Daily news update , Real odisha local news

Jyotisha Shasta – ପ୍ରତ୍ୟେକ ବିବାହିତା ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ Periods ଚାଲୁଥିବା ସମୟରେ ଶାରୀରିକ ସମ୍ପର୍କ ଠିକ୍-ନା ଭୁଲ୍

0 413

ଆମ ସମସ୍ତଙ୍କ ଜୀବନ ନୀତି ନିୟମ ସଗୀତ ଯୋଡି ହେଇ ରହିଥାଏ ଆଉ ଜୀବନରେ ଏହି ସବୁ ଜିନିଷ ର ଅଭାବ ରହିଲେ ଆମ ଜୀବନରେ କେବେ ଭଲରେ ଯାଇ ନଥାଏ ।ତେବେ ପ୍ରତ୍ୟେକ ନାରୀ ଓ ପୁରୁଷ ଆମେ ସମସ୍ତେ ମୁଣ୍ଡରେ ସିନ୍ଦୁର ଓ ଚନ୍ଦନ ଲଗାଇଥାଉ ।ତେବେ ଆମେ ଆଜି ଏହି ସିନ୍ଦୁର କୋଉ ଜାଗାରେ ଓ କାହିଁକି ଲଗାଯାଏ ସେ ବିଷୟରେ ଆପଣଂକୁ ଜଣାଇବୁ ।ଆଉ ନାରୀ ମାନେ ବିଭିନ୍ନ ସ୍ଥାନରେ ପିନ୍ଧୁଥିବା ସିନ୍ଦୁରର ଅର୍ଥ କଣ, ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

କୋଉ ଜାଗାରେ ସିନ୍ଦୁର ପିନ୍ଧିବା ଉଚିତ:-

ବନ୍ଧୁମାନେ ମନେ ରଖିବେ ଆପଣ ଯେତେବେଳେ ବି ମୁଣ୍ଡରେ ସିନ୍ଦୁର ବା ଚନ୍ଦନ ଲଗାଉଛନ୍ତି ସେତେବେଳେ ଠିକ ଯାଗରେ ତାହା ଲଗାଇବା ଦରକାର ।ଆଉ ସେହି ଠିକ ଜାଗର ନାଁ ହେଉଛି ଆଜ୍ଞା ଚକ୍ର ।ତେବେ ଏହି ଆଜ୍ଞା ଚକ୍ର ହେଉଛି ଗଙ୍ଗା ଯମୁନା ଓ ସରସ୍ୱତୀ ର ସଙ୍ଗମ ସ୍ତଲ ଅଟେ ।ଆଉ ମଣିଷ ର ନାକ ଓ ଦୁଇ ଆଖି ମଝିରେ ଯେଉଁ ଖାଲ ରହିଛି ତାର ଟିକେ ଉପରେ ସିନ୍ଦୁର ବା ଚନ୍ଦନ ଲଗାଇବା ଉଚିତ କାରଣ ସେହି ସ୍ତନ ହେଉଛି ଆଜ୍ଞା ଚକ୍ର ।

ଭିନ୍ନ ଭିନ୍ନ ସ୍ଥାନର ସିନ୍ଦୁର ଲଗାଇବାର ଅର୍ଥ କଣ…

-ନାରୀଟିଏ ମୁଣ୍ଡରେ ବିନ୍ଦି ପରି ଯେଉଁ ସିନ୍ଦୁର ଲାଗାଇଥାଏ ତାହାର ଅର୍ଥ ହେଉଛି ତାହା ଏକ ସଙ୍କେତ ଯାହା ଅନ୍ୟ ପୁରୁଷ ତାଙ୍କୁ କେବେ ଖରାପ ନଜରରେ ଦେଖିବେ ନାହିଁ ।
-ଯେତେବେଳେ ନାରୀ ଚୁଟି ମଝିରେ ସିନ୍ଦୁର ଲଗାଇଥାଏ ତାହାର ଅର୍ଥ ସେହି ସ୍ତନ ଖୁବ ପବିତ୍ର ଅଟେ ଆଉ ଏହି ସ୍ଥାନର ସିନ୍ଦୁର ଅପବିତ୍ର ହେଲେ ସମାଜ ସେହି ନାରୀ କୁ ଖୁବ ହୀନ ନଜରରେ ଦେଖିଥାଏ, ତେଣୁ ଚୁଟି ମଝିରେ ସିନ୍ଦୁର ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ ।
-କାନ ରେ ସିନ୍ଦୁର ଲଗାଇବା ର ଅର୍ଥ, ଶାସ୍ତ୍ର ଅନୁସାରେ କାନ ମୂଳରେ ମାତା ଗଙ୍ଗା ଙ୍କ ଉପସ୍ଥିତ ରହିଛି।ଆଉ ଯେତେବେଳେ ନାରୀଟିଏ କାନ ମୂଳରେ ସିନ୍ଦୁର ଲଗାଇଥାଏ ତାହାର ଅର୍ଥ ଯେ ତାଙ୍କ ସ୍ୱାମୀ ଜୀବନ ସାରା ତାଙ୍କର ହେଇ ରୁହନ୍ତି ଆଉ କୋଉ ପର ସ୍ତ୍ରୀ ପ୍ରତି ଖରାପ ନଜରରେ ନଦେଖନ୍ତୁ ।

-କଣ୍ଠରେ ସିନ୍ଦୁର ଲଗାଇବାର ଅର୍ଥ କଣ୍ଠରେ ଭଗବାନ ଶିବଙ୍କର ଉପସ୍ଥିତ ରହିଛି ତେଣୁ ଶିବ ଯେମିତି ନିଜ ସ୍ତ୍ରୀଙ୍କୁ ଅଧିକ ଭଲପାଆନ୍ତି ଠିକ ସେମିତି ନାରୀର ସ୍ୱାମୀ ତାଙ୍କୁ ଜୀବନ ସାରା ଭଲପାନ୍ତୁ ସେହି ପାଇଁ ନାରୀ କଣ୍ଠରେ ସିନ୍ଦୁର ଲଗାଇଥାଏ ।
-ଶଙ୍ଖାରେ ସିନ୍ଦୁର ଲଗାଇବାର ଅର୍ଥ ହେଉଛି ନାରୀ ମାଆ ବୃନ୍ଦାବତୀ କୁ କହିଥାଏ ଜୀବନସାରା ଯେମିତି ସିନ୍ଦୁର ଲଗାଇଛି ମଲା ବେଳେ ବି ଯେମିତି ନିଜ ଶଙ୍ଖା ଆଉ ସିନ୍ଦୁର କୁ ନେଇକି ଯାଉ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.