Daily news update , Real odisha local news

କଳି ଯୁଗର ବସ୍ତ୍ରହରଣ ନାଟକ….. ବଡ଼ ଦିଦି ଙ୍କ ବସ୍ତ୍ର ହରଣ କଲେ ସାନ ଦିଦି….. ଭାଇରାଲ ହେଉଥିବା ପ୍ରାଥମିକ ବିଦ୍ୟାଳୟର ଏହି ଭିଡ଼ିଓ ଟିକୁ ଦେଖିଲେ ହସି ହସି ଗଡି ଯିବେ ଆପଣ

0 3,139

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି।

ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ ଅନେକ ଏହିପରି କମେଡି ୟୁ ଟ୍ୟୁବ କମେଡ଼ି ଚେନାଲ ଏବଂ ଟିଭି ସୋ ତଥା ନିୟୁଜ ଫିୟୁଜ ରହିଛି ଯେଉଁ ଥିରେ ଭାଇରାଲ ଭିଡ଼ିଓ ଗୁଡିକୁ ଏହିପରି କମେଡି ଆନ୍ଦାଜ ରେ ଦେଖା ଯାଏ ଯାହା ସମସ୍ତ ଙ୍କୁ ହସାଇ ଥାଏ। ତେବେ ସେହି ନିୟୁଜ ଫିୟୁଜ ର ଏକ ଭିଡ଼ିଓ ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହି ଭାଇରାଲ ଭିଡ଼ିଓ ରେ ମର୍ଡନ ଯୁଗ ର ସର୍ଡନ ବସ୍ତ୍ର ହରଣ ଆପଣ ଦେଖିବା କୁ ପାଇବେ।

ତେବେ ଏହି ଭିଡ଼ିଓ ରେ ମହାଭାରତ ନୁହେଁ ବିଦ୍ୟାଳୟ ସାଜିଛି ରଙ୍ଗମଞ୍ଚ ଏବଂ ଦୁଃସାସନ ସାଜିଛନ୍ତି ବିଦ୍ୟାଳୟ ର ସାନ ଦିଦି ଆଉ ଦ୍ରପଦୀ ସାଜିଛନ୍ତି ବିଦ୍ୟାଳୟ ର ବଡ଼ ଦିଦି। ଆଉ ସାନ ଦିନ ବଡ଼ ଦିଦି ଙ୍କ ର ଲୁଗା ଟାଣି ତାଙ୍କୁ ବସ୍ତ୍ର ହରଣ କରୁଛନ୍ତି।ଆଉ ଦିଦି ନିଜକୁ ବନଚେଇବା ପାଇଁ ଗୋଟିଏ ବଡ଼ ଇଟା ଉଠେଇ ସାନ ଦିଦି ଙ୍କୁ ମାରିଛନ୍ତି। ଆଉ ପରୀକ୍ଷା ଦେବା କୁ ଆସି ଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ କଣ ଦୁଇ ଦିଦି ଙ୍କ ନାଟକ ଦେଖିବା ରେ ଲାଗିଛନ୍ତି। ତେବେ ଘଟଣା କଣ ହୋଇଥିଲା କି ଏମାନେ ଏମିତି ମାରପିଟ ଲାଗୁ ନଥିଲେ ଏହା ପଛରେ କାରଣ ରହିଛି ନା।

ତେବେ କାରଣ କଣ ଥିଲା କି ସେହି ବିଦ୍ୟାଳୟ ର ବଡ଼ ଦିଦି ଙ୍କର ବଦଳି ହୋଇ ଯାଇଛି ମାତ୍ର ସେ ଏବେ ବି ସେହି ବିଦ୍ୟାଳୟ ରେ ଅଛନ୍ତି। ଆଉ ଆଜି ସାନ ଦିଡି ଆସି ଦେଖିଲେ ଯେ ପିଲାଙ୍କ ର ପରୀକ୍ଷା ଅଛି ହେଲେ କ୍ଲାସ ରୁମ ଖୋଲା ଯାଇ ନାହିଁ ଆଉ ପରେ ବଡ଼ ଦିଦି ଚାବି ଧରି ହଲେଇ ଦୁଳେଇ ଆସୁଛନ୍ତି। ତେବେ ଏହି କଥା ରୁ ଆରମ୍ଭ ହୋଇଥିଲା ଯୁକ୍ତି ଆଉ ଧିରେ ଧିରେ ତାହା ବସ୍ତ୍ର ହରଣ ପର୍ଯ୍ୟନ୍ତ ମାତି ଯାଇଥିଲା। ତେବେ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଟି ଭାଇରାଲ ହେବା ପରେ ଏହାକୁ ଦେଖି ସବୁ ହସି ହସି ବେଦମ ହୋଇ ଯାଇଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.