ଦେଖନ୍ତୁ Shocking ଭିଡ଼ିଓ – “ଅଧ ରାତ୍ରିରେ ବାଲକୋନୀ ରେ ବସିଥିଲେ ଯୁବତୀ “ଲୋମ ଟାଙ୍କୁରା ଦୃଶ୍ୟ ଦେଖିଲେ… ହୋସ ଉଡିଯିବ… cctv ରେ ହେଲା ରେକର୍ଡ..
ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।
ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହେବା ସହ କେବେ ବି ଅଧରାତ୍ରୀ ରେ ଏକୁଟିଆ ବାହାରେ ବସିବେ ନାହିଁ ଖାସ କରି ଯୁବତୀ ମାନେ। ତେବେ ଏହିଭଳି ଏକ ସିସିଟିଭି କ୍ୟାମେରା ରେ କଏଦ ହୋଇଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆତଙ୍କ ସୃଷ୍ଟି କରିଛି। ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଜଣେ ଯୁବତୀ ଅଧ ରାତ୍ରିରେ ବାଲକୋନୀ ରେ ବସିଥିବା ବେଳେ ତାଙ୍କ ସହ କିଛି ଏହିପରି ଘଟିଛି ଯାହା ଦେଖିଲେ ଭୟରେ ଆପଣ ଥରି ଉଠିବେ।
ତେବେ ଭିଡ଼ିଓ ରେ ଯାହା ଦେଖା ଯାଇଛି କି , ଜଣେ ଯୁବତୀ ଘରୁ ବାହାରି ଆସି ତାଙ୍କର ବାଲକୋନୀ ରେ ବସିଛନ୍ତି ଆଉ ଫୋନ ରେ କାହା ସହ କଥା ହେଉଛନ୍ତି। ତେବେ ଯୁବତୀ ଜଣଙ୍କ ନିଜ ସହ ଗୋଟିଏ ଛତା ଧରି ବସିଛନ୍ତି ଏବଂ ତାଙ୍କ ଆଖ ପାଖରେ କିଛି ଜୋତା ରହିଛି। ତେବେ ଏହିପରି ସବୁକିଛି ନର୍ମାର୍ଲ ଚାଲିଥିଲା ଯୁବତୀ ଜଣଙ୍କ ସେହିପରି ହସି ହସି କଥା ହେଉଥିଲେ। ତେବେ ସେ ଧରିଥିବା ଛତା ଟି ଉପରକୁ ଉଠିଗଲା ଆଉ ଆପେ ଆପେ ଚାଲିବାକୁ ଲାଗିଲା। ଯୁବତୀ ଜଣଙ୍କ କିଛି ବୁଝି ପାରୁ ନଥାନ୍ତି ଆଉ ତାଙ୍କର ଆଶ୍ଚର୍ଯ୍ୟ ଚକିତ ଲାଗୁଥାଏ।
ତେବେ ପୁଣି ଏପଟେ ଦେଖିବା ବେଳକୁ ସେଠାରେ ଥିବା ଜୋତା ଗୁଡିକ ଆପେ ଆପେ ଇଆଡ଼େ ସିଆଡେ ଚାଲିବାକୁ ଲାଗିଛନ୍ତି।ଆଉ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହା ଥିଲା କି ସେଠାରେ କେହି ବି ବ୍ୟକ୍ତି ଉପସ୍ଥିତ ନଥିଲେ ଯୁବତୀ ଏକା ଥିଲେ। ତେବେ ଏହା କିପରି ହେଉଛି ତାହା ସେ ବୁଝି ପାରିଲେ ନାହିଁ ଏବଂ ଖୁବ ଭୟଭୀତ ହୋଇଗଲେ। ତେବେ ସେଠାରେ ଲାଗିଥିବା ସିସିଟିଭି ରେ ଏହି ଭିଡ଼ିଓ ଟି ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମାନେ ଏହି ଭିଡ଼ିଓ ଟିକୁ ଦେଖିଲେ ଭୟଭୀତ ହୋଇଯିବେ ନିଶ୍ଚିତ। ତେବେ କମ ଜୋର ବ୍ୟକ୍ତି ଏହାକୁ ଦେଖନ୍ତୁ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।