Daily news update , Real odisha local news

ମାତ୍ର 3 ଦିନ ବାକି.. ପ୍ୟାନ – ଆଧାର ଲିଙ୍କ ନକଲେ ଭରିବାକୁ ପଡିବ ୧୦,୦୦୦ ଟଙ୍କା ର ଜରିମାନା ସମସ୍ତଙ୍କୁ ସେୟାର କରି ଜଣାନ୍ତୁ

0 40

ବନ୍ଧୁଗଣ ବର୍ତ୍ତମାନ ଆଧାର କାର୍ଡ ଓ ପାନ କାର୍ଡ କୁ ନେଇ ସରକାର ଆଣିଛନ୍ତି ଏକ ନୂଆ ନିୟମ ।ତେବେ ସରକାର ଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସମସ୍ତ ଙ୍କୁ ନିଜ ଆଧାର କାର୍ଡ ସହ ପାନ କାର୍ଡ ସଂଯୋଗ କରିବା କୁ ଥିବା ଶେଷ ସମୟ ସୀମା କୁ ପରିବର୍ତ୍ତନ କରାଯାଇ ତାହା ଆଉ କିଛି ଦିନ ବଢ଼େଇ ଦିଆଯାଇଛି।

ତେବେ ଯଦି ଏହି ନିର୍ଦ୍ଧାରିତ ସମୟ ଭିତରେ ଆପଣ ନିଜର ଆଧାର କାର୍ଡ ସଂଯୋଗ କରିବେ ନାହିଁ, ତେବେ ଏହା ପାଇଁ ଆପଣ ଙ୍କୁ ଦଣ୍ଡ ଭୋଗିବା କୁ ପଡିବ ଏବଂ ଜରିମାନା ମଧ୍ୟ ଦେବାକୁ ହେବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।

ତେବେ ସୂଚନା ଥାଉ କି , ବର୍ତ୍ତମାନ ଭାରତର ଇନକମ ଟେକ୍ସ ବିଭାଗ ଦ୍ଵାରା ଏକ ବଡ଼ ଘୋଷଣା କରାଯାଇଛି ।ଆଉ ଘୋଷଣା ରେ କୁହାଯାଇଛି କି ୨୦୨୩ ମାର୍ଚ୍ଚ ୩୧ ସୁଧା ନିଜର ଆଧାର କାର୍ଡ ସହିତ ପାନ କାର୍ଡ ର ଲିଙ୍କ କରିବାକୁ ପଡିବ ।ଆଉ ଯଦି କେହି ଏହାକୁ ନକରନ୍ତି ତାହେଲେ ତାଙ୍କୁ ବହୁତ କିଛି ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ।ଯେମିତି କି ବ୍ୟାଙ୍କ ରେ ଖାତା ଖୋଲିବା ଠାରୁ ଆରମ୍ଭ କରି ଯେକୌଣସି ସେଆର ମାର୍କେଟ ବିଜିନେସ ଯାଏ ସବୁଠି ଖୁବ ଅସୁବିଧା ହେବା ।ଏହା ବ୍ୟତୀତ ବଡ଼ କଥା ହେଉଛି ଏହି ସମୟ ଭିତରେ ଆପଣ ଆଧାର ସହିତ ପାନ ଲିଙ୍କ ନହେଲେ ଆପଣଙ୍କ ପାନ କାର୍ଡ ଖାରଚ ହେଇଯିବ ।

ତେବେ ଯଦି କେହି ବି ସେହି ଖାଅର୍ଚ୍ଚ ପାନ କାର୍ଡ କୁ ବ୍ୟବହାର କରିବେ ତାହେଲେ ତାଙ୍କୁ ଜୋରିମାନା ବାବଦକୁ ୧୦,୦୦୦ ଟଙ୍କା ଦେବାକୁ ପଡିବ ।ଆଉ ଏହି ନିର୍ଦେଶ ଇନକମ ଟେସ୍କ ଧାରା ବ୍ର ଧାରା ୨୭୨ ( B) ଅନୁସାରେ ଦିଆଯାଇଛି ।ତେବେ ବର୍ତ୍ତମାନ ଯେକେହି ବି ଏହି ଲିଙ୍କ କରିବେ ତାହେଲେ ତାଙ୍କୁ ୧୦୦୦ ଫାଇନ ଦେବାକୁ ପଡିବ ।ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ସୁଳ୍କ ବୋର୍ଡ ୨୦୨୨ ଠାରୁ ୧୦୦୦ ଟଙ୍କା ର ଫାଇନ ଧାର୍ଯ୍ୟ କରିଥିଲେ ।ତେଣୁ ଏହି ନିୟମ ଅନୁଯାୟୀ ଆପଣ ବର୍ତ୍ତମାନ ଏହି ଲିଙ୍କ କରିବା ପୂର୍ବରୁ ୧୦୦୦ ଫାଇନ ଭରି ରେଜିଷ୍ଟ୍ରେସନ କରିପାରିବେ ।

ଆପଣ ନିଜେ ଘରେ ବଶି ଏହି ଲିଙ୍କ କରିପାରିବେ ଏଥିପାଇଁ ଆପଣଂକୁ ଇନକମ ଟେକ୍ସ ର ଅଫିସିଆଲ ୱେବ ସାଇଟ www.incometax.gov.in ଲଗିନ କରିବାକୁ ପଡିବ ।ଏହାପରେ ପ୍ରଥମେ ଆପଣ ୧୦୦୦ ଟଙ୍କା ଫାଇନ ଦେବାକୁ ପଡିବ ଓ ତାପରେ ଯେମିତି ଯେମିତି ପେଜ ଖୋଲିବ ତାହାକୁ ପୂରଣ କରିବେ ।ଆଉ ଶେଷରେ ପ୍ରସେସ ଅପସନ ରେ କ୍ଲିକ କଲେ ଆପଣଙ୍କ ର ଆଧାର କାର୍ଡ ସହିତ ପାନ କାର୍ଡ ଲିଙ୍କ ହେଇଯିବ ।ତେବେ ଦର୍ଶକବନ୍ଧୁ ଆପଣ ମାନେ ଯଦି ଏହି ଲିଙ୍କ ଏଯାଏ କରିନାହାନ୍ତି ତାହେଲେ ଜଳଦି କରନ୍ତୁ ନହେଲେ ଖୁବ ହଇରାଣ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.