ବନ୍ଧୁମାନେ ଆମ ସମସ୍ତଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଖୁବ ଶୁଖ୍ମ ଅଟେ ଯାହା ଥରେ ସଂକ୍ରମିତ ହେଲେ ଭଲ ହେବା ମୁସ୍କିଲ ହେଇପଡ଼େ । ତେବେ ଆଜି ଆମେ ନାରୀ ମାନଙ୍କ ଭ୍ରଯାଇନା ଇନଫେକ୍ସନ ବିଷୟରେ, ବହୁତ ସମୟରେ ମହିଳା ମାନଙ୍କ କିଛି ଭୁଲ ପାଇଁ ସେମାନେ ନିଜ ଯୌନି ରେ ଇନଫେକସନ କରିଦିଅନ୍ତି ।
ଆଉ ଧୀରେ ଧୀରେ ଏହି ଇନଫେକସନ ଭିତରକୁ ମାଡି ଚାଲିଥାଏ ଆଉ ଭବିଷ୍ୟତରେ ବହୁତ ବଡ଼ ଅସୁବିଧା ଆସିଥାଏ ।ତେବେ ଆପଣଂକୁ ଇନଫେକସନ ରକ୍ଷା କରିବା ପାଇଁ ଆପଣଂକୁ ନିଜ ଯୌନି କୁ ଠିକରେ ସଫା ରଖିବାକୁ ପଡିବ, ତେବେ ତାହା କେମିତି କରିବେ ଆସନ୍ତୁ ସେ ବିଷୟରେ ଜାଣିବା ।
ତେବେ ପ୍ରତ୍ୟେକ ମହିଳା ମାନେ ସାଧାରଣତଃ ପରିସ୍ରା କରିବା ପରେ ସେମିତି ରହିଯାନ୍ତି ନିଜ ଯୋୖନି କୁ ସଫା କରି ନଥାନ୍ତି ।ଆଉ କେହି କେହି ଖାଲି ପାଣିରେ ଯୋୖନି କୁ ଧୋଇ ସଫା କରନ୍ତି ତ ଆଉ କେହି କିଛି ସାବୁନ ବା ଅନ୍ୟ କୌଣସି ମେଡିସିନ ଆଦି ବ୍ୟବହାର କରି ଯୋୖନି ସଫା କରନ୍ତି ।ତେବେ ସବୁଠାରୁ ବଡ଼ କଥା ଆପଣ କୋଉ ବି ମେଡିସିନ ବା ଅନ୍ୟ କିଛି ଶରୀରରେ ବ୍ୟବହାର କରିବା ଆଗରୁ ପ୍ରଥମେ ଡାକ୍ତର ଙ୍କୁ ପରାମର୍ଶ କରିବା କରିବା ଦରକାର ।କାରଣ ଅନେକ ସମୟରେ ବିନା ପ୍ରମର୍ଶରେ ବ୍ୟବହାର କରୁଥିବା କେମିକାଲ ପଦାର୍ଥ ର ଖୁବ ଜଲଦି ଆମ ଶରୀର ଉପରେ ରିଏକ୍ସନ କରିଯାଏ ।
ତେବେ ଡାକ୍ତରଙ୍କ ମତରେ ଯଦି ଆପଣ କୌଣସି କମ୍ପାନୀର ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତାହା ବିଶେଷ ଭାବରେ ଖରାପ ନୁହେଁ କିନ୍ତୁ ଯଦି ଆପଣ ସାଧାରଣ ସାବୁନ ବ୍ୟବହାର କରୁଛନ୍ତି ତାହା ଖରାପ ହୋଇପାରେ ଆପଣଙ୍କ । ସାଧାରଣ ସାବୁନରେ ଥିବା କ୍ଷାର ଅଂଶ ଯୋନିରେ ଥିବା P. H. କୁ ନଷ୍ଟ କରି ଦେଇଥାଏ ସେଥିପାଇଁ ଆପଣଙ୍କର ଯୌନି ରେ ହେବାର ସମ୍ଭାବନା ଅଧିକ ହେଇଯାଏ ।
ତେବେ ଯେତେବେଳେ ବି କିଛି ପ୍ରଡକ୍ଟ ଯୌନିରେ ବ୍ୟବହାର କରୁଛନ୍ତି ତେବେ ଆପଣ ପ୍ରଥମେ ଡାକ୍ତର ଙ୍କ ପରାମର୍ଶ ନେବା ଜରୁରୀ ଅଟେ ।
ଏହାଛଡ଼ା ଇନଫେକ୍ସନ ବେଳେ ଆପଣ ଯଦି ଆଣ୍ଟିବାୟୋଟିକ ବ୍ୟବହାର କରୁଛନ୍ତି ତେବେ ସେତେବେଳେ ଅଧିକ ଯତ୍ନଶୀଳ ହେବା ଦରକାର ନହେଲେ ଇନଫେକ୍ସନ କମିବା ଜାଗାରେ ବଡିଯାଏ ।ତେବେ ମନେ ରଖିବେ ପାଣି ସବୁ ଠାରୁ ଭଲ ଅଟେ ଯୋୖନି କୁ ସଫା କରିବା ପାଇଁ ଆପଣ ଯେତେବେଳେ ବି ଯୌନି ସଫା କରୁଛଂୟୀ ସେତେବେଳେ ଦୁଇ ଥର ଖାଲି ପାଣିରେ ଯୌନି ସଫାକରନ୍ତୁ ।ଆଉ ବିନା ପରାମର୍ଶ ରେ ଆପଣ କୌଣସି ମେଡିସିନ ବି ବ୍ୟବହାର କରିବା ଆଗରୁ ଧ୍ୟାନ ଦେବେ ନହେଲେ ଆପଣଙ୍କ ର ଏହି ଛୋଟ ଭୁଲ ପାଇଁ ଆପଣ ଆପଣଙ୍କ ଶରୀରର ଅନେକ ଭଲ ଟିସୁ କୁ ନଷ୍ଟ କରିଦିଅନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।