“ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ , ଆମେ କେହି କାହା ଠାରୁ ଦୂରେଇ ହୋଇ ଗୋଟିଏ ମୁହୂର୍ତ୍ତ ରହିପାରିବୁ ନାହିଁ ତେଣୁ ଆମେ ଦୁହେଁ ଘର ଛାଡ଼ି ନିଜ ଇଚ୍ଛାରେ ଯାଉଛୁ। ଆମ କୁ ବିବାହ କରିବା ପାଇଁ ଉପଯୁକ୍ତ ବୟସ ହୋଇ ସାରିଛି ଏବଂ ଆମେ ପରସ୍ପର କୁ ବିବାହ କରି ସାରିଛୁ ମଧ୍ୟ। ତେଣୁ ଆପଣ ମାନେ ଦୟାକରି ଆମକୁ ଖୋଜନ୍ତୁ ନାହିଁ ଆମେ ଦୁହେଁ ନିଜ ନିଜ ଇଚ୍ଛା ରେ ଯାଉଛୁ”।
ବନ୍ଧୁଗଣ ଏହା ଆମେ କହୁ ନାହାନ୍ତି ଏହା କହୁଛନ୍ତି ଏକ ପ୍ରେମ ଯୁଗଳ ଯେଉଁ ମାନେ କି ବର୍ତ୍ତମାନ ଘର ଛାଡ଼ି ପଳେଇବା ପାଇଁ ରେଳ ଷ୍ଟେସନ ରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି କାଲି ର ପ୍ରେମ ଆଉ ଆଗ ଭଳି ନୁହେ ନା ସେ ପବିତ୍ରତା ଅଛି ନା ସେ ବିଶ୍ୱାସ। ଆଉ ଯଦି ଏହା ସବୁ ପରେ ମଧ୍ୟ କେତେ କେତେ ଜଣଙ୍କ ପାଖ ରେ ସତ ପ୍ରେମ ଦେଖିବା କୁ ମିଳୁଛି ସେଠାରେ ତାଙ୍କୁ ନା ଏ ସମାଜ ଗ୍ରହଣ କରୁଛି ନା ପରିବାର ଲୋକେ। ତେଣୁ ବାଧ୍ୟ ହୋଇ ସେମାନେ ଘରୁ ପଳେଇ ବିବାହ କରିବା ଭଳି ନିଷ୍ପତ୍ତି ନେଉଛନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଯେଉଁ ଘଟଣା ଟି ବିଷୟ ରେ ଜଣେଇବା ପାଇଁ ଯାଉଛୁ ସେଥିରେ ମଧ୍ୟ କିଛି ସେହି ପରି ହୋଇଥିଲା।
ତେବେ ଘଟଣା ଟି କିଛି ଏହିପରି ରହିଛି କି , ଏକ ପ୍ରେମୀ ଯୁଗଳ ଙ୍କ ର ପ୍ରେମ କୁ ତାଙ୍କର ପରିବାର ଲୋକେ ଗ୍ରହଣ କରି ନଥିଲେ। ମାତ୍ର ସେମାନେ ପରସ୍ପର କୁ ଏତେ ଭଲ ପାଉଥିଲେ କି କେହି କାହା ବିନା ରହିବା ସମ୍ଭବ ନଥିଲା। ମାତ୍ର ପରିବାର ଲୋକେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ କିନ୍ତୁ ସେମାନେ ପରସ୍ପର କୁ ଛାଡିବା ପାଇଁ ଚାଁହୁ ନଥିଲେ ।ତେଣୁ ସେ ପରିବାର ଲୋକଙ୍କ ବିରୋଧ ରେ ଯାଇ ପରସ୍ପର କୁ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ଘର ଛାଡ଼ି ପଳେଇବାର ନିଷ୍ପତ୍ତି ନେଇ ରେଳ ଷ୍ଟେସନ ରେ ରହି ପରିବାର ଲୋକଙ୍କ ପାଇଁ ଏକ ଭିଡ଼ିଓ ଛାଡିଛନ୍ତି।
ତେବେ ସେହି ଭିଡ଼ିଓ ରେ ଯୁବକ ଜଣଙ୍କ କହିଛନ୍ତି ଯେ, ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ , ଆମେ କେହି କାହା ଠାରୁ ଦୂରେଇ ହୋଇ ଗୋଟିଏ ମୁହୂର୍ତ୍ତ ରହିପାରିବୁ ନାହିଁ ତେଣୁ ଆମେ ଦୁହେଁ ଘର ଛାଡ଼ି ନିଜ ଇଚ୍ଛାରେ ଯାଉଛୁ। ଆମ କୁ ବିବାହ କରିବା ପାଇଁ ଉପଯୁକ୍ତ ବୟସ ହୋଇ ସାରିଛି ଏବଂ ଆମେ ପରସ୍ପର କୁ ବିବାହ କରି ସାରିଛୁ ମଧ୍ୟ। ତେଣୁ ଆପଣ ମାନେ ଦୟାକରି ଆମକୁ ଖୋଜନ୍ତୁ ନାହିଁ ଆମେ ଦୁହେଁ ନିଜ ନିଜ ଇଚ୍ଛା ରେ ଯାଉଛୁ।ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।