Daily news update , Real odisha local news

ମହିଳାଙ୍କ ଦେହରେ ଲାଗିଲେ ମା’ ବନଦୁର୍ଗା, କହିଲେ ଡର ଯେତିକି ନ ଦେଖିଲେ ବିଶ୍ୱାସ କରିବେନି… ଦେଖନ୍ତୁ Video… ଦେଖନ୍ତୁ ଅଜବ ଦୃଶ୍ୟ

0 261

ଯଦିଓ ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଆଡ଼ଭାନ୍ସ ଯୁଗର ବସବାସ କରୁଛନ୍ତି ଏବଂ ଟେକ୍ନୋଲୋଜି ଆମ ଜୀବନ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ମାତ୍ର ଏବେବି ଆମେ ଆମର ଭଗବାନ ଙ୍କ ଉପରେ ବିଶ୍ୱାସ ରଖିଥାଉ ଆଉ କିଛି ବି ସମସ୍ୟା ରେ ପଡିଲେ ଆମେ ଭଗବାନ ଙ୍କୁ ପ୍ରାର୍ଥନା କରିଥାଉ।

ତେବେ ଆମେ ସମସ୍ତେ ବିଶ୍ୱାସ କରିଥାଉ କି, ଦେବୀ ମାନେ ପ୍ରତ୍ୟକ୍ଷ ଦେବୀ ହୋଇଥାନ୍ତି ଆଉ ସେମାନେ ଭକ୍ତ ଙ୍କ ଦେହ ରେ ମଧ୍ୟ ପ୍ରବେଶ କରି ଯାଇଥାନ୍ତି।ଏହିପରି ଆପଣ ଅନେକ ଭିଡ଼ିଓ ଦେଖିବାକୁ ପାଇଥିବେ ପୂର୍ବରୁ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ରେ ଯାହା ଦେଖା ଯାଇଛି ତାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ।ତେବେ ଯାହା ଦେଖା ଯାଇଛି କି , ପୁରୀ ନିମପଡା ର ମା ବନ ଦୁର୍ଗା ଜଣେ ଭକ୍ତ ଙ୍କ ଉପରେ ଵଶ କରିଛନ୍ତି ଏବଂ ହଠାତ ଉପରେ ଭକ୍ତ ଜଣଙ୍କ ଏହିପରି କିଛି କାମ କରୁଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା କଣ ହୋଇଥିଲା ସମ୍ପୂର୍ଣ୍ଣ ଘଟଣା ଟି।

ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି, ମା ବନ ଦୁର୍ଗା ଙ୍କ ପାଖରେ ପୂଜା ଚାଲିଛି ଏବଂ ମା ଙ୍କୁ ଦର୍ଶନ କରିବା ପାଇଁ ସେଠାରେ ହଜାର ହଜାର ଭକ୍ତ ଙ୍କ ର ଭିଡ ଲାଗିଛି ମଧ୍ୟ। ତେବେ ଜଣେ ମହିଳା ଆସି ମା ଙ୍କ ର ପୂଜାର୍ଚ୍ଚନା କରିଛନ୍ତି ଆଉ ତା ପରେ ଅନ୍ୟ ଜଣେ ମହିଳା ମା ଙ୍କ ରୁପ ରେ ନିଜକୁ ସଜେଇ ହୋଇ ବାହାର କୁ ଆସୁଛନ୍ତି ଆଉ ସେହି ମହିଳା ଜଣଙ୍କ ତାଙ୍କୁ କିଛି ଦେଉଛନ୍ତି ଯେଉଁଥିରେ ନିଆଁ ଲାଗିଛି। ଆଉ ସେହି ଦେବୀ ରୂପରେ ସଜେଇ ହୋଇଥିବା ଝିଅ ଟି ତାକୁ ପାଟିରେ ଲିଭେଇ ଦେଉଛି।


ତେବେ ଏହି ସବୁ ଚାଲିଥିବା ମଧ୍ୟରେ, ହଠାତ ଭକ୍ତ ଙ୍କ ମଧ୍ୟରେ ଛିଡା ହୋଇଥିବା ଜଣେ ମହିଳା ଭକ୍ତ କିଛି ଅଦ୍ଭୁତ ବ୍ୟବହାର ଦେଖାଇଛନ୍ତି। ତେବେ ଏହାକୁ ସମସ୍ତେ କହିଛନ୍ତି କି ମା ବନ ଦୁର୍ଗା ସେହି ମହିଳା ଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି ବୋଲି। ତେବେ ତା ପରେ ମା ପ୍ରବେଶ କରିଥିବା ମହିଳା ଙ୍କୁ ମା ଙ୍କ ଆଗକୁ ନେଇ ଯାଉଛନ୍ତି। ସେଠାରେ ମହିଳା ଜଣଙ୍କ ଉପରେ ଦେବୀ ରୂପରେ ସଜେଇ ବସିଥିବା ମହିଳା ବେତ ମାରିବା ପରେ ସେ ବେହୋସ ହୋଇ ଯାଉଛନ୍ତି। ତେବେ ପରେ ମହିଳା ଙ୍କୁ ପାଣି ପକେଇ ହୋସ କୁ ଅଣାଯାଉଛି। ତେବେ ଏହି ଘଟଣା ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.