ବର୍ତ୍ତମାନ ଆଧୁନିକ ଯୁଗରେ ସମସ୍ତେ ଏତେ ମାତ୍ରାରେ ଆଧୁନିକତା କୁ ଆପଣେଇ ନେଇଛନ୍ତି କି ନିଜର ରୀତିନୀତି ପରମ୍ପରା କୁ ଭୁଲ ଯାଇଛନ୍ତି ଆଉଅ ଆପଣେଇ ନେଇଛନ୍ତି ବିଦେଶୀ ସଭ୍ୟତା ।
ତେବେ ବହୁତ ସମୟରେ ଏହି ଆଧୁନିକ ର ନୂଆ ରଙ୍ଗରେ ଲୋକମାନେ ଏତେ ମତୁଆଲା ଯେ ବହୁତ ଡ଼ମ୍ବରେ ବିପଦ ମୁହଁରେ ପିଡ଼ି ଜୀବନ ହରେଇ ଦେଉଛନ୍ତି ।ତେବେ ଅଜନୀ ଆଶ୍ଚର୍ଯ୍ୟ ହେବେ କି ନିକଟରେ ପ୍ରି ୱେଡିଙ୍ଗ ଫୋଟ ସୁଟ କରିବାକୁ ଯାଇ ଗୋଟିଏ କପୁଲ ଏମିତି ନାମ ନେଇଛନ୍ତି କି ଯାହା ଦେଖିଲେ ବି ବିଶ୍ୱାସ ହେବ ନାହିଁ ।
ତେବେ ବର୍ତ୍ତମାନ ତ ଜାଣିଛନ୍ତି ବିବାହ ଠିକ ହେବା ପରେ ଉଭୟ କପୁଲ ପ୍ରି ୱେଡିଙ୍ଗ ଫୋଟ ସୁଟ କରୁଛନ୍ତି ।ଆଉ ସେତିକି ନୁହେଁ ସେହି ଫୋଟ ସୁଟ ପୁଣି କିଛି ଏମିତି ଯାଗା ଗୁଡିକରେ ହେଉଛି ଯେଉଠିକୁ ଯିବାକୁ ବି ଡର ଲାଗିଥାଏ ।ହେଲେ ଲୋକ ନିଜ ଖୁସି ପାଇଁ ଏମିତି କରୁଛନ୍ତି ତେବେ ଆଜିର ଏହି ଘଟଣା ବିଷୟରେ ଶୁଣିଲେ ଆପଣ ଏମିତି କିଛି ଫୋଟ ଉଠେଇବାକୁ ଡରିବେ ।ତେବେ ଝରଣା ମଝିରେ କପଲ ଫୋଟ ଉଥାଉ ଥିବା ବେଳେ ହଠାତ ମାଡି ଆସିଲା ପାଣି ଆଉ ତାପରେ ପରିସ୍ଥିତି ପୁରା ବିଗିଡି ଭୟଙ୍କର ହେଇ ଗଲା ।
ସୂଚନା ମୁତାବକ ରାଜସ୍ଥାନ ର ରାଜସ୍ଥାନର ଚିତର ଗଡ଼ ସହରର କୋଟାରେ ରହୁଥିବା ଆଶିଷ ଗୁପ୍ତା ଙ୍କ ସହିତ ଶିଖା ଙ୍କର ବିବାହ ଠିକ ହେଇଥିଲା ।ତେବେ ବିବାହ ପାଇଁ ଦିନ ଠିକ କରାଯିବା ପରେ ଉଭୟ ପ୍ରି ୱେଡିଙ୍ଗ ଫୋଟ ସୁଟ ପାଇଁ ପ୍ରାବଧ ଘାଟ ସହରରେ ଥିବା ଏକ ଝରଣା ନିକଟକୁ ଯାଇ ଥିଲେ ।ତେବେ ଫୋଟ ସୁଟ ଚାଲିଥାଏ କିନ୍ତୁ ସେହି ରାଣାପ୍ରତାପ ସାଗରରେ ଥିବା ଡ୍ୟାମର ଗେଟ ଖୋଲି ଦିଆ ଯାଇଥିଲା ।ଆଉ ଏହାପରେ ଝରଣାର ଜଳସ୍ତର ହଠାତ ବଡି ଯାଇଥିଲା ତେବେ ଏପଟେ ଫୋଟ ସୁଟ କରୁଥିବା କପଲଙ୍କୁ ଏ ବିଷୟରେ ଜଣା ନଥିଲା।
ଆଉ ହଠାତ ପାଣି ବଡି ଯିବାରୁ ଦୁହେଁ କପଲ କ କ୍ୟାମେରା ମେନ ଓ ଆଉ ଜଣେ ବ୍ୟକ୍ତି ପାଣି ଘେର ଭିତରେ ରହି ଯାଇଥିଲେ ।ତେବେ କ୍ୟାମେରା ମେନ କେମିତି ପାଣି ସୁଅରୁ ବାହାରକୁ ଆସି ନିକଟରେ ଥିବା ଥାନାରେ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲା ।ଆଉ ସୂଚନା ପାଇ ପାଣିରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ ।ତେବେ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ତ ଅଛନ୍ତି କିନ୍ତୁ ଫୋଟ ଉଠାଇବାକୁ ଯାଇ କମିଟି ଜୀବନ ବିପଦରେ ପଡିଲା ଆପଣ ଦେଖି ପାରୁଛନ୍ତି ନିଶ୍ଚିତ ମତେବେ ଆପଣ ବି ଏମିତି କିଛି କରୁଛନ୍ତି ଯଦି ସତର୍କ ରୁହନ୍ତୁ ନହେଲେ ଆପଣଙ୍କ ସହ ବି ଏମିତି ଦୁର୍ଘଟଣା ଘଟିପାରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।