Daily news update , Real odisha local news

ଓଡିଶାର No-1ସିଙ୍ଗର “ନମିତା ଅଗ୍ରୱାଲ ” କିପରି ତାଙ୍କ ଶାଶୁଙ୍କ ଯତ୍ନ ନେଉଛନ୍ତି…ମାତ୍ର 4 ଘଣ୍ଟାରେ 1215k ରୁ ଅଧିକ ଲୋକ ଦେଖି ସାରିଲେଣି…

0 15,294

ବନ୍ଧୁଗଣ ଆମେ ଆମର ପ୍ରିୟ ଅଭିନେତା ଓ ଅଭିନେତ୍ରୀ, ଗାୟକ ଗାୟିକା ତଥା କଳାକାର ମାନଙ୍କ ସହ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ହୋଇ ରହିଥାଉ। ତାଙ୍କର ପ୍ରତ୍ୟେକ ଫିଲ୍ମ, ପାରିବାରିକ ଘଟଣା ଏମିତି କି ତାଙ୍କ ଜୀବନ ର ସମସ୍ତ ଘଟଣା ସହ ଆମେ ଜଡିତ ଅଟୁ।

ତେବେ ଯେତେବେଳେ ବି ସେମାନେ ସୋସିଆଲ ମିଡ଼ିଆ ରେ ଲାଇଭ ଆସନ୍ତି କିମ୍ବା କୌଣସି ଭିଡିଓ ଆପଲୋଡ଼ କରିଥାନ୍ତି ସେତେବେଳେ ଆମେ ତାହା ଦେଖୁ ଆଉ ଖୁସି ହେଉ। ଆମକୁ ଭଲ ମଧ୍ୟ ଲାଗେ ତାଙ୍କର ଅଭିନୟ ଦେଖି ମନରଞ୍ଜନ କରିବା ସହ ତାଙ୍କ ବିଷୟରେ ସୁଖ ଦୁଖଃ ଜାଣିବା କୁ।

ଖାଲି ଏତିକି ନୁହେଁ ବରଂ ଏହି କଳାକାର ତଥା ସେଲିବ୍ରେଟି ମାନେ ନିଜର ପ୍ରେମ ସମ୍ପର୍କ ଏବଂ ବୈବାହିକ ସମ୍ପର୍କ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଆମ ଓଲିଉଡ ର ସୁପର ସିଙ୍ଗିର ନମିତା ଅଗ୍ରୱାଲ ଙ୍କ ର ଏକ ଭାଇରାଲ ଭିଡ଼ିଓ ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଦେଖିଲେ ଆପଣ ମଧ୍ୟ ଭାବ ବିହ୍ୱଳ ହୋଇଯିବେ। ତେବେ ବନ୍ଧୁଗଣ ଆପଣ ମାନେ ଗାୟିକା ନମିତା ଅଗ୍ରୱାଲ ଙ୍କୁ ବେଶ ଭଲ ଭାବ ରେ ଜାଣିଥିବେ। ସେ ତାଙ୍କର ଗୀତ ମାଧ୍ୟମ ରେ ସାରା ଓଡିଶା କୁ ପାଗଳ କରିଛନ୍ତି। ତେବେ ବର୍ତ୍ତମାନ ସେ ସୋସିଆଲ ମିଡ଼ିଆ ରେ ମଧ୍ୟ ଆକ୍ଟିଭ ରହୁଥିବା ର ଆପଣ ଦେଖିବା କୁ ପାଉଥିବେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନମିତା ଅଗ୍ରୱାଲ ଏବଂ ତାଙ୍କ ଶାଶୂ ଙ୍କ ର ଏକ ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି ଗାୟିକା ନମିତା ଙ୍କୁ କୁଣ୍ଢାଇ ତାଙ୍କର ଶାଶୂ ବହୁତ କାନ୍ଦିଛନ୍ତି। ତେବେ ଭିଡ଼ିଓ ଟି କିଛି ଏହିପରି ଥିଲା କି ନମିତା ଙ୍କ ଶାଶୂ ପୁରା ବୁଢ଼ୀ ହୋଇଗଲେଣି ଆଉ ତାଙ୍କର କେଶ ସବୁ ପାଚି ଧଳା ହୋଇଗଲାଣି। ତେବେ ନମିତା ତାଙ୍କ ଶାଶୂ ଙ୍କୁ ବହୁତ ଭଲ ପାଆନ୍ତି ଆଉ ତାଙ୍କ ଶାଶୂ ମଧ୍ୟ ନମିତା ଙ୍କୁ ବେଶ ପସନ୍ଦ କରନ୍ତି।

ତେବେ ଭାଇରାଲ ଭିଡ଼ିଓ ଟିରେ ନମିତା ଙ୍କ ଶାଶୂ ତାଙ୍କୁ ଧରି କୁଣ୍ଢେଇ ଥିଲେ ଆଉ ପରେ କାନ୍ଦିବା କୁ ଲାଗିଲେ। ତେବେ ନମିତା ମଧ୍ୟ ତାଙ୍କୁ ନିଜ ମା ପରି କୋଳେଇ ନେଲେ। ତେବେ ଅନ୍ୟ ଏକ ଭିଡ଼ିଓ ରେ ମଧ୍ୟ ଦେଖା ଯାଇଥିଲା କି ନମିତା ତାଙ୍କ ଶାଶୂ ଙ୍କ ସହ ମିଶି ଭଗବାନ ଙ୍କୁ ପ୍ରାର୍ଥନା କରୁଥିବା ର। ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି ନମିତା ଙ୍କ ର ଏହି ଭିଡ଼ିଓ ଟି ଯାହାକୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଆପଣ ଙ୍କ ଆଖିରେ ଲୁହ ଆସିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.