Breking News – ଆସିଲା ଦୁଃଖ ଖବର…ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଶୋଚନୀୟ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି….
ପୁଣି ଓଲିଉଡ ପାଇଁ ଆସିଲା ଦୁଃଖ ଖବର, ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଅବସ୍ଥା ସଙ୍କଟ ଭିତରେ ।ଲିଭର ସିରସିସ ରୋଗରେ ପୀଡିତ ହେଇଛନ୍ତି ପିଣ୍ଟୁ, ଆଉ ବର୍ତ୍ତମାନ ଚିକିତ୍ସା ପାଇଁ ଦରକାର ପୁରା ଅଧା କୋଟି ।ତେବେ ବନ୍ଧୁମାନେ କିଛିଦିନ ହେକ ଗୋଟିଏ ପରେ ଗୋଟିଏ ଦୁଃଖ ଖବର କୁ ସୋସିଆଲ ଉପରେ ଦେଖିବାକୁ ମିଳୁଛି ।
ଆଉ ଏହି ଖବର ଗୁଡିକ ସାଧାରଣ ଲୋକଙ୍କୁ ବହୁତ ଦୁଃଖ ଦେଉଛି, ତେବେ ଓଲିଉଡ ସିନେ ଅଭିନେତା ପିଣ୍ଟୁ ଙ୍କୁ ନେଇ ଏମିତି ଏକ ଖବର ମିଳିବା ଫେନ ମାନଙ୍କ ପାଇଁ ଚିନ୍ତା ଆଣି ଦେଇଛି ।
ଗତ କେବେ ବର୍ଷ ଧରି ଅଲିଉଡ଼ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ, ଆଲବମ ଓ ଧାରାବାହିକ ରେ କାମ କରି ଆସୁଛନ୍ତି ପିଣ୍ଟୁ ।ତାଙ୍କର ନିଛକ ଅଭିନୟ ପାଇଁ ଅନେକ ଲୋକ ତାଙ୍କୁ ଖୁବ ପସନ୍ଦ କରନ୍ତି ।ତେବେ ନିକଟରେ ଝିଲିକ ଙ୍କ ଫିଲ୍ମ ରୁଦ୍ରାଣୀ ରେ ପିଣ୍ଟୁ ନଜର ଆସିଥିଲେ ଆଉ ଖୁବ ଜଲଦି ତାଙ୍କର ନୂଆ ଫିଲ୍ମ ଦିଦି ନମ୍ୱର 1 ବି ରିଲିଜ ହେବାକୁ ଯାଉଛି ।ହେଲେ ତାଙ୍କୁ ନେଇ ଏବେ ଶୁଣିବାକୁ ମିଳିଥିବା କଥା ବିଶ୍ୱାସ ହେଉ ନାହିଁ ।ଲିଭର ରୋଗ ପାଇଁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତର ଚିକିତ୍ସା ପାଇଁ ତୁରନ୍ତ ଦିଲ୍ଲୀ ନେବାକୁ କହିଛନ୍ତି ।
ତେବେ ଜଣା ପଡିଛି କି ପିଣ୍ଟୁ ଙ୍କୁ ଲିଭର ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ ଆଉ ସେଠାରେ ଡାକ୍ତର କହିଥିଲେ କି ତାଙ୍କୁ ଲିଭର ସିରସିସ ନାମକ ଏକ ରୋଗ ହେଇଛି ।ଯାହାର ଚିକିତ୍ସା ଭୁବନେଶ୍ୱର ରେ ସମ୍ଭବ ନୁହେଁ ତେଣୁ ଜଲଦି ପିଣ୍ଟୁ ଙ୍କର ଚିକିତ୍ସା ପାଇଁ ତୁରନ୍ତ ଦିଲ୍ଲୀ ନେବାକୁ ପଡିବ ।ଆଉ ସେଠାରେ ହିଁ ଏହି ରୋଗ ର ଚିକିତ୍ସା ହେଇ ପାରିବ, ହେଲେ ଏପଟେ ଦିଲ୍ଲୀ ରେ ଚିକିତ୍ସା ପାଇଁ ପ୍ରାୟ ଅଧା କୋଟି ତ ଟଙ୍କା ଦରକାର ।ତେଣୁ ସମସ୍ୟା ହେଇଚି ଅର୍ଥ ପିଣ୍ଟୁ ଙ୍କ ପାଖରେ ଏତେ ଟଙ୍କା ନାହିଁ କି ସେ ଦିଲ୍ଲୀ ରେ ନିଜର ଚିକିତ୍ସା କରି ପାରିବେ ।
ଅନ୍ୟପଟେ ପିଣ୍ଟୁ ନେଇ ଏହି ଖବର ଶୁଣି ଖୁବ ଦୁଃଖୀ ଜଣା ପଡିଛନ୍ତି ତାଙ୍କ ଫେନ ଓ ଅନେକ ବ୍ୟକ୍ତି ପିଣ୍ଟୁ ଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଚେଷ୍ଟା କରୁଥିବା ବେଳେ ବହୁତ ଲୋକ ସାହାଯ୍ୟ ହାତ ବଡେଇ ଦେଲେଣି ।ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବି ନିଜର ପ୍ରିୟ ଅଭିନେତା ଙ୍କୁ ଭଲ ହେଇ ପୁଣି ଦେଖିବାକୁ ଚାହୁଁଥିଲେ ତୁରନ୍ତ କିଛି ଅର୍ଥ ର ସାହାଯ୍ୟ କରନ୍ତୁ ।ତେବେ ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା ଖୁବ ଜଲଦି ପିଣ୍ଟୁ ଭଲ ହେଇ ଦର୍ଶକ ଙ୍କ ମୁହଁରେ ହସ ଫୁଟାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।