Daily news update , Real odisha local news

Exclusive: ଟାଙ୍କିରୁ ମିଳିଲା ଗୋପାଳର 20 ଖଣ୍ଡ ଚିଠି …ଚିଠିରେ ନବ ଦାସଙ୍କ ହତ୍ୟାକୁ ନେଇ ବଡ଼ ଖୁଲାସା !Naba Das Gopal

0 254

ସମ୍ନାକୁ ଆସିଲା ଗୋପାଳ ର ହାତ ଲେଖା ଚିଠି, ଝାଡ଼ସୁଗୁଡା ଏଆରପୋର୍ଟ ଟଏଲେଟ ଭିତରୁ ବାହାରିଲା 20 ଖଣ୍ଡ ଚିଠି ।ଚିଠିରେ ରହିଛି ହତ୍ୟା ପଚର ସବୁ ସତ, ତେବେ ହଁ ବନ୍ଧୁମାନେ ନବ ଦାସ ଙ୍କର ମୃତ୍ୟୁ ପରେ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ଏହି କେଶ ।ପୋଲିସ ଅଧିକାରୀ ଗୋପାଳ କୁ ଗିରଫ କରିବା ପରେ ଜେରା ପରେ ଜେରା କରି ଚାଇଥିଲା ତଦନ୍ତକାରୀ ।ଆଉ କୌଣସି ପ୍ରକାର କିଛି ସୁରାକ ମିଳିବା ପରେ ସାମ୍ନା କୁ ଆସିଛି ଗୋପାଳ ର ହାତ ଲେଖା ଚିଠି ।ତେବେ ଏହି ଚିଠିରେ କଣ ଲେଖା ଅଛି ଆସନ୍ତୁ ଜାଣିବା ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଯାହାଙ୍କର ଉପରକୁ ପୋଲିସ ASI ଦ୍ୱାରା ଗୁଳିମାଡ଼ ହେବା ଏହା କୋଉ ଛୋଟ କଥା ନୁହେଁ ଓଡିଶା ପାଇଁ ।ତେବେ ଏହିପରି ଏକ ହତ୍ୟା ଯାହା ପଛରେ କଣ ଷଡ଼ଯନ୍ତ୍ର ହେଇଥିଲା ତାହାକୁ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ 5 ଦିନ ସମୟ ଦେଇଥିଲେ କ୍ରାଇମବ୍ରାଞ୍ଚ କୁ ।ସେଥିପାଇଁ ଖୁବ ଜୋରେ ସୋର ରେ କେଶ କୁ ଭିତରୁ ବୁଝି ସତ ବାହାର କରିବା ପାଇଁ ଜୀବନ ଲଗାଇ ଦେଇଛି କ୍ରାଇମବ୍ରାଞ୍ଚ ଟିମ ।ଆଉ ଗୋପାଳ କୁ ଜେରା କରିବା ପରେ କୋଣସୀ ମତେ କିଛି ସୁରାକ ପାଇଥିଲେ ତଦନ୍ତକାରୀ, ଯେଉଁଥି ପାଇଁ ଝାଡ଼ସୁଗୁଡା ଏଆରପୋର୍ଟ ର ପାଇଖାନା ଟାଙ୍କି ଖୋଲି ତା ଭିତରୁ ବାହାର କରିଥିଲେ ଗୋପାଳ ର ହାତ ଲେଖା ଚିଠି ।

ତେବେ କ୍ରାଇମବ୍ରାଞ୍ଚ ଟିମ ଟିକି ନିକି କରି ସବୁ ପ୍ରମାଣ ସଂଗ୍ରହ କରିବାକୁ ଲାଗିଥିବା ବେଳେ ସୁରାକ ପାଇଥିଲେ କି ଝାଡ଼ସୁଗୁଡା ର ପାଇଖାନା ଟାଙ୍କିରେ ଗୋପାଳର ହାତ ଲେଖା ଚିଠି ରହିଛି ।ଆସୁ ସେହି ଚିଠିରେ ହତ୍ୟା ପଚର ସବୁ ସତ ଲେଖା ଅଛି, ତେଣୁ ତଦନ୍ତକାରୀ ଜଲଦି ଟାଙ୍କି ଭିତୁ ଉଦ୍ଧାର କରିଥିଲେ ସେହି ଚିଠି କୁ ଯାହା 20 ଖଣ୍ଡ ରେ ଚିରା ଯାଇଥିଲା ।ହେଲେ ଚିଠିରେ ଉଭୟ ଇଂରାଜୀ ଓ ଓଡ଼ିଆ ରେ କିଛି ଲେଖା ରହିଛି ରହିଥିବା ବେଳେ ହେଣ୍ଡ ରାଇଟିଂ ଟିମ ଆସିଲେ ଏହି ଚିଠି କୁ ଟେଷ୍ଟ କରିବ ।ଯେଉଁଥିରୁ ଜଣା ପଡ଼ିବ ସେହି ଚିଠିରେ କଣ ଲେଖା ଅଛି ଆଉ ସତରେ ସେହି ଚିଠି କଣ ଗୋପାଳ ଲେଖିଛନ୍ତି ।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ପାଖରେ ଆଉ ମାତ୍ର 3 ଦିନ ସମୟ ରହିଛି ଯେଉଁ ସମୟ ଭିତରେ ତାଙ୍କୁ ସବୁକିଛି ସତ ସମ୍ନାକୁ ଆଣିବାର ଅଛି ।ସେଥିପାଇଁ ତ କ୍ରାଇମବ୍ରାଞ୍ଚ ଡିଜି ନିଜେ ସବୁ ଘଟଣା ସ୍ଥାନରେ ରହି ସବୁ କିଚିର ତନାଘନା କରୁଛନ୍ତି ।ତେବେ ବର୍ତ୍ତମାନ ମନ୍ତ୍ରୀ ହତ୍ୟା ମାମଲା ରେ ଚିଠି କଣ ଗୁମର ଖୋଲୁଛି ତାହାକୁ ଅପେକ୍ଷା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.