୍ତ ପ୍ରକାରର ମନୋରଞ୍ଜନ ର ଖୁରାକ ଯୋଗାଇ ଦିଏ ।ଆଉ ଏହି ସୋସିଆଲ ମେଡିଆ ବି ସମସ୍ତଙ୍କୁ ନିଜ ଟେଲେଣ୍ଟ ଦେଖାଇବାର ପ୍ଲାଟଫର୍ମ ବି ତିଆରି କରିଛି ।

ଏସବୁ ବ୍ୟତୀତ ଛୋଟ ରୁ ଛୋଟ ଘଟଣା ର ଖବର ସୋସିଆଲ ମେଡିଆ ଯୋଗୁ ଖୁବ ଜଲଦି ସମସ୍ତଙ୍କ ପାଖରେ ପହଁଚି ଯାଏ ।ତେବେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ଦିଦି ଙ୍କ ଡ୍ୟାନ୍ସ, ତେବେ ଡ଼କୁଳ ଶିକ୍ଷକ ଶିକ୍ଷୟତ୍ରୀ ମନେ ବହୁତ ସମୟରେ ଛାତ୍ରଛାତ୍ରୀ ଙ୍କୁ ପାଠ ଶିଖାଇବା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିଥାନ୍ତି ।ଆଉ ଏହା ଦ୍ଵାରା ପିଲାମନେ ଖୁବ ମନ ଲଗେଇ ପାଠ ପଡ଼ିଥାନ୍ତି ।

ତେବେ ବର୍ତ୍ତମାନ ଦେଖିବାକୁ ମିଳିଥିବା ଭିଡ଼ିଓ ରେ ଜଣେ ଦିଦି ସମ୍ବଲପୁରି ଗୀତରେ ଖୁବ ତାଳ ଲଗେଇ ଡ୍ୟାନ୍ସ କରୁଛନ୍ତି ।ଆଉ ସାଙ୍ଗରେ ପିଲା ମାନେ ବି ଦିଦିଙ୍କୁ ଦେଖି ଅଣ୍ଟା ହଲେଇ ଖୁବ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ଯାହା ଦେଖିବାକୁ ଭଲ ଲାଗୁଚି ।ତେବେ ସମ୍ବଲପୁରି ଗୀତର ତାଳରେ ସ୍କୁଲ ପରିସର ପୁରା ଜମି ଉଠୁଛି ଆଉ ଏହି ଦୃଶ୍ୟ ଯିଏ ଥରେ ଦେଖୁଛି ସେ ନଜର ହେଟେଇ ପାରୁ ନାହିଁ ।ତେବେ ଏମିତି ବହୁତ ଦିଦି ଓ ସାର ମାନେ ପିଲାଙ୍କୁ ପାଠ ଓ ଅନ୍ୟ କାର୍ଯ୍ୟ କଲାପରେ ସାମିଲ କରିବା ପାଇଁ ନିଜକୁ ଏକ ଭିନ୍ନ ରୂପରେ ସଜେଇ ଦିଅନ୍ତି ।

ତେବେ ଡ୍ୟାନ୍ସ ଏମିତି ଏକ କଳା ଯାହା ସମସ୍ତଙ୍କୁ ପସନ୍ଦ ଆସେ ଆଉ ପିଲା ମାନଙ୍କୁ ବି ଏମିତି ଖେଳ ଖେଳ ଓ ନାଚ ଗୀତ ମାଧ୍ୟମରେ ଯଦି ପାଠ ପଡା ଯାଏ ତେବେ ସେମାନେ ଖୁବ ମନ ଲଗେଇ ସବୁକିଛି ଶିଖି ପାରନ୍ତି ।ତେବେ ବର୍ତ୍ତମାନ ଶିକ୍ଷକ ମାନଙ୍କୁ ଟ୍ରେନିଂ ବି ଫିଆ ଯାଉଛି ପିଲାଙ୍କୁ କେମିତି ପାଠ ପଡ଼ାଇବେ ।ଆଉ ଏହି ଦିଦି ମଧ୍ୟ ଖୁବ ଭଲ ଭାବରେ ନାଚରେ ନାଚରେ ପିଲାଙ୍କୁ ନାଚ ସହିତ ପାଠ ଶିଖାଇ ପାରୁଛନ୍ତି ।ତେବେ ଏ ପର୍ଯ୍ୟନ୍ତ ଏହି ଭିଡ଼ିଓ କୁ ବହୁତ ଲୋକ ଦେଖି ସାରିଲେଣି ତେବେ ଆପଣ ଯଦି ଭିଡ଼ିଓ ଟିକୁ ଦେଖି ନାହାନ୍ତି ତେବେ ଜଲଦି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.