Daily news update , Real odisha local news

ଦେଖନ୍ତୁ ଗାଁ ଭିତରେ ଭାଇରାଲ ହେଲା ଜବରଦସ୍ତ କଳି ( JHAGADA )… ଭିଡ଼ିଓ ଦେଖିଲେ ମଜା ଆସିଯିବ….

0 10,623

ବନ୍ଧୁମାନେ ଅନେକ ସମୟରେ ସୋସିଆଲ ମେଡିଆରେ କିଛି ଏମିତି ଘଟଣାର ଭିଡ଼ିଓ ଭାଇରଲ ହେଇଥାଏ ଯାହାକୁ ଦେଖିଲେ ଖୁବ ଖରାପ ଲାଗେ ।ତେବେ ଆପଣ ମାନେ ତ ଜାଣିଥିବେ ଗାଁ ହେଉବ ସହର କୋଉଠି ପାଟି ତୁଣ୍ଡ ଓ ଝଗଡା ହେଲେ ଲୋକଙ୍କ ଭିଡ଼ ଜମିଥାଏ ତାହାକୁ ଦେଝିବା ପାଇଁ ।

ଆଉ ଆଜି ସେମିତି କିଛି ଝଗଡା ର୍ଭିଡ଼ିଓ ସୋସିଆଲ ମେଡିଆ ରେ ଭାଇରଲ ହେଉଛି , ଦୁଇ ଜଣ ମହିଳା ଯେମିତି ଝଗଡା କରୁଛନ୍ତି ଦେଖିଲେ ହୋସ ଉଡିଯାଉଛି ।ଆଉ କିଛି କ୍ଷେତ୍ରରେ ରେ ଖିବାକୁ ଗକେ ଭିଡ଼ିଓ ଟି ଦର୍ଶକ ଙ୍କୁ ଖୁବ ଏଣ୍ଟଟେନମେଣ୍ଟ ବି କରୁଛି, କାରଣ ଏହି ଝଗଡା କିଛି ସାଧାରଣ ଝଗଡା ନୁହେଁ ।

ତେବେ ଆପଣ ଦେଖୁଥିବେ କି ଗାଁ ମାନଙ୍କ ରେ ଛୋଟ ଛୋଟ କଥାକୁ ନେଉ ବାଦ ବିବାଦ ଆରମ୍ଭ ହେଇ ଯାଇଥାଏ ।ଆଉ ଥରେ ଗାଁ ମହିଳା ଙ୍କ ଭିତରେ କଳି ଆରମ୍ଭ ହେପେ ତାଗ ଥମିବାର ନାଁ ନିଏ ନାହିଁ, ତେବେ ଏହି ଝଗଡା ଭିତରେ ମହିଳା ମାନେ ସଂଯମତା ହେରେଇ ଦିଅନ୍ତି ।ଝଗଡା ଭିତରେ ବହୁତ ଖରାପ ଭାଷା ର ବ୍ୟବହାର କରିବା ସହିତ ମାରପିଟ କରିବାକୁ ପଛେଇ ନଥାନ୍ତି ସେହି ମହିଳା ମାନେ ।ତେବେ ଆଜିର ଏହି ଭିଡ଼ିଓ ରେ ଦୁଇ ଜଣ ମହିଳା ଉଭୟ ଙ୍କୁ ଖରାପ କଥା କହି ଗାଳି କରିବା ସହିତ ଖୁବ ଜୋର ରେ ଝଗଡା କରୁଛନ୍ତି କିନ୍ତୁ ଉଭୟ ଯେମିତି ନାଚି ନାଚି ଝଗଡା କରୁଛନ୍ତି ଦେଖିଲେ ଖୁବ ହସ ଲାଗୁଚି ।

ତେବେ ଭିଡ଼ିଓ ରେ ଆପଣ ଦେଖି ପାରୁଥିବେ ବି ଦୁଇ ଜଣ ମହିଳା ନିଜ ନିଜ ଶାଡୀ କୁ ଟେକି ଜଣେ ଅନ୍ୟ ଜଣଙ୍କ ଉପରକୁ ଡେଇଁ ଯାଇ ଝଗଡା କରୁଛନ୍ତି ।ମଝିରେ ମଝିରେ ଖୁବ ଖରାପ ଭାଷା ଗୁଡିକର ବ୍ୟବହାର ବି ହେଉଛି ଏହା ଛଡ଼ା ମହିଳା ଦୁଇ ଜଣ ଗାଳି କଲାବେଳେ ନାଚି ଯାଉଛନ୍ତି ।ଆଉ ଏହି ଦୃଶ୍ୟ ଦେଖିବାକୁ ଖୁବ ମଜା ଲାଗୁଥିବା ବେଳେ ଅନେକ ଲୋକଙ୍କ ଭିଡ଼ ବି ଜମିଛି ଘଟଣା ସ୍ଥାନରେ ।ଆଉ ସେହି ଭିତରୁ କେହି ଏହି ଘଟଣା ର ଭିଡ଼ିଓ ସୋସିଆଲ ମେଡିଆରେ ଭାଇରଲ କରିବା ପରେ ଭିଡ଼ିଓ ଟିକୁ ବହୁତ ଲୋକ ଦେଖିବାରେ ଲାଗିଛନ୍ତି ।

ହେଲେ ଏବେ ଯାଏ ଜଣା ପଡ଼ିନାହିଁ କି ଏହି ଘଟଣା କୋଉ ଜାଗାର, ଆସୁ ଝଗଡା କୋଉ କାରଣ ପାଇଁ ହେଉଛି ।ତେବେ ମହିଳା ଦୁଇ ଜଣ ଯେମିତି ନାଚଗୀ ନାଚି ଝଗଡ଼ା କରୁଛନ୍ତି ତାହା ଦେଖି ଜଣା ପଡୁଛି କି ବୋଧେ ସେମାନେ କୋଉ ନିଶା ରେ ଅଛନ୍ତି ।ତେବେ ଅନେକ ଝଗଡା ଆପଣ ଗାଁ ଗହଳି ରେ ଦେଖିଥିବେ କିନ୍ତୁ ଏହା ଖୁବ ନିଆରା ତେଣୁ ଦର୍ଶକ ବି ଏହି ଝଗଡା ର ମଜା ନେବାରେ ଲାଗିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.