Daily news update , Real odisha local news

“ମୋତେ ସେ ବାଧ୍ୟକଲା ଖରାପ ରିଲେସନ ରଖିବା ପାଇଁ ..ସେଥିପାଇଁ କାଟିଦେଲି “

0 2

“ମୋତେ ସେ ଖରାପ ରିଲେସନ ରଖିବା କୁ ବାଧ୍ୟ କରୁଥିଲା, ଆଉ ମୁଁ ମନା କରିବାରୁ ସେ ମୋ ସହ ଜୋର କରି ସେହିପରି କରିବାକୁ ଚାହିଁଲା। ଆଉ ଏଥିରେ ରାଗି ଯାଇ ମୁଁ ତାର ଯୌନାଙ୍ଗ କୁ କାଟିଦେଲି ନହେଲେ ମୋର ତାଙ୍କୁ ମାରିବାର କୌଣସି ଇରାଦା ନଥିଲା”। ବନ୍ଧୁଗଣ ଏହା କହିଛନ୍ତି ଆଳି ର ଭଗବାନ ଙ୍କ ଯୌନାଙ୍ଗ କାଟି ଥିବା ତାଙ୍କର ବନ୍ଧୁ ଅକ୍ଷୟ ରାଉତ।

ତେବେ ପୋଲିସ ହାତ ରେ ଧରା ପଡିବା ପରେ ଏହିପରି ମତ ଦେଇଛନ୍ତି ସେ , ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି, କିଛି ଦିନ ତଳେ ଆଳି ଅଞ୍ଚଳ ରୁ ଏକ ଘଟଣା ଶୁଣିବା କୁ ମିଳିଥିଲା କି ଭାଗବତ ନାମକ ଜଣେ ଯୁବକ ଙ୍କ ର ଯୌନାଙ୍ଗ ତାଙ୍କ ବନ୍ଧୁ କାଟି ଦେଇଥିଲେ ବୋଲି। ତେବେ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ରାଉତ ବର୍ତ୍ତମାନ ପୋଲିସ ହାଜତ ଭିତରେ ରହି ପୁରା ଘଟଣା ବିଷୟ ରେ କହିଛନ୍ତି। ତେବେ ଅକ୍ଷୟ କହିଛନ୍ତି କି ଭାଗବତ ଓ ତାଙ୍କର ଫେସବୁକ ରେ ବନ୍ଧୁ ହୋଇଥିଲେ। ଆଉ ଏହା ପରେ ଭାଗବତ ତାଙ୍କୁ ତଣ୍ଟି ସମୁଦ୍ର କୂଳ କୁ ବୁଲିବାକୁ ଡାକିଥିଲେ। ମାତ୍ର ବନ୍ଧୁଙ୍କ ସହ ବୁଲିବାକୁ ଆସି ଫସି ଯାଇଥିଲେ ଅକ୍ଷୟ।

ତେବେ ତାଙ୍କର କହିବା ଅନୁସାରେ ଭାଗବତ ଙ୍କୁ ସମଲିଙ୍ଗୀ ସମ୍ପର୍କ ଉପରେ ଆଗ୍ରହ ଥିଲା , ଆଉ ପ୍ରଥମ ଥର ସେ ଅକ୍ଷୟ ଙ୍କୁ ଡାକିବା ପରେ ସେହି ସମୁଦ୍ର କୁଳ ରେ ତାଙ୍କୁ ବାଧ୍ୟ କରିଥିଲେ ଖରାପ ସମ୍ପର୍କ ରଖିବା ପାଇଁ।ତେବେ ଏଥିରେ ବାଧ୍ୟ ହୋଇ ଅକ୍ଷୟ ତାଙ୍କ ସହ ସମ୍ପର୍କ ରଖିଥିଲେ ମଧ୍ୟ ମାତ୍ର ଏତିକି ରେ ଭାଗବତ ଙ୍କ ମନ ଭରି ନଥିଲା ସେ ଅକ୍ଷୟ ଙ୍କୁ ପୁଣି ଥରେ ଡାକିଥିଲେ ସମୁଦ୍ର କୂଳ କୁ ଏବଂ ତାଙ୍କ ସହ ଖରାପ ସମ୍ପର୍କ ରଖିବା କୁ ବାଧ୍ୟ କରିଥିଲେ। ତେବେ ଏଥିରେ ଖୁବ ରାଗି ଯାଇଥିଲେ ଅକ୍ଷୟ ଆଉ ତାଙ୍କୁ ବାରଣ କରିଥିଲେ।

 

ମାତ୍ର ବାରମ୍ବାର ବାରଣ କରିବା ପରେ ବି ସେ ନମାନିବା ରୁ ଅକ୍ଷୟ ରାଉତ ଏକ କଟୁରି ଭଳି ଧାରୁଆ ଅସ୍ତ୍ର ରେ ତାଙ୍କର ଯୌନାଙ୍ଗ କୁ କାଟି ଦେଇଥିଲେ ଆଉ ଫେରାର ହୋଇ ଯାଇଥିଲେ। ତେବେ ଅଭିଯୋଗ ର କିଛି ଘଂଟା ପରେ ଅକ୍ଷୟ ପୋଲିସ ହାତରେ ଧରା ପଡିଯାଇ ଥିଲେ। ତେବେ ଏହା ପରେ ସେ ସବୁ କଥା ଖୋଲିକି କହିଥିଲେ ତେବେ ସେ କହିଥିଲେ କି ସେ ଏକା ନୁହଁନ୍ତି ବରଂ ଅନ୍ୟ ପୁରୁଷ ଙ୍କୁ ଡକାଇ ଭାଗବତ ଏହିପରି କରୁଥିଲେ ବୋଲି। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଚାଲିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ମଧ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.