Daily news update , Real odisha local news

ଫେସବୁକରେ ଲେଖିଲେ ବୋଲି …. “ସୁଟକେଶ ଭିତରୁ ସ୍ୱାମୀର ମୃତ ଦେହ” ମିଳିବା ପରେ ମୁହଁ ଖୋଲିଲେ ସ୍ତ୍ରୀ

0 430

ବନ୍ଧୁମାନେ ସୋସିଆଲ ମେଡିଆ ସହିତ ଆଜି ଆମେ ସମସ୍ତେ ଖୁବ ଘନିଷ୍ଠ ।ଆଉ ଏହି ସୋସିଆଲ ମେଡିଆରେ ବି ବେଳେ ଏମିତି ଖବର ଦେଖିବାକୁ ମିଳିଥାଏ ଯାହାକୁ ସହଜରେ ବିଶ୍ୱାସ କରି ହୁଏନାହିଁ ।ତେବେ ଏହି ସୋସିଆଲ ମେଡିଆ ଯେ କାହାର ଜୀବନ ନେଇ ପାରେ ତାହା ଆପଣ ହୁଏତ ଖୁବ କମ ଦେଖିଥିବେ ।

ତେବେ ବର୍ତ୍ତମାନ ଏକ ଖବର ସୋସିଆଲ ମେଡିଆରେ ହିଁ ଘୁରି ବୁଲୁଛି ଯେଉଁଠି ଜଣେ ସ୍ତ୍ରୀ ସ୍ୱାମୀର ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ଏହି ସୋସିଆଲ ମେଡିଆ ପେଜକୁ ।ଆଉ କହିଛନ୍ତି ଫେସବୁକରେ ଲେଖାପାଇଁ ମୋ ସ୍ୱାମୀ ଙ୍କୁ ମାରିଦେଲେ, ତେବେ ତାହା କେମିତି ହେଲେ ଆସନ୍ତୁ ନଜର ପକାଇବା ।

ବର୍ତ୍ତମାନ ଦିନକୁ ଦିନ ଆମେ ଯେତିକି ଯେତିକି ଟେକ୍ନୋଲୋଜି ଓ ମର୍ଡନ ଦୁନିଆ ସହିତ ଆଗକୁ ମାଡି ଚାଲିସଗୁ ସେହି ହିସାବରେ ଦୁନିଆରେ କ୍ରାଇମ ର ମାତ୍ର ବି ବଡିବାରେ ଲାଗିଛି ।ତେବେ ସୋସିଆଲ ମେଡିଆ ପେଜ ରେ ବି ଆପଣ ଜାଣତରେ ବା ଅଜାଣତରେ ଅନେକ ଶତ୍ରୁ ବନେଇ ନିଅନ୍ତି ଆଉ ସେହି ଶତ୍ରୁ ଯେ କେତେ ଭୟଙ୍କର ତାହା ହୁଏତ ଆଜିର ଘଟଣା ରୁ ବୁଝି ପାରିବେ ।ତେବେ ଏଠାରେ ଜଣେ ବ୍ୟକ୍ତି ଫେସବୁକ ରେ କିଛି ଲେଖିବା ପରେ ତାଙ୍କର ମୃତଦେହ ସୁଟ ଭିତରୁ ଉଦ୍ଧାର ହେଇଚି ।

ତେବେ ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ଜଣେ ସ୍ତ୍ରୀ ନ8ଜ ସ୍ୱାମୀ ର ମୃତ୍ୟୁ ପାଇଁ ଖୁବ ଜୋର ରେ କାନ୍ଦୁଥିବା ସହିତ ଫେସବୁକରେ ଲେଖାପାଇଁ ମୋ ସ୍ୱାମୀ ଙ୍କୁ ମାରିଦେଲା ବୋଲି କହୁଛନ୍ତି ।ତେବେ ମୃତ ବ୍ୟକ୍ତି ଙ୍କ ସ୍ତ୍ରୀ ଙ୍କର କହିବା ଅନୁସାରେ ସେ ଭଲପାଇ ବିବାହ କରିଥିଲେ ଆଉ ତାଙ୍କ ସ୍ୱାମୀ କଣ ଲେଖାଲେଖି କରନ୍ତି ଫେସବୁକ ରେ ଯାହା ବିଷୟରେ ସେ ଜାଣି ନାହାନ୍ତି ।ଆଉ ଆଜି ସେହି ଲେଖା ପାଇଁ ତାଙ୍କର ହତ୍ୟା ହେଇଚି, ମୃତ୍ୟୁ ବ୍ୟକ୍ତି ଙ୍କର ଅନ୍ୟ ଜଣେ ସମ୍ପର୍କୀୟ କହିଛନ୍ତି କି ବ୍ୟକ୍ତି ଜଣକ ବାହାରେ ରହି କୋଉଠି କାମ କରୁଥିଲେ ।

ସମ୍ପର୍କୀୟ ଏହା ବି କହିଛନ୍ତି କି ମୃତ ବ୍ୟକ୍ତି କିଛିଦିନ ହେଲା ନିଖୋଜ ଥିଲେ ଆଉ ତାଙ୍କୁ ସମସ୍ତେ ଖୋଜାଖୋଜି କରୁଥିଲେ କିନ୍ତୁ ହଠାତ ତାଙ୍କୁ ଖବର ମିଳିଲା କି ସୁଟ କେଶ ଭିତରୁ ସେହି ବ୍ୟକ୍ତି ଙ୍କର ମୃତ ଦେହ ମିଳିଛି ।ତେବେ ବର୍ତ୍ତମାନ ଏହି ରହସ୍ୟ ଜନକ ମୃତ୍ୟୁ ପରେ ପୋଲିସ ଘଟଣା ସ୍ଥାନରେ ଅନୁସନ୍ଧାନ କରିବା ରହିଛି ଏହି ହତ୍ୟା ରେ କାହାର ହାତ ରହିଛି ନେନେଇ ଯାଞ୍ଚ କରୁଛନ୍ତି ।ତେବେ ସୋସିଆଲ ମେଡିଆ କୁ ନେଇ ଏମିତି ଏକ ହତ୍ୟା ଖବର ଶୁଣିବା ପରେ ସବୁଠି ଚଞ୍ଚଲ୍ୟ ସୃଷ୍ଟି କରିଛି ଆଉ ସମସ୍ତଙ୍କ ମନରେ ଭୟ ଦେଖିବାକୁ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.