ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ଏହି ୯ଟି ଜିନିଷ ହୋଇଥାଏ ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି…..
ବନ୍ଧୁମାନେ ଆମ ଶରୀରରେ କିଛି ଏମିତି ଜିନିଷ ରହିଛି ଯାହା ବୟସ ଅନୁସାରେ ଆପେ ଆପେ ଶରୀରରେ ତିଆରି ହେଇ ଥାଏ ଆଉ ଆମର କିଛି ଭୁଲ ପାଣି ତାହାର କ୍ଷତି ବି ହେଇଥାଏ ।ତେବେ ସେମିତି କିଛି ହେଉଛି ପୁରୁଷ ମାନଙ୍କର ବୀର୍ଯ୍ୟ, ତେବେ ଆଜିକାଲି ବହୁତ ପୁରୁଷ ଙ୍କ ପାଖରେ ବୀର୍ଜ୍ୟ କୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳୁଛି ।
ଆଉ ଏମିତି ହେବା ଦ୍ୱାରା ଜଣେ ପୁରୁଷ ଖୁବ ଜଳଦି ନିଜ ଶରୀର କୁ ହରେଇ ଦେଉଛି ।ତେବେ ଆଜିକାଲି ବୀର୍ଜ୍ୟ କମ ଥିବା ମୋଟା ନହେବା ପଛରେ ଅନେକ କାରଣ ରହୁଛି ।ତେବେ ସେଗୁଡ଼ିକ କଣ ଆଉ କେମିତି ଏହି ସମସ୍ୟା ର ମୁକ୍ତି ମିଳିବ ଆସନ୍ତୁ ସେ ବିଷୟରେ ଜାଣିବା ।
ବୀର୍ଯ୍ୟ ହ୍ରାସ ହେବାର କାରଣ:-
-ତେବେ ଖୁବ କମ ବୟସରୁ ବ୍ୟକ୍ତି ଅଶ୍ଳୀଳ ଭିଡ଼ିଓ ଆଦି ଦେଖିବା ଦ୍ଵାରା ଉତେଜନା ହେଇ ହସ୍ତ ମୈଥୁନ କରି ଦିଅନ୍ତି ଯାହାର ଫଳ ସ୍ୱରୂପ ବୀର୍ଯ୍ୟ କମିବା ଆରମ୍ଭ ହେବା ସହିତ ଏହାର ପତଳା ହେଇଯାଏ ।ଆଉ ଏମିତି ସମସ୍ୟା ହେଲେ ଜଣେ ପୁରୁଷ ଖୁବ ପତଳା ହେଇଯିବା ସହିତ ତାଙ୍କ ପାଖରେ ବିଭିନ୍ନ ଶାରୀରିକ ସମସ୍ୟା ମାନ ଦେଖିବାକୁ ମିଳିଥାଏ ।
-ବର୍ତ୍ତମାନ ଆମେ ଯେମିତି ଖାଦ୍ୟ ଖାଉଛୁ ଓ ଯେମିତି ଜିବନ ବିତାଉଛୁ ତାହାର ବି ପ୍ରଭାବ ପଡିଥାଏ ବୀର୍ଯ୍ୟ ର ବୃଦ୍ଧି ଓ ହ୍ରାସ ଉପରେ ।
ବୀର୍ଯ୍ୟ କୁ ଜଳଦି ବଡାଇବାର ଉପାୟ:-
-ତେବେ ପ୍ରଥମ କଥା ଆପଣ ଯଦି ବୀର୍ଜ୍ୟ କୁ ଠିକ ରଖିବାକୁ ଚାହୁଁଛନ୍ତି ତାହେଲେ ନିଜ ଖାଦ୍ୟପେୟ ରେ ପରିବର୍ତ୍ତନ ଆଣନ୍ତୁ ।ବାହାର ଖାଦ୍ୟକୁ ଏଡାଇ ଅଧିକ ଘରୋଇ ଖାଦ୍ୟ ଖାଆନ୍ତୁ, ଫଳ ମୂଲ ଓ ପନିପରିବା କୁ ଅଧିକ ଖାଇବାକୁ ଚେଷ୍ଟା କରନ୍ତୁ ।
-ଅଶ୍ଲୀନ ଭିଡ଼ିଓ ଦେଖି ଅଳ୍ପ ବୟସରୁ ନିଜ ମାଇଣ୍ଡ କୁ ଖରାପ କରନ୍ତୁ ନାହିଁ ।ତେଣୁ ଏହି ଭିଡ଼ିଓ ଗୁଡିକ ଠାରୁ ପୁରା ଦୁରେଇ ରୁହନ୍ତୁ,ପ୍ରତ୍ୟେକ ଦିନ ମେଡିଟେସନ ଓ ଏକ୍ସାସାଇଜ କରି ନିଜ ଶରୀର କୁ ସୁସ୍ଥ ରଖିବା ସହିତ ମସ୍ତିଷ୍କ କୁ ଶାନ୍ତ ରଖନ୍ତୁ ।
-ଷ୍ଟ୍ରେସ ଓ ଚିନ୍ତା ରୁ ଯେତେ ସମ୍ଭବ ଦୁରେଇ ରୁହନ୍ତୁ ଆଉ ଜୀବନରେ ହସଖୁସିର ମାହଲ ରଖିବାକୁ ଚେଷ୍ଟା କରନ୍ତୁ ।
-ଏସବୁ ବ୍ୟତୀତ ଆପଣ ଅଁଳା ଓ ମିଶ୍ରୀ କୁ ମିଶାଇ ଏକ ଯୁସ ତିଆରି କରନ୍ତୁ ଆଉ ତାହାକୁ ରେଗୁଲାର ପିଅନ୍ତୁ ।ଏମିତି ଏହି ଯୁସ ପିଇବା ଦ୍ୱାରା ଯେଉଁ ଯେଉଁ ପୁରୁଷ ମାନଙ୍କ ର ବୀର୍ଯ୍ୟ କମି ଯାଉଥିବ ଓ ପତଳା ହେଉଥିବା ସେମାନଙ୍କ ଏହି ସବୁ ସମସ୍ୟା ଖୁବ ଜଳଦି ଦୂର ହେଇଯିବ ।ଏହା ସହିତ ପୂର୍ବରୁ କୁହାଯିବା ମୁତାବକ ପ୍ରଥମେ ନିଜ ଜୀବନରେ ବହୁତ କିଛି ପରିବର୍ତ୍ତନ ଆଣିବାକୁ ପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।