Daily news update , Real odisha local news

Exclusive :-ଶୁଣନ୍ତୁ ଭାଇରାଲ Audio Call ପୁଣି ଭେସପା ସୋରୁମ ମାଲିକ ଏବଂ ଦୀପିକା ଙ୍କ Secret ଏହି ଅଡିଓ କଲ୍ , ଶୁଣିଲେ ଅବାକ୍ ହୋଇଯିବେ…

0 8,359

ବନ୍ଧୁଗଣ ଆପଣ ମାନେ ବ୍ରହ୍ମପୁର ର ଦୀପିକା ଓ ଦିନେଶ ଙ୍କ ର ବିବାହ ର ବିବାଦ ମାମଲା ବିଷୟ ରେ ବେଶ ଭଲ ଭାବରେ ଜାଣିଥିବେ। ତେବେ ଦୀପିକା ଆଉ ଜଣେ ତପସ୍ୱୀନି ସାଜିଛନ୍ତି ଆଉ ନଖାଇ ନପିଇ ଆଜକୁ ଚାରି ଦିନ ହେବ ନିଜ ସ୍ୱାମୀ ଓ ଶାଶୂ ଶଶୁର ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି। ତେବେ ସେ ଏକା ନାହାନ୍ତି ବରଂ ତାଙ୍କ ସହ ରହିଛି ୧୮ ମାସର କୁନି ପୁଅ ଟିଏ। ତେବେ ଘଟଣା ଟି କିଛି ଏହିପରି ଥିଲା କି ଦିନେଶ ଓ ଦୀପିକା ପରସ୍ପର କୁ ଭଲପାଇ ଥିଲେ ମାତ୍ର ଦୀପିକା ଙ୍କୁ ଗର୍ଭବତୀ କରାଇ ଦିନେଶ ତାଙ୍କୁ ଧକ୍କା ଦେଇଥିଲେ।

ତେବେ କିନ୍ତୁ ଦୀପିକା ଏହାକୁ ନେଇ ହାର ମାନି ନଥିଲେ ନିଜ ଛୁଆ ର ହକ ପାଇଁ ବର୍ତ୍ତମାନ ସେ ଦିନେଶ ଙ୍କ ଘର ଆଗରେ ଆସି ଧାରଣା ରେ ବସିଛନ୍ତି।

ଧୀରେ ଧୀରେ ସମୟ ର ଗତି ସହ ତାଙ୍କର ମାମଲା ମଧ୍ୟ ଜଟିଳ ହେବାକୁ ଯାଉଛି।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଅଡିଓ କଲ ଭାଇରାଲ ହେଉଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କାରଣ ଏହି କଲ ରେ ଜଣେ ଯୁବକ ଦୀପିକା କୁ କହୁଛନ୍ତି କି କେତେ ଟଙ୍କା ନବୁ କହ , ଟଙ୍କା ନେ ଆଉ କେସ ର ଉଠାଇ ଦେଇ ମାମଲା ରଫା ଦଫା କରିଦେ ବୋଲି।

ତେବେ ସେହି ଯୁବକ ଜଣଙ୍କ ହେଉଛନ୍ତି ଭେସପା ସୋ ରୁମ ର ମାଲିକ ପାର୍ଥ ବୋଲି ଜଣା ପଡ଼ିଛି। ତେବେ ପାର୍ଥ ଦୀପିକା କୁ କଲ କରି କହୁଛନ୍ତି କି , ଟଙ୍କା ନେଇ ଦିନେଶ ନାଁ ରେ ଥିବା କେସ କୁ ଉଠାଇ ନେବାକୁ। ଆଉ ଏହି ମାମଲା ର ରଫା ଦଫା କରିବା ପାଇଁ। ତେବେ ଦୀପିକା କହିଛନ୍ତି ଯେ ” ମୋ ଇଜତ ତ ଯାଇଛି , ଟଙ୍କା ନେଇ କଣ କରିବି ମୋତେ ନ୍ୟାୟ ଦରକାର। ମୋତେ ନ୍ୟାୟ ନମିଳିବା ଯାଏ ମୁଁ କେସ ଉଠିବି ନାହିଁ କିମ୍ବା ଧାରଣା ରୁ ଉଠିବି ନାହିଁ”।


ତେବେ ଏହା ପରେ ପାର୍ଥ ତାଙ୍କୁ କହୁଛନ୍ତି କି ,”ଇଜତ ତ ଯାଇଛି ଧାରଣା ରେ ବସି କଣ କରିବ ,ଟଙ୍କା ନେଇ ଚୁପଚାପ ଚାଲିଯା ଆଉ ଦିନେଶ ନାମରେ କରିବା କେସ ଟିକୁ ଉଠେଇ ଡେ ବୋଲି।ତା ସଙ୍ଗରେ ସେ ତାଙ୍କୁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଦିନେଶ ଓ ଦୀପିକା ଙ୍କ ଫୋଟ ବିଷୟ ରେ ମଧ୍ୟ ପଚାରୁ ଥିଲେ”।ମାତ୍ର ଦୀପିକା ଯୁବକ ଙ୍କ କଥା ରେ ଜମାରୁ ପଡି ନାହାନ୍ତି ଆଉ ସେ କହିଛନ୍ତି ଯେ ମୁଁ ମୋ ସହ ହୋଇଥିବା ତଥା ମୋ ଛୁଆ ସହ ହେବାକୁ ଯାଉଥିବା ଅନ୍ୟାୟ ପାଇଁ ନ୍ୟାୟ ଦାବି ରେ ବସିଛି। ମୋତେ ନ୍ୟାୟ ଦରକାର ଟଙ୍କା ନୁହେଁ। ତେବେ ଉଭୟ ଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତାଳ୍ପ ର ଅଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.