ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ସବୁ ଆମେ ଦେଖିବାକୁ ପାଇଥାଉ,
କେତେକ ଆମ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ଅନ୍ୟ କେତେକ ଭାରି ମଜାଦାର ଭିଡ଼ିଓ ହୋଇଥାଏ। ତେବେ କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହି ସୁନ୍ଦର ଭିଡ଼ିଓ ଟି ବିଷୟ ରେ ଜଣେଇବା କୁ ଯାଉଛୁ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ କି କିପରି ଭାବରେ ଆପଣ ଏକ ଟ୍ରି ହାଉସ ବନାଇ ପାରିବେ।
ତେବେ ବନ୍ଧୁଗଣ ଆମେ ସମସ୍ତେ ଅନେକ ସମୟ ରେ ଟ୍ରି ହାଉସ ବା ଗଛ ରେ ଘରେ ତିଆରି କରିବା ବିଷୟ ରେ ଦେଖିବା କୁ ପାଇଥାଉ ଏବଂ ଏହା ଆମ କୁ ବହୁତ ଭଲ ଲାଗେ ଆଉ ଏହି ଟ୍ରି ହାଉସ ରେ ରହିବା କୁ ଖୁବ ଭଲ ଲାଗେ ମଧ୍ୟ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ କୁ ଗୋଟିଏ ୧୫ ମିଟର ଉଚ୍ଚ ଗଛ ଉପରେ କିପରି ଏକ ସୁନ୍ଦର ଭାବରେ ଘର ରେ ଟି ବନାଇ ସେଠାରେ ରହି ପାରିବେ। ତେବେ ଏହି ଟ୍ରି ହାଉସ କୁ ବନେଇବା ପାଇଁ ,ପ୍ରଥମେ ଆପଣ ଏକ ଗଛ କୁ ବାଛି ନିଅନ୍ତୁ ଯାହାର ଡାଳ ଗୁଡିକ ଶକ୍ତ ଏବଂ ସିଧା ହୋଇଥିବ।
ତେବେ ଏହା ପରେ ଆପଣ ଯେଉଁ ଆକାର ର ଘର ଟି ପ୍ରସ୍ତୁତ କରିବା ପାଇଁ ଚଂହୁଛନ୍ତି ତା ଅନୁସାରେ ଗଛ କୁ ଦେଖି ସେହି ମାପ ର ବାଉଁଶ କାଟି ନିଅନ୍ତୁ। ଏବଂ ଏହି ଭିଡ଼ିଓ ଟି ରେ ଯେଉଁ ଭଳି ଭାବରେ ବାଉଁଶ କୁ ଆକାର ଦେଇ ସୁନ୍ଦର ଭାବରେ ଯୋଡି କରି ଘର ର ବେସ କରାଯାଇଛି ସେହି ପରି ଆପଣ ମଧ୍ୟ କରି ନିଅନ୍ତୁ। ତେବେ ଏହା ପରେ ଆପଣ ଘର କେଉଁ ଭଳି ତଥା କେତୋଟି ରୁମ ରଖିବେ ତାହାକୁ ପାର୍ଟ କରିନେଇ ବାଉଁଶ ମାଧ୍ୟମ ରେ ଆପଣ ନିଜର ଘରକୁ ସଜେଇ ଦିଅନ୍ତୁ।
ତେବେ ଏହି ଭିଡ଼ିଓ ରେ ଆପଣ ମଧ୍ୟ ଦେଖି ପାରୁଥିବେ କି ଦୁଇ ଜଣ ବ୍ୟକ୍ତି କିଭଳି ଭାବରେ ସୁନ୍ଦର ଓ ଆକର୍ଷଣୀୟ ଟ୍ରି ହାଉସ ବନାଇ ସେଠାରେ ରୋଷେଇ କରି ମଧ୍ୟ ଖାଉଛନ୍ତି।ତେବେ କିନ୍ତୁ ଏହାକୁ ବନେଇବା ସମୟ ରେ ଆପଣ ଧ୍ୟାନ ରଖିବେ କି ଗଛ ର ଡାଳ ଗୁଡିକ ଶକ୍ତ ହୋଇଥିବା ନିହାତି ଆବଶ୍ୟକ। ତେବେ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଟିରେ ଦେଖା ଯାଇଥିବା ଭଳି ସୁନ୍ଦର ଘର ଟିଏ ନିର୍ମାଣ କରନ୍ତୁ ଏବଂ ଟ୍ରି ହାଉସ ରେ ରଖିବାର ମଜା ଆପଣ ମାନେ ନିଶ୍ଚିତ ଭାବରେ ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।