Daily news update , Real odisha local news

ଆଃ କି ମାଡ଼….ବାଡେଇ ବାଡେଇ ଭୂତ (Ghost) କୁ ବାହାର କରିଦେଲେ ବାବା ତାନ୍ତ୍ରିକ ଛୋଟ ପିଲା ଦେଖନ୍ତୁ ନାହିଁ….Delete ହେବା ଆଗରୁ ଥରେ ଦେଖି ନିଅନ୍ତୁ…

0 29,408

ଆ କି ମାଡ଼, ବେତ ବାଡ଼ି ରେ ବାଡେଇ ବାଡେଇ ପ୍ରେତାତ୍ମା କୁ ଭୋଗେଇ ଦେଉଛନ୍ତି ଏହି ତାନ୍ତ୍ରିକ। ଅଧ ରାତ୍ରି ରେ ଚାଲିଛି ପୂଜା ପାଠ ଆଉ ତା ସାଙ୍ଗକୁ ବେତ ବାଡ଼ି ରେ ଭୂତ ଉପରେ ପଡୁଛି ମାଡ଼ , କି ମାଡ଼ ଆଆପଣ ମଧ୍ୟ ଦେଖିଲେ ଡରି ଯିବେ ଭୂତ କଣ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା କି ଯେ ଭୂତ ଟି ମଧ୍ୟ ଏହି ବାବା ତଥା ତାନ୍ତ୍ରିକ ର ମାଡ଼ ରେ ଯୁବକ ଙ୍କୁ ଛାଡି ପଳେଇ ଯାଇଛି। ତେବେ ଆପଣ ମାନେ କଣ ବିଶ୍ୱାସ କରନ୍ତି କି ବର୍ତ୍ତମାନ ର ଆଧୁନିକ ଯୁଗରେ ମଧ୍ୟ ଲୋକଙ୍କ ଦେହ ରେ ଭୂତ ଲାଗୁଛନ୍ତି ଆଉ ତାକୁ ଗୁଣିଆ ମାନେ ବାହାର କରି ଦେଉଛନ୍ତି ବୋଲି। ତେବେ ଆସନ୍ତୁ ଜାଣିବା ଏହି ଭିଡ଼ିଓ ଟି ବିଷୟ ରେ।

ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ ,ରାତ୍ରି ର ଅନ୍ଧକାର ରେ ଜଣେ ତାନ୍ତ୍ରିକ ଗୋଟିଏ ଫାଙ୍କା ସ୍ଥାନରେ ବସିଛନ୍ତି ଆଉ ତାଙ୍କର କିଛି ତନ୍ତ୍ର ମନ୍ତ୍ର କରୁଛନ୍ତି। ଗୋଟିଏ ଗୋଳେଇ ମଧ୍ୟ କରାଯାଇଛି ଯାହା ଭିତରେ ଜଣେ ଯୁବକ ପଡିଛନ୍ତି ଆଉ ଭିନ୍ନ ଭିନ୍ନ ଅଜୀବ ପ୍ରକାରର କାମ ସବୁ କରୁଛନ୍ତି। ତେବେ କୁହାଯାଉଛି କି ସେହି ଯୁବକ ଙ୍କ ଦେହ ରେ ପ୍ରେତାତ୍ମା ଵଶ କରି ରହିଛି ଆଉ ତାକୁ ବାହାର କରିବା ପାଇଁ ଆସିଛନ୍ତି ଏହି ବାବା ତାନ୍ତ୍ରିକ।


ତେବେ ସେ ସେହି ଯୁବକ କୁ ନିଜ ବାଡ଼ି ରେ ଧୂମ ମାରୁଛନ୍ତି ଆଉ ଯୁବକ ଜଣଙ୍କ ମଧ୍ୟ ଏହିପରି ସବୁ ବ୍ୟବହାର କରୁଛନ୍ତି ଯେପରି ସତରେ ସେ କାହାର ଵଶ ରେ ଅଛନ୍ତି। ଆଉ ଏହିଭଳି ମାଡ଼ ପରେ ଯୁବକ ଜଣଙ୍କ ହଠାତ ତଳେ ପଡି ବେହୋସ ହୋଇ ଯାଉଛନ୍ତି ଆଉ ବାବା ଜଣଙ୍କ କହିଛନ୍ତି କି ତା ଦେହ ରେ ଥିବା ପ୍ରେତାତ୍ମା ବାହାରି ଯାଇଛି ବୋଲି। ତେବେ ଭିଡ଼ିଓ ଟି ବହୁତ ଭୟାନକ ମଧ୍ୟ ଲାଗୁଚି। ତେବେ ଆପଣ ମାନେ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.