ଦେଖନ୍ତୁ ଭିଡ଼ିଓ । ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ମହିଳା, ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…..
ବନ୍ଧୁମାନେ ଭଗବାନ ଙ୍କ ସୃଷ୍ଟି ଖୁବ ନିଆରା ଅଟେ କାହାକୁ କେମିତି ଗଡ଼ିଥାନ୍ତି ତାହା କେବଳ ତାଙ୍କୁ ହିଁ ଜଣା ।ତେବେ ଭଗବାନ ସମସ୍ତଙ୍କ ଭିତରେ କିଛି ନା କିଛି କଳା ଦେଇ ପଠେଇ ଥାନ୍ତି କିନ୍ତୁ କିଛି ଲୋକ ସେହି କଳା କୁ ଦୁନିଆ ଆଗରେ ଦେଖେଇ ପାରୁଥିବା ବେଳେ ଆଉ କିଛି ଙ୍କ ପାଇଁ ଏହି ଏହି କଳା ବାହାରକୁ ଆଣିବା ଖୁବ ମୁସ୍କିଲ ଅଟେ ।ତେବେ ଆଜିକାଲି ର ସୋସିଆଲ ମେଡିଆ ଯୁଗରେ ସମସ୍ତଙ୍କ ପାଇଁ ସହଜ ହେଇ ଗଲାଣି ନିଜର କଳା କୁ ଦୁନିଆ ଆଗରେ ଦେଖେଇବା ପାଇଁ ।ଆଉ ଏହି ସୋସିଆଲ ମେଡିଆ ଯୋଗେ ଆଜି ଜଣେ ଗରିବ ମହିଳାଙ୍କର ଅଦ୍ଭୁତ କଣ୍ଠ ସ୍ଵର ଶୁଣିବାକୁ ମିଳିଛି ।
ତେବେ କୁହାଯାଏ କି “ପ୍ରତିଭା ପ୍ରୋତ୍ସାହନ ବିନା ଆଗକୁ ବଡେନା” ତେବେ ସତରେ ଟିକିଏ ପ୍ରୋତ୍ସାହନ ଅଭାବରେ ଅନେକ ପ୍ରତିଭା କୋଉଠି ହଜି ଯାଉଛି ।ହେଲେ ବର୍ତ୍ତମାନ ସମୟରେ ସୋସିଆଲ ମେଡିଆ ଏକ ବଡ଼ ପ୍ରୋତ୍ସାହନ ପାଲଟିଛି ଆଉ ଏହି ସୋସିଆଲ ମେଡିଆରେ ନୀତିଦିନ ଅନେକ ଟେଲେଣ୍ଟ କୁ ଦେଖିବାକୁ ମିଳୁଛି ।ଆଉ ଏହି ସୋସିଆଲ ମେଡିଆ ଦୁନିଆରେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି ଏହି ମହିଳା ଜଣକ ।ଗାଁ ର ମହିଳା ଜଣକ ର ସୁନ୍ଦର ଗୀତ ଶୁଣି ତାଙ୍କୁ ନମିତା ଅଗ୍ରୱାଲ ଙ୍କ ସହିତ ତୁଳନା କରିବାରେ ଲାଗିଛନ୍ତି ।
ଆପଣ ଅନେକ ପ୍ରକାରର ଭାଇରଲ ଭିଡ଼ିଓ ଦେଖୁଥିବେ ତେବେ ଆଜିର ଭିଡ଼ିଓ ରେ ଏହି ମହିଳା ଙ୍କୁ ଦେଖନ୍ତୁ ।ମହିଳା ଜଣକ ପାଖରେ ସୁନ୍ଦର ସ୍ୱର ଥିବା ସହିତ ସେ ଗୋଟିଏ ପ୍ରାର୍ଥନା କୁ ଏତେ ସୁନ୍ଦର ଗୀତ ପରି ଗାଇ ଛନ୍ତି ଯେ ତାଙ୍କର ଏହି ଗୀତ ଯିଏ ଶିଣୁଛି ସେ ବି ଭାବବିହ୍ୱଳ ହେଇ ଯାଉଛି ।ମହିଳା ଙ୍କ ପାଖରେ ଗୀତ ଗାଇବାର ସବୁ ପ୍ରକାରର ପ୍ରତିଭା ରହିଛି କିନ୍ତୁ ତାଙ୍କର ଏହି ପ୍ରତିଭା କୋଉଠି ଲୁଚି ଯାଇଥିଲା ।ହେଲେ ଆଜିର ତାଙ୍କର ଏହି ପ୍ରାର୍ଥନା ଗୀତ ରେ ସେ ମାଆ ତାରିଣୀ ଙ୍କୁ ନିଜ ଗୁହାରି ଜଣେଇ ଥିଲେ ଆଉ ସେହି ପ୍ରାର୍ଥନା ତାଙ୍କୁ ଚର୍ଚ୍ଚା କୁ ଆଣି ଦେଇଛି ।
ତେବେ ମହିଳା ର ଏହି ଗୀତ ଟି ସତ୍ୟ ଭଞ୍ଜ ୟୁଟ୍ୟୁବ ଚେନାଲ ରେ ଦେଖିଅବକୁ ମିଳିଥିଲା ।ଆଉ ବର୍ତ୍ତମାନ ଏହି ଛୋଟ ୟୁଟ୍ୟୁବ ଭିଡ଼ିଓ ଟି ଖୁବ ଭାଇରଲ ହେବାରେ ଲାଗିଛି ।ତେବେ ମହିଳା ଜଣକ ଅଳ୍ପ ସମୟ ଭିତରେ ପ୍ରାର୍ଥନା ଟିକୁ ଯେମିତି ଗୀତର ରୂପ ଦେଉଛନ୍ତି ତାହା ଦେଖି ବଡ଼ ବଡ଼ ସିଙ୍ଗର ମାନେ ବି ତାଙ୍କର ପ୍ରଶଂସା ନକରି ରହି ପାରୁ ନାହାଁନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।