Daily news update , Real odisha local news

Jyotisha Shastra – ଶନିଦେବ ଚଳିଲେ ଓଲଟା ଗତି ! ଯଦି ଆପଣଙ୍କ ରାଶି ବୃଷ, କନ୍ୟା, କର୍କଟ, କୁମ୍ଭ, ବିଛା ଓ ଧନୁ ରାଶି ଅଟେ, ତେବେ ଜାଣନ୍ତୁ ପ୍ରଭୁ ଶନିଦେବ ଙ୍କ କୃପାରୁ କ’ଣ ସବୁ ଘଟିବାକୁ ଯାଉଛି….

0 20

ବନ୍ଧୁମାନେ ଆମ ଜୀବନ ଚକ୍ର ଆର୍ଥିକ ଜନ୍ମ ମୃତ୍ୟୁ ଭିତରେ ଅନେକ ଘଟଣା ଘଟିଥାଏ ଆଉ ସେହି ଘଟଣା କେତେବେଳେ ଖୁବ ଦୁଃଖ ଦେଇଥାଏ କେତେବେଳେ ଖୁବ ଖୁସି ।ତେବେ ଏମିତି ସବୁ ଘଟଣା ଘଟିବାର କାରଣ ହେଉଛି ଆମ ରାଶି ଗୁଡିକ ଉପରେ ପଡୁଥିବା ଗ୍ରହ ମାନଙ୍କ ର ପ୍ରଭାବ ।ଯେତେବେଳେ ଯେତେବେଳେ ଗ୍ରହ ମାନଙ୍କର ଚଳନ ହେଇଥାଏ ତାହାର ଭଲ ଓ ଖରାପ ପ୍ରଭାବ ଆମ ରାଶି ଉପରେ ପଡ଼ିଥାଏ ।ତେବେ ନିକଟରେ ଜଣା ପଡ଼ିଛି କି ଶନି ଦେବଙ୍କ ଓଲଟା ଚଳନ ଆରମ୍ଭ ହେଉଛି ଆଉ ଏହାର ପ୍ରଭାବ 5ଟି ରାଶି ଉପରେ ପଡ଼ିବାକୁ ଯାଉଛି ।

ତେବେ ଭଗବାନ ଶନି ଙ୍କୁ ନ୍ୟାୟର ଦେଵତା କୁହାଯାଏ, ଯିଏ ଭୁଲ କରିଥାଏ ଭଗବାନ ଶନିଙ୍କର କୁ ଦୃଷ୍ଟି ସେମାନଙ୍କ ଉପରେ ପଡିଥାଏ ।ଆଉ ଯିଏ ଭଲ କାମ କରେ ତାଙ୍କ ଉପରେ ଶନିଦେଵ ଙ୍କର କୃପା ରହିଥାଏ ।ତେବେ ବର୍ତ୍ତମାନ କୋଉ 5ଟି ରାଶି ଶନିଦେଵ ଙ୍କର କୁଦୃଷ୍ଟି ଓ ସୁଦୃଷ୍ଟି ରେ ପଡ଼ିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ।

1.କର୍କଟ ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶନିଦେଵ ଙ୍କର ଏହି ଚଳନ ସୁଫଳ ଆଣିଦେବ, ଆପଣଙ୍କ ର ପୂର୍ବରୁ ଅଟକି ରହିଥିବା କାମର ଆରମ୍ଭ ହେବ ।ଘରେ ଧନର ଆଗମନ ହେବ, ଚାକିରୀ ଓ ବ୍ୟବସାୟ ପାଇଁ ଚେଷ୍ଟା କରିଥିଲେ ସେଥିରେ ସଫଳ ହେବେ,ପାରିବାରିକ ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ।

2.କନ୍ୟା ରାଶି:-
ଭଗବାନ ଶନି ଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର ସବୁ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି ।ଆପଣଙ୍କ ଅଚାନକ ଧନ ପ୍ରାପ୍ତି ର ଯୋଗ ବନୁ ଅଛି,ବ୍ୟାପାର ଓ ବ୍ୟବସାୟ ରେ ଖୁବ ଉନ୍ନତି କରିବେ ।ଆପଣ ଙ୍କ ପାଇଁ ଏହି ସମୟ ଟି ଖୁବ ଉତ୍ତର ଅଟେ ତେଣୁ କୌଣସି ବି ନୂଆ କାମକୁ ଆରମ୍ଭ କରିପାରିବେ ।

3.ବୃଷ ରାଶି:-
ଏହି ରାଶି ଉପରେ ଶନି ଦେବ ଖୁବ ପ୍ରସନ୍ନ ଅଟନ୍ତି, ତେଣୁ ଆପଣଙ୍କ ର ସବୁ କାମ ଠିକରେ ହେବାକୁ ଲାଗିବ ।ଆପଣଙ୍କ ମନ କାମରେ ଲାଗି ରହିବ ଓ ପରିବାର ଭିତରେ ସବୁବେଳେ ଖୁସି ଲାଗି ରହିବ ।

4.କୁମ୍ଭ ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କର ଅଟକି ରହିଥିବା କାମ ବର୍ତ୍ତମାନ ସଫଳତା ହାସଲ କରିବ ।ଚାକିରୀ କ୍ଷେତ୍ରରେ ବ୍ୟକ୍ତି ସଫଳତା ହାସଲ କରିବେ,ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଟି ଖୁବ ଉତ୍ତମ ଅଟେ ।ତେବେ ଅନେକ ଚମତ୍କାର ଘଟଣା ଆପଣ ଜୀବନରେ ଘଟିବାକୁ ଯାଉଛି ।

5.ବିଛା ରାଶି:-
ଆପଣଙ୍କ ଜୀବନର ଭାଗ୍ୟ ଦ୍ୱାର ଖୋଲିବାକୁ ଯାଉଛି ଘରକୁ ବହୁତ ଧନ ର ଆଗମନ ହେବାକୁ ଯାଉଛି ।ଆପଣଂକୁ ସମସ୍ତ ପ୍ରକାର ସୁଖ ସିବିଧା ମିଳିବ ଓ ଆପଣଙ୍କ ର ସମସ୍ୟା ଅସୁବିଧା ର ଅନ୍ତ ଘଟିବ ।

Leave A Reply

Your email address will not be published.