ଚୋଟ ପିଲାଙ୍କ ସହିତ ଖେଳିବା ବା ବୁଲିବାକୁ କାହାକୁ ବା ଭଲ ନଲାଗିଥାଏ, ଛୋଟ ପିଲା ପିଲାଙ୍କୁ ଦେଖିଲା ମାତ୍ରେ ଆମ ମନରେ ଥିବା ସବୁ ଦୁଃଖ ହଜିଯାଏ ।ତେବେ ସେ ଜଣେ ସେଲିବ୍ରେଟି ହୁଅନ୍ତୁ କି ଜଣେ ସାଧାରଣ ମଣିଷ ସମସ୍ତେ ନିଜ ପିଲାଙ୍କ ସହିତ ଖୁବ ଭଲ ସମୟ ଅତିବାହିତ କରିଥାନ୍ତି ।
ତେବେ ନିକଟରେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ବି ଏମିତି କିଛି କ୍ବାଲିଟି ସମୟ ନିଜ ପୁଅ ସହିତ ବିତାଉ ଥିବାର ଦେଝିବାକୁ ମିଳିଛି ।ତେବେ ଭିଡ଼ିଓ ରେ ବାବୁସାନ କଣ କରୁଛନ୍ତି ତାଙ୍କ ପୁଅ ସହିତ ଆସନ୍ତୁ ଦେଖିବା ।
ତେବେ କଥାରେ କୁହାଯାଏ ଘରେ ଛୋଟ ପିଲାଟିଏ ଥିଲେ ସମସ୍ତଙ୍କ ମନ ଭଲ ରହିଥାଏ ।ପରିବାର ଭିତରେ ଯେତେ ମନମାଳିନ ଥିଲେ ସେ ସବୁ ଦୂର ହେଇଥାଏ ।ତେବେ ଆପଣ ତ ଜାଣିଛନ୍ତି ଅଲିଉଡ଼ ହିରୋ ବାବୁସାନ ମଧ୍ୟ ଜଣେ ବାପା ସ୍ଵାମୀ ସମ୍ପର୍କରେ ଯେତେ ଫାଟ ସୃଷ୍ଟି ହେଲେ ବି ସେ ନିଜ ପୁଅ କୁ ଖୁବ ଭଲ ପାଆନ୍ତି ।ସେଥିପାଇଁ ତ ନିଜ ପୁଅ ଗୁଆନ ଘରକୁ ଆସିବା ପରେ ପୁଅ ସହିତ କେମିତି ଖେଳୁଛନ୍ତି ଦେଖନ୍ତୁ ।ବାବୁସାନ କାନ୍ଦୁ ଥିବାର ଦେଖି ପୁଅ ବି ବାପା କୁ ଯାଇ ଗ୍ରଲ କରି ଦେଉଛି ।
ହଁ ବନ୍ଧୁମାନେ ଆପଣ ଏହି ଭିଡ଼ିଓ ରେ ଦେଖି ପାରୁଥିବେ ବାବୁସାନ ଘରେ ଅଛନ୍ତି, ପାଖରେ ତାଙ୍କ ମାଆ ଓ ପୁଅ ଅଛନ୍ତି ।ତେବେ ବାବୁସାନ ପୁଅ ପାଖକୁ ଯାଇ ମିଛି ମିଛିକା କାନ୍ଦିବାର ଅଭିନୟ କରୁଛନ୍ତି ଆଉ ଠିକ ସେତିକି ବେଳେ ଅପରାଜିତା ଗୁଆନ କହୁଛନ୍ତି ବାପା କାନ୍ଦୁଛି ଟିକେ ଗେଲ କରିଦେ ।ଆଉ ଜେଜେମା କଥା ଶୁଣି ଗୁଆନ ବି ଯାଇ ନିଜ ବାପାଙ୍କୁ ଗେଲ କରିଦେଉଛି ।ଏମିତି ଗୁଆନ ଆଗକୁ ବି ଖୁବ ମସ୍ତି କରୁଛି, ଗୁଆନ ଟିକିଏ ଖନେଇ ଖନେଇ କଥା ବି କହୁଛି ବାପା ଡାକୁଛି ଯାହା ଯିଏ ବି ଶୁଣିବ ତାଙ୍କୁ ବହୁତ ଖୁସି ଲାଗିବ ।
ସେହି ଭିତରେ ଗୁଆନ ଙ୍କୁ ଅପରାଜିତା ଜଗକାଳିଆ ଙ୍କୁ ପ୍ରଣସମ କଥା ବି କହୁଛନ୍ତି ଆଉ ଗୁଆନ ବି ସେମିତି ଜଗାକାଳିଆ କହୁଛି ।ତେବେ ଭିଡ଼ିଓ ଟି ଖୁବ ଛୋଟ କିନ୍ତୁ ଏଥିରେ ବାପା ପୁଅ ଖୁବ ମସ୍ତି କରୁଛନ୍ତି ଯାହାକୁ ଜିଏବ ଦେଖୁଚି ସେ ବହୁତ ଆତ୍ମବିଭର ହେଇ ଯାଉଛି ।
ତେବେ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ରେ ବିବାଦ ଆସିବା ପରେ ଏବେ ଏବେ ବାବୁସାନ ଙ୍କ ଘରକୁ ଖୁସି ଫେରିଛି ତେଣୁ ଏହି ଖୁଡିରେ କାଗର ନଜର ନଲାଗୁ ।ଆଗକୁ ଏମିତି ଖୁସିରେ ତାଙ୍କ ପରିବାର ସହିତ ସମୟ ବିତୁ, ତେବେ ଆପଣଂକୁ ବାବୁସାନ ଆଉ ତାଙ୍କ ପୁଅ ଗୁଆନ ର ମସ୍ତି ଭରା ଭିଡ଼ିଓ ଦେଖି କେମିତି ଲାଗିଲା ନିଶ୍ଚୟ ଜଣାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।