Daily news update , Real odisha local news

ନିଜ 2 ବର୍ଷର ଭାଣିଜୀର ପ୍ରାଇଭେଟ ପାର୍ଟ କୁ ଛୁଇଁ କରୁଥିଲା ଏମିତି … ଧରା ପଡିଲା ପରେ ଦେଖନ୍ତୁ ଅବସ୍ଥା….ଭାଇରାଲ ହେଉଛି ଭିଡ଼ିଓ…

0 4,397

ବର୍ତ୍ତମାନ ଦୁନିଆ ଦିନକୁ ଦିନ ଖୁବ ଖରାପ ହେବାକୁ ଲାଗିଲାଣି, ପ୍ରତିଦିନ ଏମିତି ଘଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛଗି ସେ ସେତିକି ତଳକୁ ତଳକୁ ଖସି ଯାଉଛି ନିଜ ରକ୍ତ ସମ୍ପର୍କୀୟ ବ୍ୟକ୍ତି ମାନେ ହିଁ ଏମିତି ସର୍ବନାଶ କରୁଛନ୍ତି ଯାହା ବିଷୟରେ ଆପଣ କେବେ ହୁଏତ ଚିନ୍ତା ବି କରିନଥିବେ ।

ଦିନକୁ ଦିନ ଦୁନିଆରେ ଅନ୍ୟାୟ ଅନିତି,ଦୁର୍ନୀତି ଓ ବଳତ୍କାର ପରି ଅନେକ ଭୟଙ୍କର କାଣ୍ଡ ଘଟୁଛି ।ମଣିଷ ନିଜର କିଛି ସମୟର ଖୁସି ପାଇଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଆଉ ସେହି ସମୟରେ ସେ କଣ କରୁଛି ନିଜେ ବି ଜାଣିପାରୁନି ।ତେବେ ସେମିତି ଦେଖୁ ନାହାଁନ୍ତି କେମିତି ଜଣେ ମାମୁଁ ନିଜ ଭାଣିଜୀ ସହ ଏମିତି କିଛି କରିଛି ଯାହାକୁ ଶୁଣିଲେ ଆପଣଙ୍କ ଏହି ମାମୁଁ ସମ୍ପର୍କ ଉପରୁ ଭରଷା ଉଠିଯିବ ।

ସମାଜରେ ଯେତେ ସବୁ ବିଭତ୍ସ କାଣ୍ଡ ଘଟୁଛି ସେହି ଅନୁସାରେ ଦଣ୍ଡ ବିଧାନ ବି ଗ୍ରହଣ କରାଯାଉଛି ହେଲେ ମଣିଷ ସବୁ ଡର ଭୟ ଛାଡ଼ି ବାରମ୍ବାର ସେହି ଭୁଲ ଦୋହରାଇବାରେ ଲାଗୁଛି ।ତେବେ ଆପଣ ଦେଖୁଥିବେ ବି କେମିତି ଆଜିକାଲି ଛୋଟ ଛୋଟ ଝିଅ ମାନଙ୍କ ସହିତ ଏମିତି ଭୟଙ୍କର ଘଟଣା ଘୁଟୁଛି ଯାହାକୁ ଶୁଣିଲେ ଦେହ ଶୀତେଇ ଉଠୁଛି ।ଆଉ ବର୍ତ୍ତମାନ ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଆଉ ଏଠାରେ ନିଜେ ମାମୁଁ ହେଇ ନିଜ 2 ବର୍ଷର ଭାଣିଜୀ କୁ ଦୁଷ୍କର୍ମ କରିଛନ୍ତି ।ତେବେ ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ରେ ଘଟିଥିବା ବେଳେ ପୁରା ଘଟଣା କଣ ଆସନ୍ତୁ ଜାଣିବା ।

ତେବେ ସୂଚନା ମୁତାବକ ରାଜଧାନୀ ଭୁବନେଶ୍ବର ରେ ରହୁଥିବା ଜଣେ ମାମୁଁ ନିଜର ଦୁଇ ବର୍ଷର ଭାଣିଜୀ କୁ ଖରାପ ଦୃଷ୍ଟି ରେ ଦେଖିବା ସହିତ ଭାଣିଜୀ ସହ ଦୁଷ୍କର୍ମ କରିଥିଲେ ।ଯେଉଁ ଘଟଣା ଶୁଣିବାକୁ ଖୁବ ଖରାପ ଲାଗୁଥିବା ବେଳେ ଏହା ସତ ଅଟେ, ତେବେ ଯେତେବେଳେ ପିଲାର ପରିବାର ଲୋକ ମାମୁଁ ର ଏପରି କାଣ୍ଡ ବିଷୟରେ ଜାଣିଲେ ତାପରେ ଯାହା ଘଟିଲା ଆପଣ ଚିନ୍ତା କରି ପାରିବେ ନାହିଁ ।ତେବେ ଏହି ଘଟଣା କୁ ଏବେ ରାଜଧାନୀ ଚଳ ଚଞ୍ଚଳ ହେଇ ଉଠିଥିବା ବେଳେ ମାମୁଁ ଭାଣିଜୀ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କ ଲାଗି ଯାଇଛି ।

ତେବେ ପରିବାର ଲୋକେ ଏହି ଘଟଣା ବିଷୟରେ ଜାଣି ମାମୁଁ କୁ ଧରି ରାସ୍ତା ଉପରେ ନିର୍ଧୁମ ମାଡ଼ ମାରିବା ସହିତ ତାଙ୍କୁ ଖୁବ ଗାଳି ଗୁଲଜ କରିଥିଲେ ।ତେବେ ଏହି ଘଟଣା ବିଷୟରେ ଏବେ ସୋସିଆଲ ମେଡିଆରେ ଖୁବ ଆଲୋଚନା ହେଉଛି ।ତେବେ ଏମିତି ଦୋଷୀ ଙ୍କୁ ଭୀଷଣ ରୁ ଭୀଷଣ ଦଣ୍ଡ ଦେବା ଦରକାର ନହେଲେ ଦିନକୁ ଦିନ ଏମିତି ଅପରାଧ ବଡିବାରେ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.