ଉକୁଣୀ ଦାଉରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଜଳଦି ଦେଖନ୍ତୁ ଏହି ଭିଡ଼ିଓ…..ମାତ୍ର ଗୋଟିଏ ସପ୍ତାହ ରେ ମୁଣ୍ଡରୁ ଉକୁଣୀ କୁ ସଫା କରିବାର ଖୁବ ସହଜ ଉପାୟ……
ବନ୍ଧୁମାନେ ଛୋଟ ହୁଅନ୍ତୁ କି ବଡ଼ ବହୁତ ଜଣକ ପାଖରେ ଉକୁଣୀ ସମସ୍ୟା ଦେଖିବାକୁ ମିଳିଥାଏ ।ବିଶେଷ କରି ସ୍କୁଲ ଓ କଲେଜ ଯାଉଥିବା ପିଲାଙ୍କ ମୁଣ୍ଡରେ ଅଧିକ ଉକୁଣୀ ଦେଖିବାକୁ ମିଳିଥାଏ ।ଯେତେବେଳେ ଆପଣଙ୍କ ମୁଣ୍ଡ ଅଧିକ ଅଦା ରହୁଛି ଚୁଟି ଠିକରେ ଶୁଖୁ ନାହିଁ ସେତେବେଳେ ମୁଣ୍ଡରେ ଉକୁଣୀ ତିଆରି ହେଇଥାଏ ।ବହୁତ ସମୟରେ ଅନ୍ୟର ପାନିଆ ବ୍ୟବହାର କଲେବି ଇନଫେକ୍ଷ୍ନ ପାଇଁ ବି ମୁଣ୍ଡରେ ଉକୁଣୀ ହୁଏ ।ଆଉ ଉକୁଣୀ ଆମ ମୁଣ୍ଡରେ ଥାଇ ସବୁ ପୋଷାକ ତତ୍ତ୍ୱ ଖାଇଯିବା ସହିତ ଖୁବ ବିରକ୍ତ କରିଥାଏ ।ତେବେ ଆମେ ଆଜି ଏମିତି ଦୁଇଟି ରିମେଡି ଆପଣଂକୁ ଜଣାଇବୁ ଯାହା ଆପଣଙ୍କ ମୁଣ୍ଡର ଉକୁଣୀ କୁ ମାତ୍ର ଗୋଟିଏ ସପ୍ତାହ ରେ ବାହାର କରିଦେବ ।
ପ୍ରଥମ ରିମେଡି:-
ଆବଶ୍ୟକ ସାମଗ୍ରୀ:-
-ପିଆଜ,ରଶୁଣ,ନିମ୍ବ ପତ୍ର,ଲେମ୍ବୁ,କର୍ପୂର
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ତିଆରି କରିବା ପାଇଁ ଆପଣ ପ୍ରଥମେ ଗୋଟିଏ ପିଆଜ କୁ ନେଇ ଛୋଟ ଛୋଟ କାଟି ନିଅନ୍ତୁ ।ଏହାପରେ 5 ପାଖୁଡା ରଶୁଣ ନିଅନ୍ତୁ ଓ ମୁଠାଏ ନିମ୍ବ ପତ୍ର ନିଅନ୍ତୁ ।ଏବେ ଅଳ୍ପ ପାଣି ଦେଇ ଏହି ସବୁ ସାମଗ୍ରୀ ଙ୍କୁ ଗ୍ରାଣ୍ଡିଂ କରିନିଅନ୍ତୁ, ତାପରେ ଏସବୁର ରସ କୁ ଛାଣି ବାହାର କରନ୍ତୁ ।ତାପରେ ସେହି ପାଣିରେ ଆପଣ ଦୁଇଟି କର୍ପୂର କୁ ଗୁଣ୍ଡ କରି ପକାନ୍ତୁ ଓ ଫାଳେ ଲେମ୍ବୁ ବି ସେହି ପାଣିରେ ମିଶାନ୍ତୁ ।ବର୍ତ୍ତମାନ ଏହି ରିମେଡି ତିଆରି ଯାହାକୁ ଆପଣଙ୍କ ଚୁଟି ପାଇଁ ଖୁବ ଉପକାରୀ ହେଇଥିବା ସହିତ ଉକୁଣୀ କୁ ସଫା କରିଥାଏ ।
-ତେବେ ଗୋଟିଏ ଛୋଟ ତୁଳା କୁ ସେହି ପାଣିରେ ବୁଡାଇ ଚୁଟି ମୂଳରେ ଭଲ ଭାବରେ ସେହି ରିମେଡି ପାଣିକୁ ଲଗାନ୍ତୁ ।ଆଉ ଲଗାଇବାର 30 ମିନିଟ ପରେ ମୁଣ୍ଡ ଧୋଇ ଦିଅନ୍ତୁ ତାପରେ ସରୁ ପାନିଆ ରେ ମୁଣ୍ଡ କୁ କୁଣ୍ଡାଇଲେ ଦେଖିବେ କେତେ ଉକୁଣୀ ବାହାରି ଆସିବ ।
ଦ୍ଵିତୀୟ ରିମେଡି:-
ଆବଶ୍ୟକ ସାମଗ୍ରୀ:-
Ivermactin teblet ଓ ପାଣି/ତେଲ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
ଏହି ରିମେଡି ରେ ଆପଣ Ivermactin teblet ନିଅନ୍ତୁ ଯାହା ଏକ ଡକାର ଖାଇବା teblet ।ଏହି teblet ରୁ ଦୁଇଟି ନେଇ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ ତାପରେ ଏଥିରେ କିଛି ପାଣି ବା ତେଲ କୁ ମିଶାଇ 15 ମିନିଟ ଯାଏ ଛାଡ଼ି ଦିଅନ୍ତୁ ।ତାପରେ ଏହି teblet ମିଶା ପାଣି ବା ତେଲ କୁ ଆପଣ ଚୁଟିରେ ଭଲ ଭାବରେ ଲଗାଇ 5 ରୁ 6 ଘଂଟା ଯାଏ ଛାଡି ଦିଅନ୍ତୁ ।ତେବେ ଚିନ୍ତା କରିବେ ନାହିଁ ଏହି teblet ର କୌଣସି ଖରାପ ପ୍ରଭାବ ଆପଣଙ୍କ ଚୁଟିରେ ପଡିବ ନାହିଁ ।ଆଉ 5 ରୁ 6 ଘଂଟା ପରେ ଦେଖିବେ ମୁଣ୍ଡରେ ଥିବା ସବୁ ଉକୁଣୀ ନିଖ ମରି ସଫା ହେଇ ଯାଇଥିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।