ବନ୍ଧୁମାନେ ଗର୍ଭବତୀ ହେବା ପ୍ରତ୍ୟେକ ନାରୀ ପାଇଁ ଏକ ନୂଆ ଖୁସି ଅଟେ, ତେବେ ଗର୍ଭଧାରଣ କରିବା ଆଜିର ମୁଖ୍ୟ ସମସ୍ୟା ପାଲଟି ଗଲାଣି ।ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖିବେ ବେଳେ ଜଣେ ଇଚ୍ଛା ଓ ଅନ୍ୟ ଜଣେ ଅନିଚ୍ଛା ରହୁଛନ୍ତି, ସଠିକ ସମୟରେ ରିଲେଶନ ରହୁନି ।ଏମିତି ସବୁ କାରଣ ପାଇଁ ଗର୍ଭ ଧାରଣ କରିବା କଠିନ ହେଇ ପଡୁଛି,
ତେବେ ମହିଳା ମାନେ ଯଦି ଟିକିଏ ଧ୍ୟାନ ଦେବେ ତାହେଲେ ମାସରେ ମାତ୍ର ଦୁଇଟି ସମୟରେ ଠିକ ଭାବରେ ରିଲେଶନ ରଖିଲେ ଆପଣଙ୍କ ଗର୍ଭବତୀ ହେବା ନିଶ୍ଚିତ ହେଇଯିବ ।ତେବେ ସେହି ଦୁଇଟି ସମୟ କେତେବେଳେ ତାହା ଜାଣିବା ନିହାତି ଆବଶ୍ୟକ ।
ତେବେ ପ୍ରତ୍ୟେକ ନାରୀର ପିରିୟଡ଼ ରେ ପ୍ରାୟ 28 ଦିନ ବା 30 ଦିନ ବ୍ୟବଧାନ ରହିଥାଏ ।ଆଉ କେହି କେହି ଜଣକ ର ଇ ରେଗୁଲାର ପିରିୟଡ଼ ବି ହେଇଥାଏ, ତେବେ ଏହି ଭିତରେ ଆପଣଂକୁ ଗୋଟିଏ ଦିନ ଜାଣିବାର ଅଛି ଯେଉଁ ଦିନ ନାରୀ ଶରୀରରେ ଅଣ୍ଡା ରିଲିଜ ହେଇଥାଏ ।ତେବେ ସେହି ଦିନକୁ ଅଭଲ୍ୟୁସନ ଡେଟ କହନ୍ତି, ଆପଣ ଏହି ଅଭଲୁୟସନ ତାରିଖ ବାହାର କରି ସେହି ଦିନ ରିଲେଶନ ରଖନ୍ତୁ । ଏହା ଛଡା ଓଭଲୁୟସନ ଡେଟ ର 2ରୁ 3 ଦିନ ପୂର୍ବରୁ ରିଲେଶନ ରଖିଲେ ବା ଓଭଲୁୟସନ ଡେଟ ଦିନ ରିଲେଶନ ରଖିଲେ ଆପଣ ଗର୍ଭବତୀ ହେବର ବହୁତ ସମ୍ଭାବନା ରହିଥାଏ ।
ତେବେ ପୁରୁଷ ର ସ୍ପର୍ମ ନାରୀ ଭିତରେ 2 ରୁ 3 ଦିନ ଯାଏ ଜୀବିତ ରହିଥାଏ କିନ୍ତୁ ନାରୀର ଅଣ୍ଡା 24 ଘଂଟା ଜୀବିତ ରହେ ।ତେଣୁ ଓଭଲୁୟସନ ଡେଟ ପୂର୍ବରୁ ରିଲେଶନ ଥିଲେ ବି ଆପଣଙ୍କ ଅଣ୍ଡା ସଂସ୍ପର୍ଶରେ ସ୍ପର୍ମ ଆସିଲେ ଜଣେ ନାରୀ ଗର୍ଭବତୀ ହେଇ ପାରନ୍ତି ।ଏହା ବ୍ୟତୀତ ପିରିୟଡ଼ ସରିବାର ଶେଷ ସମୟ ବେଳକୁ ନାରୀର ସର୍ଭିକ୍ସ ଦ୍ଵାର ଖୋଲା ଥାଏ ତେଣୁ ପିରିୟଡ଼ ର ଶେଷ ବେଳକୁ ରିଲେଶନ ରଖିଲେ ପୁରୁଷ ର ସ୍ପର୍ମ ଜଲଦି ମହିଳାର ଓଭାରି ଭିତରକୁ ଯାଇପାରେ ।ଆଉ ଏଥିରେ ଜଲଦି ଫାର୍ଟିଲାଇଜର ହେବାର ଚାନ୍ସ ରହିଥାଏ ।
ଏସବୁ ବ୍ୟତୀତ ବହୁତ ସମୟ ରେ ମହିଳା ର ଶରୀର ଭିତରୁ ସ୍ପର୍ମ ବାହାରି ଆସିଥାଏ ।ଏଥି ପାଇଁ ରିଲେଶନ ପରେ ମହିଳା ବେଡ଼ ଉପରେ 30 ମିନିଟ ଯାଏ ଶୋଇ ରହିବା ଉଚିତ ତହେକେ ଯାଇ ସ୍ପର୍ମ ଗର୍ଭ ଭିତରକୁ ପ୍ରବେଶ କରିପାରିବ ।ଆଉ ତାପରେ ଯାଇ ଅଣ୍ଡା ଠିକରେ ଫୋର୍ଟିଲାଇଜର ହେଇପାରିବ ଆଉ ଗର୍ଭ ସମ୍ଭବ ହେଇପାରିବ ।ଆଉ ରିଲେଶନ ରଖିବା ସମୟରେ ମିଶିୟନାରୀ ପୋଜରେ ରିଲେଶନ ରଖିଲେ ଭଲ ।ତେବେ ଏହି ପୋଜରେ ମହିଳା ଙ୍କ ଉପରେ ପୁରୁଷ ଥିବେ ତାହେଲେ ଯାଇ ଗର୍ଭ ଜଲଦି ସମ୍ଭବ ହେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।