ବନ୍ଧୁମାନେ ବହୁତ ସମୟରେ ଆମେ ଲୋକଙ୍କ ବ୍ୟବହାର ଓ ଚାଲିଚଳଣୀ ଦେଖି ବି ସେହି ବ୍ୟକ୍ତି କେମିତି ତାହା ଜାଣିପାରୁ ନାହିଁ ।ହେଲେ ଆଜିକାଲି ଅନେକ ଜ୍ୟୋତିଷ ବିଦ୍ୟା ଦ୍ଵାରା ମଣିଷ ର ସ୍ଵଭାବ ବିଷୟରେ ଜାଣିବାର ଖୁବ ସହଜ ଉପାୟ ଆସିଲାଣି ।
ସେହି ଉପାୟ ଗୁଡିକ ଭିତରୁ ଯେମିତି ଗୋଟିଏ ହେଉଛି ଆପଣଙ୍କ ଜନ୍ମ ବର୍ଷ, ତେବେ ଆପଣ ଯଦି ନିଜର ବା ଅନ୍ୟ କାହାର ଜନ୍ମ ବର୍ଷ ଜାଣିଛନ୍ତି ତାହେଲେ ଖୁବ ସହଜରେ ବ୍ୟକ୍ତିର ସ୍ଵାଭାବ ବିଷୟରେ ଜାଣି ପାରିବେ ।ତେବେ ଆସନ୍ତୁ ଆଜି ଜାଣିବା 1980 ରୁ 1983 ମସିହା ମଧ୍ୟରେ ଜନ୍ମ ହେଇଥିବା ବ୍ୟକ୍ତିଙ୍କ ସ୍ୱାଭାବ ବିଷୟରେ ।
1980–1983:-
ଏହି ମସୁହାରେ ଜନ୍ମ ହାରିଥିବା ବ୍ୟକ୍ତି ଙ୍କ ପାଖରେ ଏକ ପ୍ରକାରର ଆକର୍ଷଣ ଗୁଣ ରହିଛି ଯେଉଁଥି ପାଇଁ କେହି ବି ଖୁବ ଜଲଦି ଏମାନଙ୍କ ପାଖକୁ ଟାଣି ହେଇ ଯାଆନ୍ତି ।
1981-1984 :-
ଏହି ବ୍ୟକ୍ତି ମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ତାଛଡା ଏମାନେ ଜୀବନରେ ଖୁବ ଉନ୍ନତି ବି କରିଥାନ୍ତି ।
1982-1985:-
ଏହି ମସିହାରେ ଜନ୍ମ ହେଇଥିବା ଲୋକମାନେ ଖୁବ ଚତୁର ହେବା ସହିତ ବହୁତ ଜଲଦି କୋଉ ବି ପରିସ୍ଥିତି କୁ ହେଣ୍ଡେଲ କରିପାରନ୍ତି ।
1986-1988:-
ଏହି ମସିହାରେ ଜନ୍ମିତ ବ୍ୟକୟୀ ଖୁବ ସ୍ନେହୀ ହେବା ସହିତ ସମସ୍ତଙ୍କୁ ନିଜର କରି ରଖିବାର କ୍ଷମତା ରଖିଥାନ୍ତି ।
1987-1989:-
ଏହି ବ୍ୟକ୍ତି ମାନେ ଖୁବ ମେଳାପୀ ହେବା ସହିତ ସମସ୍ତଙ୍କ ମନ ନେଇ ଚଳିଥାନ୍ତି ।ଆଉ ସବୁବେଳେ ସମସ୍ତଙ୍କ ର ମନ ମୁତାବକ କାମ କରିଥାନ୍ତି ।
1990-1992:-
ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ସବୁବେଳେ ନିଜ ବିଚାର ଯୋଗୁ ସ୍ୱତନ୍ତ୍ର ଭାବେ ପରିଚୟ ପାଆନ୍ତି ।
1991-1993:-
ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ଖୁବ ରୋମାଣ୍ଟିକ ହେବା ସହିତ ମଜା ମସ୍ତି ରେ ରହିବାକୁ ଖୁବ ପସନ୍ଦ କରନ୍ତି ।
1994-1996:-
ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ଖୁବ ଭାବୁକ ସ୍ୱାଭବର ଆଉ ଏହି ବ୍ୟକ୍ତି ମାନଙ୍କ ପାଖରେ ରଚନାତ୍ମକ ଗୁଣ ରହିଥାଏ ।
1995-1997:-
ଏହି ବ୍ୟକ୍ତିମାନେ ସମସ୍ତଙ୍କ ମନରେ ଖୁବ ଜଲଦି ବିଶ୍ୱାସ ତିଆରି କରିପାରନ୍ତି ଆଉ ଏଥିପାଇଁ କାହାର ବି ହୃଦୟ ଜିତି ପାରନ୍ତି ।ଏମାନେ କେବେ କାହାର ହୃଦୟ କୁ କଷ୍ଟ ଦେଇ ନଥାନ୍ତି ।
1998-1999:-
ଏହି ମସିହାରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ଭିତରେ ସକରାତ୍ମକ ଗୁଣ ଭରି ହେଇ ରହିଥାଏ ଆଉ ଏମାନେ ଖୁବ ଶାନ୍ତ ପ୍ରକୃତି ର ହେଇଥାନ୍ତି ।
2000:-
ଏହି ମସିହାରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମାନେ ଜୀବନରେ ସବୁବେଳେ ଆଗକୁ ଆଗକୁ ଯାଇଥାନ୍ତି ଆଉ ଏମାନଙ୍କ ଭିତରେ ଖୁବ ସାହସ ଥିବା ସହିତ ଏମାନେ ଖୁବ ସମ୍ବେଦନଶୀଳ ଅଟନ୍ତି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।