ବନ୍ଧୁମାନେ ବର୍ତ୍ତମାନ ସମୟରେ ଦିନକୁ ଦିନ ମଣିଷ ଅନେକ ଶାରୀରିକ ସମସ୍ୟା ର ସମ୍ମୁଖୀନ ହେବାକୁ ଲାଗୁଛି ।ବହୁତ ସମୟରେ ଲୋକମାନେ ମୋଟାପା ପାଇଁ ଖୁବ ଚିନ୍ତାରେ ବି ରହୁଛନ୍ତି ।ଏହି ମୋଟାପା ପାଇଁ ବି ଖୁବ କମ ବୟସରୁ ଆମେ ବହୁତ ବଡ଼ ବଡ଼ ରୋଗ ର ଶିକାର ବି ହେଇ ଯାଉଛୁ ।
ତେବେ ମୋଟାପା ବା ମେଦ ବଡ଼ିବାର ମୁଖଟି କାରଣ ହେଉଛି ବର୍ତ୍ତମାନ ର ଜୀବନ ବଞ୍ଚିବାର ତରିକା ଆଉ ଖାଦ୍ୟପେୟ ।ହେଲେ ଆଉ ଏମିତି ଅବ୍ୟବସ୍ଥିତ ଜୀବନ ପାଇଁ ଆମ ଶରୀର ରେ ଚର୍ବି ବଡିବାରେ ଲାଗୁଛି ।ତେବେ ଏହି ଚର୍ବି କମାଇବା ପାଇଁ ବର୍ତ୍ତମାନ ଲୋକମାନେ ଅନେକ କିଛି ଉପାୟ ବି କରୁଛନ୍ତି କିନ୍ତୁ ଆଜି ଗୋଟିଏ ଏକ୍ସାସାଇଜ ଦେଖନ୍ତୁ ଯାହାକୁ କରିବାର ମାତ୍ର 2 ସପ୍ତାହ ଭିତରେ 5 କେଜି ଓଜନ କମିବ ।
ବହୁ ପୁରାତନ କାଳରୁ ଶରୀର କୁ ସୁସ୍ଥ ରଖିବା ପାଇଁ ଯୋଗ, ଏକ୍ସାସାଇଜ ଆଦି କରାଯାଉଥିଲା ।ଆଉ ଧିରେ ଧିରେ ଲୋକମାନେ ସେସବୁ ଭୁଲି ଯାଇଥିଲେ ଆଉ ଆଜି ଯେତେବେଳେ ଶରୀର ଉପରକୁ କଥା ଆସୁଛି ସେତେବେଳେ ଲୋକମାନେ ପୁଣି ସେହି ପୁରୁଣା ଜିନିଷ କୁ ଆପଣେଇ ନେବାରେ ଚେଷ୍ଟା କରୁଛନ୍ତି ।ତେବେ ବର୍ତ୍ତମାନ ବହୁତ ଲୋକମାନେ ଚର୍ବି କମାଇବା ପାଇଁ ଅନେମ ପ୍ରକାରର ଏକ୍ସାସାଇଜ କରିବାରେ ଲାଗିଛନ୍ତି ।ଆଉ ବର୍ତ୍ତମାନ କିଛି ବ୍ୟକ୍ତି ଓଜନ କମାଇବା ପାଇଁ ଫୁଲ ବଡି ଏକ୍ସାସାଇଜ କରୁଥିବାର ଦେଖିବାକୁ ମିଳିଛି ।ତେବେ ଏହି ଏକ୍ସାସାଇଜ କେମିତି ହେଉଛି ଆସନ୍ତୁ ଦେଖିବା ।
ତେବେ ଆପଣ ଦେଖି ପାରୁଥିବେ ଗୋଟିଏ ଖୋଲା ଫିଲଡ଼ ରେ ବହୁତ ଜଣ ମହିଳା ଛିଡା ହେଇଛନ୍ତି, ସେହି ଭିତରେ ଭିନ୍ନ ଭିନ୍ନ ବୟସର ମହିଳା ମାନେ ଅଛନ୍ତି ।ଆଉ ସମସ୍ତେ ଆଦେଶ ମୁତାବକ ପୁରା ବଡି ଏକ୍ସାସାଇଜ କରିବାରେ ଲାଗିଛନ୍ତି ।ଆଉ ଭିଡ଼ିଓ ଟି ଦେଖିଲେ ବି ଜଜି ପାରୁଥିବେ ସମସ୍ତେ କେତେ ସୁନ୍ଦର ଭାବରେ ଏକ୍ସାସାଇଜ ର ଷ୍ଟେପ ଗୁଡିକ କରିବାରେ ଲାଗିଛନ୍ତି ।ଆଉ ଏହି ଭିଡ଼ିଓ ଦେଖିବା ପରେ ଏହା ଏକ ପ୍ରକାର ପ୍ରେରଣା ଅଟେ କି ଯଦି ସୁସ୍ଥ ଶରୀର ଚାହୁଁଛନ୍ତି ତାହେଲେ ଏକ୍ସାସାଇଜ ଓ ଯୋଗ କୁ ନିଜ ଜୀବନରେ ସାମିଲ କରନ୍ତୁ ।
ତେବେ ଏମିତି ବି କୁହାଯାଇଛି କି ଏହି ଫୁଲ ଏକ୍ସାସାଇଜ ଯଦି ଜଣେ ବ୍ୟକ୍ତି ମାତ୍ର ଦୁଇ ସପ୍ତାହ କରୁଛନ୍ତି ତାହେଲେ ସେ 5 କେଜି ଓଜନ କମେଇ ପାରିବେ ।ତେବେ ଆପଣ ବି ଏହି ଏକ୍ସାସାଇଜ ଦେଖି ନିଶ୍ଚିତ ବୁଝି ପାରୁଥିବେ ଏଇ କଥା ଉଚିତ ଯୁକ୍ତିଯୁକ୍ତ ଅଟେ ।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେଉଥିବା ସମସ୍ତେ ମହିଳା ଙ୍କର ଏହି ଚେଷ୍ଟା କୁ ଖୁବ ସୋପର୍ଟ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।