Daily news update , Real odisha local news

ଏହି ଛୋଟ ଝିଅର ପ୍ରଥମ ଭିଡିଓ ଭାଇରାଲ ହେବାରୁ ପୁଣ Part -2 ଭିଡିଓ ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛ

0 75,849

ବନ୍ଧୁମାନେ ବର୍ତ୍ତମାନ ଦେଖୁଥିବେ ଛୋଟ ପିଲାଙ୍କ ଅନେକ ଭିଡ଼ିଓ ଭାଇରଲ ହେବାରେ ଲାଗୁଚି ।ତେବେ ନିକଟରେ ଛୋଟ ପିଲାଙ୍କର ପାଠ ପଡୁଥିବାର ଓ ସ୍କୁଲ ରେ କେମିତି କଣ କରୁଛନ୍ତି ସେହି ଭିଡ଼ିଓ ଦେଖିବାକୁ ମିଳୁଛି ।ତେବେ ନିକଟରେ ପୁଣି ଏକ ଛୋଟ ପିଲାର ଭିଡ଼ିଓ ଭାଇରଲ ହେବାରେ ଲାଗୁଚି କିନ୍ତୁ ଏଠାରେ ପିଲାଟି ପାଠ ନପଡିବା ପାଇଁ ଏମିତି ବାହାନା କରୁଛି ଯାହା ଦେଖିଲେ ହୋସ ଉଡିଯିବ ।

ତେବେ ଛୋଟ ଛୋଟ ପିଲାମାନଙ୍କ ମୁଣ୍ଡରେ ଏମିତି ସବୁ କଥା କେମିତି ଆସୁଛି ତାହା ଦେଖି ସମସ୍ତେ ଖୁବ ଆଶ୍ଚର୍ଯ୍ୟ ହେଉଛନ୍ତି ।

ତେବେ ଆପଣ ଆଜିର ଭିଡ଼ିଓରେ ଯେଉଁ ପିଲାଟିକୁ ଦେଖିବାଜୁ ପାଉଛନ୍ତି ଆଗରୁ ବି ପିଲାଟିର ଏକ ଭିଡ଼ିଓ ଖୁବ ଭାଇରଲ ହେଇଥିଲା ।ଆଉ ସେହି ଭିଡ଼ିଓରେ ପିଲାଟି ପାଠ ପଡିବ ନାହିଁ ବୋଲି ନିଜ ମାଆ ଙ୍କୁ କହୁଥିଲା ମୁଁ ଟିକେ ମୁଟିକି ଆସେ, ଆଉ ଯେତେବେଳେ ମାଆ ପିଲାକୁ ମନା କରୁଛନ୍ତି ସେତେବେଳେ ପିଲାଟି କାନ୍ଦି କାନ୍ଦି କହୁଛି ମୋତେ ଜୋରରେ ଲାଗିଲାଣି ମୁଁ ଟିକେ ଆସେ ।ତେବେ ସେହି ଭିଡ଼ିଓରେ ପିଲାଟି ଯେମିତି ନିରୀହ ହେଇ ପାଠ ନପଡିବ ବାହାନା କରୁଥିଲା ତାହା ଦର୍ଶକଙ୍କ ଖୁବ ମନରଞ୍ଜନ କରିଥିଲା ।ଆଉ ଏବେ ପିଲାଟିର ନୂଆ ଭିଡ଼ିଓ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି ।

 

ପିଲାଟିର ନୂଆ ଭିଡ଼ିଓରେ ଦେଖିବାକୁ ମିଳୁଛି କି ପୁଣି ପିଲାଟି ପାଠ ପଡିବ ନାହିଁ ତେଣୁ ମାଆ କୁ କହୁଛି ମୁଁ ଟିକେ ବାହାରୁ ଆସେ କାମ ଦେଖିକି ।ତାପରେ ପିଲାଟିକୁ ତାର ମାଆ କହୁଛନ୍ତି ତୁ କଣ କାମ ଦେଖିବୁ ପାଠ ପଡ଼ ।ପୁଣି ପିଲାଟି କହୁଛି ମୁଁ ଖାଲି ଟିକେ କାମ ଦେଖୁକି ପଳେଇ ଆସିବି କିନ୍ତୁ ମାଆ ମନା କରି ଚାଲିଛନ୍ତି ।ତେବେ ପିଲାଟି ପାଠ ନପଡିବା ପାଇଁ ସବୁଥର କେତେ ନୂଆ ନୂଆ ବାହାନା କରି ଚାଲୁଛି ଆଉ ଏହି ଭିଡ଼ିଓ ଦେଖି ଦର୍ଶକ ବି ଖୁବ ମଜା ନେଉଛନ୍ତି ।ତେବେ ବର୍ତ୍ତମାନର ଛୋଟ ପିଲାଙ୍କ ପାଖରେ ବୁଦ୍ଧି ଏମିତି ଅଛି ଯାହାକୁ ଦେଖିଲେ ଆପଣଙ୍କୁ ଶୋକ ଲାଗିବ ।

ତେବେ ବର୍ତ୍ତମାନ ପିଲାଟିର ଏହି ଭିଡ଼ିଓ ଆସିବା ପରେ ସୋସିଆଲ ମେଡିଆରେ ଖୁବ ଜୋର ସୋରରେ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।ଆଜିର ପିଲାଙ୍କ କଥା କଣ କୁହାଯାଏ ସେମାନେ ଆଧୁନିକ ଯୁଗରେ ପିଲା ନୁହଁନ୍ତି ବରଂ କୋଉ କମ୍ପ୍ୟୁଟର ଅଟନ୍ତି ସେମାନଙ୍କୁ କଥାରେ ହରେଇବା ଖୁବ ମୁସ୍କିଲ ।ତେବେ ଏହି ଗୋଟିଏ ପିଲା ନୁହେଁ ଆପଣଙ୍କ ଘରେ ବି ଛୋଟ ପିଲା ଥିଲେ ସେମାନେ ବହୁତ ସମୟରେ ପାଠପଡା କୁ ନେଇ ଅନେକ ବାହାନା କରିଥାନ୍ତିଯାହା ଆପଣ ଦେଖିଥିବେ ।ତେବେ ଆଜିର ଏହି ଛୋଟ ପିଲାର ଏହି ଭିଡ଼ିଓ ଦେଖି ଆପଣଙ୍କୁ କେମିତି ଲାଗୁଛି ନିଶ୍ଚିତ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.