ମୁଖ୍ୟମନ୍ତ୍ରୀଙ୍କ ଘୋଷଣା- ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ କଡା ନିର୍ଦେଶ ରାଜ୍ୟର ସବୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର 44 ଦିନ ବନ୍ଦ ହେବ ଘୋଷଣା ହେଲା ଖରା ଛୁଟି,ଜୁନ 19 ରେ ଖୋଲିବ ସ୍କୁଲ
ବନ୍ଧୁମାନେ ଗ୍ରୀଷ୍ମ ଋତୁ ଆରମ୍ଭ ହେଲା ମାତ୍ରେ ସବୁଠି ପ୍ରବଳ ଖରା ଓ ଗରମ ।ଆଉ ବର୍ତ୍ତମାନ ଖରା କେତେ ବଡିବାରେ ଲାଗିଛି ଆପଣ ବେଶ ଭଲ ଭାବରେ ଜାଣିଛନ୍ତି ।ତାପମାତ୍ରା ବଡି ବଫି 40 ଡିଗ୍ରୀ ପାର କଲାଣି,ଆଉ ଏହି ଭିତରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହେଇ ଗଲାଣି ।ତେବେ ସ୍କୁଲ ପିଲା କେମିତି ସ୍କୁଲ ଯିବେ ତାହା ଚିନ୍ତାର ବିଷୟ ପାଲଟିଥିବା ବେଳେ କେନ୍ଦ୍ର ସରକାର 44 ଛୁଟି ଘୋଷଣା କରିଛନ୍ତି ।ତେବେ ଖରା କୁ ଦୃଷ୍ଟି ରେ ରଖି ମେ 5 ତାରିଖ ଠାରୁ ଜୁନ 17 ଯାଏ ସବୁ ସ୍କୁଲ ବନ୍ଦ ରହିବ ,ଏନେଇ ସମ୍ପୂର୍ଣ୍ଣ ସୂଚନା କଣ ଆସନ୍ତୁ ନଜର ପକାଇବା ।
ତେବେ ବର୍ତ୍ତମାନ ଆପଣ ଦେଖୁଥିବେ ଗ୍ରୀଷ୍ମ ଋତୁ ଆରମ୍ଭ ରୁ ହିଁ ବାହାରକୁ ବାହାରିବା କଷ୍ଟ ହେଇ ଯାଉଛି ।ଯେଉଁଠି ବଡ଼ ଲୋକମାନେ ଏହି ଖରା ଦେଖି ଡରି ଯାଉଛନ୍ତି ସେତେବେଳେ ଛୋଟ ପିଲାଙ୍କ ଅବସ୍ଥା କଣ ହେଉଥିବ ତାହା ଆପଣ ଚିନ୍ତା କରି ପାରୁଥିବେ ।ତେବେ ପ୍ରତିବର୍ଷ ଖରା ଛୁଟି ଯେମିତି ପଡ଼ି ଥାଏ ଏବର୍ଷ ଖରା ଛୁଟି ପୁରା 44 ଦିନ ପଡ଼ିବାକୁ ଯାଉଛି ।ଆଉ ଏହି ହିସାବରେ ଜଣା ପଡ଼ିଛି କି ଏବର୍ଷ କ୍ୟାଲେଣ୍ଡର ଅନୁସାରେ 232 ଟି କାର୍ଯ୍ୟ ଦିବସ ରହିଛି ।ଯେଉଁ ସମୟ ଭିତରେ ପିଲାଙ୍କର ପାଠ ପଡ଼ା ଶେଷ କରିବାକୁ ପଡିବ ।
ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଙ୍କ ଘୋଷଣା ଅନୁସାରେ ଏହି ଖରା ଛୁଟି ମେ 5 ରୁ ଆରମ୍ଭ ହେଇ ଜୁନ 17 ରେ ସରିବ ।କିନ୍ତୁ 18 ତାରିଖ ରବିବାର ପଡୁଥିବାରୁ ତେଣୁ 19 ତାରିଖ ଶନିବାର ଦିନ ଛୁଟି ଖୋଲିବ ।ଏନେଇ କେନ୍ଦ୍ର ସରକାର ଶିକ୍ଷା କ୍ୟାଲେଣ୍ଡର କୁ କଡାକଡି ପାଳନ ଲାଗି ଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହା ବ୍ୟତୀତ ଏହି 44 ଦିନ ଚୁଟି କୁ ଚଡି ଦେଲେ ବାକି ରହୁଛି 232 ଦିନ କାର୍ଯ୍ୟକାରୀ ଦିନ ।ତେବେ ଏହି ଦିନ ଗୁଡିକରେ ସବୁ ଦିନ ସ୍କୁଲ 9.30 ରୁ ଆରମ୍ଭ ହେଇ 4.30 ରେ ଶେଷ ହେବ, ତାହା ଛଡା ଶନିବାର ଦିନ ସକାଳ 7ଟା ରୁ ସ୍କୁଲ ଆରମ୍ଭ ହେଇ 1 ରେ ସ୍କୁଲ ଚୁଟି ହେବ ।
ତେବେ ବର୍ତ୍ତମାନ ସରକାର 2023 ର ଏହି ଶିକ୍ଷା କ୍ୟାଲଣ୍ଡର ପ୍ରକାଶିତ ହେବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ର ଦାୟିତ୍ୱ ବଡି ଯାଇଛି ।ଲମ୍ବା ଛୁଟି ପାଇଁ ଏତେ ସମସ୍ତଙ୍କୁ ତ୍ରାହି ମିଳିଯିବ କିନ୍ତୁ ଏହା ପରେ ସମସ୍ତଙ୍କୁ ଖୁବ କଷ୍ଟ କରି ନିଜ କାମ ଓ ପାଠପଡା କୁ ଶେଷ କରିବାକୁ ହେବ, ଯାହା ଖୁବ ବଡ଼ ଚିନ୍ତା ର ବିଷୟ ହେବ ପରବର୍ତ୍ତୀ ସମୟରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।